Daily Archives

ବାୟୋ ଇ-ଥ୍ରୀ ନୀତି ଉପରେ ବାର୍ତ୍ତାଳାପ କାର୍ଯ୍ୟକ୍ରମ

ବାୟୋ ଇ-ଥ୍ରୀ ନୀତିର ସଫଳ କାର୍ଯ୍ୟକାରିତା ବିକଶିତ ଭାରତ ପାଇଁ ମାର୍ଗପ୍ରଶସ୍ତ କରିବ : ଡକ୍ଟର ଦେବାଶିଷ ଦାସ, ନିର୍ଦ୍ଦେଶକ, ବିଆରଆଇସି-ଆଇଏଲ୍‌ଏସ୍ରାଷ୍ଟ୍ରର ବିକାଶରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ : ଅଖିଳ କୁମାର ମିଶ୍ର, ଏଡିଜି ପିଆଇବି ଭୁବନେଶ୍ୱର, (ପିଆଇବି)
Read More...

ବରିଷ୍ଠ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ସାହୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍‌ଇସି କ୍ୟାମ୍ପସ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ସାହୁ ଚାକିରିରୁ ଅବସର ନେବାରୁ ବିଦ୍ୟାଳୟ ପରିସରରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଦୀପ୍ତା ବେହେରାଙ୍କ
Read More...

ପାଇକମାଲ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବ୍ୟାଡମିଣ୍ଟନ୍‌, ସୁରଭି ଓ ଖୋଖୋ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଛନ୍ତି । ବ୍ୟାଡମିଣ୍ଟନ୍‌ ୧୭ ବର୍ଷରୁ କମ୍ ବର୍ଗରେ ସୁମିତ କୁମାର ପୁରୋହିତ ଜିଲ୍ଲା ସ୍ତରରେ ବିଜେତା ହୋଇ
Read More...

ବଲାଙ୍ଗିର ଜିଲ୍ଲା ପୌରପାଳିକା ସ୍ୱାସ୍ଥ୍ୟ-କର୍ମୀଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ୨୦୨୪ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ ଥିବା କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପୌରପାଳିକାରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କ ସବିଶେଷ ସ୍ୱାସ୍ଥ୍ୟ ନିରୀକ୍ଷଣ, ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କ ବିଭିନ୍ନ ରୋଗ ଓ ସମ୍ଭାବ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯଥା
Read More...

କଲେଜ ହଷ୍ଟେଲରେ ରେଗିଙ୍ଗ : ୨ ମହଲା ଛାତ ଉପରୁ ଡେଇଁଲେ ଛାତ୍ର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଏକ ଘରୋଇ କଲେଜ ହଷ୍ଟେଲରେ ରେଗିଙ୍ଗ ଯୋଗୁ ଜଣେ ଛାତ୍ର ୨ ମହଲା ଉପରୁ ଡେଇଁ ପଡିବା ଭଳି ଏକ ସଙ୍ଗୀନ ଅଭିଯୋଗ ହୋଇଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭବାନୀପାଟଣା ସହରର ଜଳେଶ୍ୱର ମନ୍ଦିର ରାସ୍ତାରେ
Read More...

ଓସାକା ହାଇଦ୍ରାବାଦର ମଚାନ୍‌ନେ କବି ଭିକାରୀ ମିଶ୍ରଙ୍କର କବିତା ସଂକଲନ ଉନ୍ମୋଚିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଓଡିଆ ଆରୁ କୋସଲି ଭାଷାର ଝନେ ନାଁ କରା ସିହାନ କବି ଭିକାରୀ ମିଶ୍ରଙ୍କର ଦୁଇଜଣ କବିତା ସଂକଲନ 'ଘନ୍ ଖମନ୍' ଆର 'ଜନ୍ ଖମନ୍' ପଶ୍ଚିମ ଓଡିଶା ସାମାଜିକ ଓ ସାଂସ୍କୃତିକ ଏସୋସିଏସନ୍‌ (ଓସାକା)ହାଇଦ୍ରାବାଦର ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୪ ମଚାନଥି ଉନ୍ମୋଚିତ
Read More...

