Monthly Archives

September 2024

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱରେ ଶକ୍ତି ମନ୍ତ୍ରଣାଳୟ ପ୍ରଥମ ୧୦୦ ଦିନରେ ଉଲ୍ଲେଖନୀୟ ମାଇଲଖୁଣ୍ଟ…

କେନ୍ଦ୍ର ଓ ରାଜ୍ୟ ଟ୍ରାନ୍ସମିସନ ସିଷ୍ଟମ ପାଇଁ ଜାତୀୟ ବିଦ୍ୟୁତ ଯୋଜନା ୨୦୨୩ରୁ ୨୦୩୨ ଚୂଡ଼ାନ୍ତ ହୋଇଛିଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଅବସ୍ଥିତ ୮୩୫୯୬ ବିଶେଷ ସମ୍ବେଦନଶୀଳ ଜନଜାତି ଗୋଷ୍ଠୀ (ପିଭିଟିଜି) ପରିବାରକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି୪୯,୫୧୨ କୃଷି ଫିଡର ଯେଉଁଠାରେ କୃଷି ସାନ୍ଦ୍ରତା
Read More...

ସମ୍ବଲପୁରୀ ଗାୟିକା ରୁକସାନା ବାନୋଙ୍କ ପରିବାର ପକ୍ଷରୁ ରୁକୁ ସୁନାଙ୍କ ନାଁରେ ଥାନାରେ ଏତଲା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକସାନା ବାନୋଙ୍କ ମୃତ୍ୟୁକୁ ନେଇ ସଙ୍ଗୀନ ଅଭିଯୋଗ କରିଛନ୍ତି ପରିବାର । ସୋମବାର ସନ୍ଧ୍ୟାରେ ରୁକସାନାଙ୍କ ମା' ଓ ବଡ ଭଉଣୀ ରୁକସାନାଙ୍କ ମୃତ୍ୟୁ ସ୍ୱାଭାବିକ ମୃତ୍ୟୁ ନୁହେଁ ତାଙ୍କୁ ସୁପରିକଳ୍ପିତ ଭାବେ
Read More...

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ପୋଷଣ ମାସ ଏବଂ ‘ମାଁଙ୍କ ପାଇଁ ଗଛଟିଏ’…

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସପ୍ତମ ଜାତୀୟ ପୋଷଣ ମାସ ଏବଂ "ମାଁ' ଙ୍କ ପାଇଁ ଗଛଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଧୀନ
Read More...

ଶିଶୁ ବିକାଶ କେନ୍ଦ୍ରର କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ୨ ବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଉପଦେଷ୍ଟା ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ସମ୍ମତିକ୍ରମେ ମଦନ ମୋହନ ରଥ ସଭାପତି, ସୁନାଧର ବନଛୋର ଉପ ସଭାପତି, ମଧୁ
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଦ୍ୱିତୀୟ ସେମିଫାଇନାଲ ଖେଳ ରିଜର୍ଭ ପୋଲିସ ବଲାଙ୍ଗିର ବନାମ କେଏଫ୍‌ସି କଣ୍ଟାବାଞ୍ଜି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ରିଜର୍ଭ ପୋଲିସ ୪-୨ ଗୋଲରେ କଣ୍ଟାବାଞ୍ଜିକୁ ହରାଇ
Read More...

ବିଧାୟକ ଦୁର୍ଗାଙ୍କୁ ବିଧାନସଭାର ବିଭିନ୍ନ କମିଟିର ସଦସ୍ୟ ଭାବେ ଦାୟିତ୍ୱ ମିଳିଲା

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଦୁର୍ଗା ଚରଣ ତନ୍ତୀଙ୍କୁ ବିଧାନସଭାରେ ଶାସକ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ବିଧାନସଭାର ବିଭିନ୍ନ କମିଟିର ସଦସ୍ୟଭାବେ ନିଯୁକ୍ତି ଦେଇଛନ୍ତି ।
Read More...

ବଲାଙ୍ଗିର ନାଲଖଣ୍ଡି ପଡାର ୫୨ତମ ଗଜଲକ୍ଷ୍ମୀ ପୂଜା ପାଇଁ କର୍ମକର୍ତ୍ତା ଚୟନ ଓ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସର୍ବପୁରାତନ ମାଁ ଗଜଲକ୍ଷ୍ମୀ ପୂଜା ମଧ୍ୟରେ ନାଲଖଣ୍ଡିପଡା ପୂଜା ଅନ୍ୟତମ । ଗତକାଲି ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ ଠାରେ ଆସନ୍ତା ଅକ୍ଟୋବର ୧୬ ହେବାକୁ ଥିବା ମାଁ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ସଭାପତି
Read More...

କଟକ ସାଲେପୁରରେ ଅପମିଶ୍ରିତ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ଫୁଡ୍‌ ଡିପାର୍ଟମେଣ୍ଟ ଏବଂ କମିଶନରେଟ ପୋଲିସର ମିଳିତ ଚଢାଉ

କଟକ : ପୁଣି ଚର୍ଚ୍ଚାରେ କଟକ ସହର । ଅପମିଶ୍ରଣ ଆଉ ଏକ ନମୁନା । ଏଥର କ୍ଷୀର ପ୍ୟାକେଟକୁ ନେଇ ଆସିଛି ଅପମିଶ୍ରଣର ଅଭିଯୋଗ । ଜଗତପୁର ଥାନା ଠାରୁ ମାତ୍ର ଅଳ୍ପଦୂରରେ ମହାନଦୀ ପଠା ଜଙ୍ଗଲ ଭିତରେ ଏହି ଦୁଗ୍ଧ ଫ୍ୟାକ୍ଟ୍ରିଟି ଲୁଚାଚୋରା ଭାବେ ଚାଲିଥିଲା । କ୍ଷୀର ପ୍ୟାକେଟରେ କ୍ଷୀର ବଦଳରେ ବିଷ
Read More...

ଆନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ଅବସରରେ ଭାରତ ସରକାରଙ୍କ ଅଧୀନ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଦ୍ୱାରା ବଲାଙ୍ଗିରରେ ଥିବା ସି.ଆର୍‌.ସିରେ ଏହି ଦିବସଟି ପାଳିତ ହୋଇଛି । ସଭାର ମୁଖ୍ୟ ଅତିଥି ଭାବରେ ରାଜ୍ୟସଭାର ସାଂସଦ ନିରଞ୍ଜନ ବିଶି ମହୋଦୟ
Read More...

ଜିଲ୍ଲାସ୍ତରୀୟ ହିନ୍ଦୀ ଦିବସ ଅନୁଷ୍ଠିତ

ରାଷ୍ଟ୍ରଭାଷା ହିନ୍ଦୀ ଆମକୁ ଏକତା ସୁତ୍ରରେ ବାନ୍ଧି ରଖିଛ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ ସରକାରୀ ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ହିନ୍ଦୀ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ଚନ୍ଦ୍ର ମେହେର
Read More...