Daily Archives

ବିଶ୍ୱ ବାଉଁଶ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବାଉଁଶର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସେପ୍ଟେମ୍ବର ୧୮ରେ 'ବିଶ୍ୱ ବାଉଁଶ ଦିବସ' ପାଳନ କରାଯାଏ । ବାଉଁଶ ହେଉଛି ଏକ ନିଆରା ଘାସ ଜାତୀୟ ଉଦ୍ଭିଦ ଯାହା ଶୀଘ୍ର ବଢିଥାଏ ଏବଂ ଅନେକ ଉପାୟରେ ବ୍ୟବହାର କରାଯାଇପାରେ । ଏହା କେବଳ
Read More...

ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦୁର୍ଗ ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫ୍ରେସ ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା
Read More...

ବିଜେପି ଗଞ୍ଜାମ ଜିଲ୍ଲା-ସଭାପତି ଡା. ସୁବାଷ ଚନ୍ଦ୍ର ସାହୁଙ୍କ ଇସ୍ତଫା ପତ୍ର ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଜେପି ଗଞ୍ଜାମ ଜିଲ୍ଲା-ସଭାପତି ଡା. ସୁବାଷ ଚନ୍ଦ୍ର ସାହୁ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ଦଳୀୟ ହାଇକମାଣ୍ଡଙ୍କୁ ତାଙ୍କରି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ବୋଲି ଜଣାଯାଏ । ଶ୍ରୀ ସାହୁ ଦୀର୍ଘ ଦିନ ଧରି ଗଞ୍ଜାମ ଜିଲ୍ଲାରେ ବିଜେପି
Read More...

ସୁଭଦ୍ରା ଯୋଜନା ଶୁଭାରମ୍ଭ ଉପଲକ୍ଷେ ସଚେତନତା ଉଦ୍ଦେଶ୍ୟରେ ପ୍ରତିଯୋଗିତା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନା । ମହିଳାମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନା ସମ୍ପର୍କରେ ଅଧିକ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସରକାରୀ
Read More...

ଆନ୍ତର୍ଜାତୀୟ ଓଜୋନ ସ୍ତର ସୁରକ୍ଷା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ସାରା ବିଶ୍ୱରେ ବୃଦ୍ଧି ପାଉଥିବା ତାପମାତ୍ରା ଓ ଅପ୍ରତ୍ୟାଶିତ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ନେଇ ସମସ୍ତେ ଚିନ୍ତିତ । ଏଭଳି ସମୟରେ ସକଳ ଶକ୍ତିର ଆଧାର ସର୍ଯ୍ୟଙ୍କର ଅତି ବାଇଗଣି ରଶ୍ମିର ପ୍ରଭାବରୁ ବିଶ୍ୱବାସୀଙ୍କୁ ରକ୍ଷା କରୁଥିବା ଓଜୋନ ଗ୍ୟାସ୍‌
Read More...

ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ସେକ୍ଟର- ୬ରେ ଓଜୋନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଏସ୍‌ପିସିବି ଏବଂ ୱାଇ. ଏମ୍‌. ଏଫ୍‌. ଆଇ.ର ମିଳିତ ସହଯୋଗରେ ସ୍ଥାନୀୟ ସେକ୍ଟର - ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଓଜୋନ ଦିବସ ଇତି ମଧରେ ପାଳିତ ହୋଇଯାଇଛି । ଏଥିରେ ଏସ୍‌ପିସିବିର ଉପ ପରିବେଶ ଯନ୍ତ୍ରୀ ଇଂ ରମଣୀ ରଞ୍ଜନ ଦାସ ମୁଖ୍ୟ ଅତିଥି
Read More...

ରାଉରକେଲା – କଲିକତା ମଧ୍ୟରେ ଜନଶତାବ୍ଦି ଟ୍ରେନ୍‌ ପ୍ରଚଳନ ହେଉ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାକୁ ଦୁଇଟି ବନ୍ଦେ ଭାରତ ଟ୍ରେନ୍‌ ବିଗତ ଦିନରେ ଦେଇଥିବାରୁ ରେଳମନ୍ତ୍ରୀଙ୍କୁ ଥିଙ୍କର୍ସ ଫୋରମ୍ କୃତଜ୍ଞତା ଜଣାଇଛି । କଲିକତା ପୂର୍ବ ଭାରତର ଏକମାତ୍ର ମେଟ୍ରୋ ସହର ଓ ରାଉରକେଲା ତଥା ନିକଟବର୍ତ୍ତୀ ସମସ୍ତ ଜନସାଧାରଣ ଏହା ଉପରେ ବ୍ୟବସାୟ,
Read More...

ଦୀର୍ଘ ୧୬ ବର୍ଷ ପରେ ଘଣ୍ଟବାହାଲରୁ ଜଣେ ପୁରୁଣା ୱାରେଣ୍ଟୀ ଗିରଫ : କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ସଦର ପଞ୍ଚାୟତ ଘଣ୍ଟବାହାଲ ଗ୍ରାମର ଜଣେ ପୁରୁଣା ୱାରେଣ୍ଟୀଙ୍କୁ ପୁଲିସ ଦୀର୍ଘ ୧୬ ବର୍ଷ ପରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଚର୍ଚ୍ଚାର ବିଷୟ ହୋଇଛି । ଘଣ୍ଟବାହାଲ ଗ୍ରାମର ବାରୁ ଓରଫ ଈଶ୍ୱର ନାଏକଙ୍କ ପୁଅ
Read More...

ଛତ୍ରପୁରରେ ସୁଭଦ୍ରା ଯୋଜନାର ଲୋକାର୍ପଣ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ସୁଭଦ୍ରା ଯୋଜନାର ଲୋକାର୍ପଣ ଉତ୍ସବ ଅଗଣିତ ଦର୍ଶକଙ୍କ ଉଦ୍ଦେଶ୍ୟରେ ବ୍ୟବସ୍ଥିତ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ମଙ୍ଗଳବାର ଜସ୍ଵସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଭୁବନେଶ୍ୱର
Read More...