ରୋଗୀଣା ଓଟକୁ ଛାଡ଼ି ଦେଇ ଫେରାର୍‌ ହୋଇଗଲା ମାଲିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ଷ ବର୍ଷ ଧରି ଓଟକୁ ଲୋକଙ୍କୁ ଦେଖାଇ ଅର୍ଥ ଉପାର୍ଜନ କଲା, ପେଟ ପୋଷିଲା । ଯେତେବେଳେ ଓଟ ରୋଗୀଣା ହୋଇଗଲା, ସେତେବେଳେ ମୁମୁର୍ଷୁ ଓଟକୁ ରାସ୍ତା କଡ଼ରେ ଛାଡ଼ି ମାଲିକ ଫେରାର୍‌ ହୋଇଗଲା । ଶେଷରେ ଚିକିତ୍ସା ନପାଇ ଓଟ ଜୀବନ ହାରିଲା । ଏଭଳି ଏକ ଘଟଣା
Read More...

ଆନ୍ତର୍ଜାତୀୟ ଅନୁବାଦ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ସେପ୍ଟେମ୍ବର ୩୦ରେ 'ଆନ୍ତର୍ଜାତୀୟ ଅନୁବାଦ ଦିବସ' ପାଳନ କରାଯାଏ । ଅନୁବାଦକମାନେ ହିଁ ବିଭିନ୍ନ ଜଗତକୁ ଏକତ୍ର ବାନ୍ଧନ୍ତି । ଅନୁବାଦର ପରିସର ଏକ ସାହିତ୍ୟିକ କାର୍ଯ୍ୟର ଅନୁବାଦ, ବୃତ୍ତିଗତ ଅନୁବାଦ, ବ୍ୟାଖ୍ୟା ଏବଂ ପରିଭାଷା, ଇତ୍ୟାଦି
Read More...

ଅଗସ୍ତି ନୂଆଗାଁ ଚିଦାନନ୍ଦ ଦିବ୍ୟଧାମରେ ଆଧ୍ୟାତ୍ମିକ ସମାରୋହ

ସାମାଜିକ ବିଘଟନକୁ ପ୍ରତିହତ କରିବା ପାଇଁ ଆଧ୍ୟାତ୍ମିକତାବାଦ ଏକମାତ୍ର ପନ୍ଥା : ସ୍ୱାମୀ ଅଦ୍ୱୈତାନନ୍ଦ ସରସ୍ୱତୀ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ତାମ୍ପରା ହ୍ରଦ ନିକଟସ୍ଥ ଅଗସ୍ତି ନୂଆଗାଁ ଠାରେ ପ୍ରତିଷ୍ଠିତ ଚିଦାନନ୍ଦ ଦିବ୍ୟଧାମରେ ୨୯ ତାରିଖ ଦିନ ଆନ୍ତର୍ଜାତିକ ଦିବ୍ୟ ଜୀବନ ସଂଘ
Read More...

ଗଣେଶ ପୂଜା ଭଷାଣୀରେ ନିଶାଦ୍ରବ୍ୟ ଓ ଡିଜେ ବନ୍ଦ

କଟକ, (କେପିଏନ୍‌ଏସ୍‌) : କଟକ ସଦର ଥାନା ଅନ୍ତର୍ଗତ ଡାହାଳିଆବାଗ୍ ସ୍ଥିତ ହରପାର୍ବତୀ ପୂଜା ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଛି । ହରପାର୍ବତୀ ପୂଜା କମିଟି ସମ୍ପାଦକ ତଥା ପୂର୍ବତନ କର୍ପୋରେଟର କୌଶିକ ଜେନାଙ୍କ ନେତୃତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ଦେବେନ୍ଦ୍ର ନାଥ
Read More...