Daily Archives

ଜୟପାଟଣା ପଞ୍ଚାୟତ ସମିତିର ଷଷ୍ଠ ଅଧିବେଶନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଞ୍ଚାୟତ ସମିତି ସଭାଗୃହରେ ବ୍ଲକସ୍ତରୀୟ ଷଷ୍ଠ ସମିତି ଅଧିବେଶନ ସମ୍ପନ୍ନ ହୋଇଯାଇଛି । ଏହି ଅଧିବେଶନରେ ସାମଗ୍ରିକ ବ୍ଲକର ଶିକ୍ଷା, ସ୍ଵାସ୍ଥ୍ୟ, ଗମନା ଗମନ, ଖାଦ୍ୟ ସୁରକ୍ଷା, ନିଶ୍ଚିତ କର୍ମ ନିଯୁକ୍ତି, ସୁଭଦ୍ରା ଯୋଜନା, ପ୍ରଧାନ ମନ୍ତ୍ରୀ ଆବାସ,
Read More...

ସାହିତ୍ୟ ଏକାଡେମୀ ତରଫରୁ ହିନ୍ଦୀ ପଖୱାଡ଼ା ଆରମ୍ଭ

କୋଲକାତା, (କେପିଏନ୍‌ଏସ୍‌) : କେନ୍ଦ୍ର ସାହିତ୍ୟ ଏକାଡେମୀର କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ହିନ୍ଦୀ ପଖୱାଡ଼ା ପାଳନ ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୧୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କୋଲକାତା
Read More...

ଦୁର୍ନୀତିର ନଗ୍ନ ଚିତ୍ର : ଗୋଟିଏ କୋଠାକୁ ୨ ଥର ବିଲ୍‌ କରି ସରକାରୀ ଅର୍ଥ ଆତ୍ମସାତ, ଜିଲ୍ଲାପାଳ ଅଭିଯୋଗ ଶୁଣାଣି…

ନୂଆପଡା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସଦର ଗ୍ରାମ ପଞ୍ଚାୟତ ସିଙ୍ଗାରି ଗ୍ରାମରେ ସରକାରୀ ଅର୍ଥକୁ ହରି ଲୁଟ୍‌ ହୋଇଛି । ଗୋଟିଏ କୋଠାକୁ ଦୁଇଥର ବିଲ୍‌ କରି ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ଆସିଛି । ସିଙ୍ଗାରୀ ଗ୍ରାମର ମହିଳାମାନେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି
Read More...

ଖରିଫ ଧାନ ସଂଗ୍ରହ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

କୃଷକ ସମୃଦ୍ଧି ଯୋଜନାରେ ଚାଷୀ ସର୍ବାଧିକ ଲାଭବାନ ହେବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱଚଳିତ ବର୍ଷରେ ୧ କୋଟି ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟଏମ୍‌ଏସ୍‌ପି ୩୧୦୦ ଟଙ୍କାରେ ଧାନ ସଂଗ୍ରହ ହେବଇ-ବାହନ ଆପ୍‌ ଯୋଗେ ହେବ ଧାନସଂଗ୍ରହ କରୁଥିବା ଗାଡ଼ିର ଜିପିଏସ୍‌ ଟ୍ରାକିଂଗୁଣବତ୍ତା ଯାଞ୍ଚ
Read More...

ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର କନ୍ଧପାଲିପଡ଼ାକୁ ଏନ୍‌କ୍ଵାସ୍ ପ୍ରମାଣପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର କନ୍ଧପାଲିପଡ଼ା ବଲାଙ୍ଗିରକୁ ଜାତୀୟ ସ୍ତରରେ (ଜାତୀୟ ଗୁଣ ବତ୍ତା ନିଶ୍ଚିତତା) ଏନ୍‌କ୍ୱାସ୍ ମାନକ ପ୍ରମାଣ ପତ୍ର ମିଳିଛି । ଆଜି ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ନନ୍ଦକିଶୋର ପାଢ଼ୀ
Read More...

ଅଣ ସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ଲର୍କିପାଲିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କନ୍ଧପାଲି ପଡ଼ା ବଲାଙ୍ଗିର ଯାହା (ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ) ତରଫରୁ ଏକ ଅଣ ସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ଲର୍କିପାଲିର କଲ୍ୟାଣ ମଣ୍ଡପ ଠାରେ ଆଜି ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଆଶା, ମହିଳା
Read More...

ମିନି ଷ୍ଟାଡିୟମ୍‌ ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗ

ଗ୍ରାମବାସୀଙ୍କ ବ୍ଲକ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ, ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା ପଞ୍ଚାୟତ ଖାସବାହାଲ ଗାଁରେ ମିନି ଷ୍ଟାଡିୟମ୍‌ ନିର୍ମାଣ କରିବା ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ନେଇ
Read More...

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୫ ସ୍ଥିତ ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସଭାପତି ଡ. ଜ୍ୟୋସ୍ନା ପଟ୍ଟନାୟକଙ୍କ ସଭାପତିତ୍ୱ ଓ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ଶତପଥୀଙ୍କ
Read More...

ସସ୍‌ପେନ୍ସରେ ସମ୍ବଲପୁରୀ ଗାୟିକା ରୁକସାନାଙ୍କ ମୃତ୍ୟୁ

କଳାହାଣ୍ଡି (ଶୁଭେନ୍ଦୁ କୁମାର ପଣ୍ଡା) : ଜଣାଶୂଣା ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକସାନା ବାନୋଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତ୍ରିରେ ଦେହାନ୍ତ ହୋଇଛି । ରୁକସାନାଙ୍କ ଦେହାନ୍ତ ଖବର ଜାଣିବାପରେ କଳାହାଣ୍ଡିରେ ଶୋକର ଛାୟା ଖେଳିଯାଇଛି । ରୁକସାନା ଅଳ୍ପ ବୟସରେ ଲକ୍ଷ ଲକ୍ଷ
Read More...

ପାଇକମାଲ ବ୍ଲକସ୍ତରୀୟ ସୁଭଦ୍ରା ଚିତ୍ରକଳା ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହିଳା ମାନଙ୍କୁ ସଶକ୍ତି କରଣ ସକାଶେ ଓଡ଼ିଶା ସରକାରଙ୍କ 'ସୁଭଦ୍ରା' ଯୋଜନାକୁ ସଫଳ କରିବା ଉଦ୍ଦେଶ୍ୟରେ ଶିକ୍ଷା ବିଭାଗ ପକ୍ଷରୁ ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ଛାତ୍ରୀ ମାନଙ୍କ ମଧ୍ୟରେ ବ୍ଲକସ୍ତରୀୟ 'ଚିତ୍ରକଳା ପ୍ରତିଯୋଗିତା' ପାଇକମାଲ ଯମୁନା କନ୍ଧୁଣୀ
Read More...