Daily Archives

ଖପ୍ରାଖୋଲରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସୁଭଦ୍ରା ଯୋଜନା ପାଇଁ ସାରା ରାଜ୍ୟରେ ଏବେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଉତ୍କଣ୍ଠା ଦେଖିବାକୁ ମିଳୁଛି । ତାକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ସୁଭଦ୍ରା ଯୋଜନା ବାବଦରେ ପଦଯାତ୍ରା ଆରମ୍ଭ ହୋଇଛି । ଆଜି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଠାରେ
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ନକ୍‌ ଆଉଟ ଫୁଟବଲ ଚତୁର୍ଥ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ସିନିୟର ନକଆଉଟ ଫୁଟବଲ ୧୬ ଗୋଟି ପଡିଆରେ ୧୭ଟି ଖେଳ ହୋଇଯାଇଛି । ସୁଜିଆ ପଡିଆରେ ଗେର୍ଡି ଟ୍ରାଇବ୍ରେକର ୪-୩ ଗୋଲରେ ୱଏସ୍‌ ସୁଜିଆକୁ ହରାଇଛି । ଲୋଇସିଂହା ମିନି ଷ୍ଟାଡିୟମରେ ଅମାମୁଣ୍ଡା ୮-୨ ଗୋଲରେ
Read More...

ବିଦ୍ୟାଳୟ ସ୍ତରୀୟ ଖୋଖୋ ଚୟନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସରକାରୀ ଉଚ୍ଚ ବିଦ୍ୟାଳୟ ଭାଲେର ଠାରେ ବ୍ଲକ ସ୍ତରୀୟ ଖୋଖୋ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ଆଟଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲୀପ କୁମାର ଯୋଷୀ
Read More...

ଷଡ଼ବଂଶୀୟ ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଷଡ଼ବଂଶୀୟ ଗଣ୍ଡ ସମାଜ ବିକାଶ ପରିଷଦ ବଲାଙ୍ଗିର ଜିଳ୍ଲା ତରଫରୁ ବରିଷ୍ଠ ସଭ୍ୟ ବିରବର ଧରୁଆଙ୍କ ସଭାପତିତ୍ୱରେ ବଲାଙ୍ଗିରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୯ ତାରିଖ ରବିବାରରେ କାଲିଭନା ଗାଁରେ ଚଳିତ ବର୍ଷର ନୂଆଖାଇ ଭେଟ୍‌ଘାଟ୍‌
Read More...

କନାବିରା ଗାଁରେ ନୂଆଁଖାଇ ଭେଟ୍‌ଘାଟ୍‌

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ କନାବିରା ଗାଁରେ ଗଣେଷ ପୂଜା କମିଟୀ ଓ ଗ୍ରାମବାସୀଙ୍କ ପକ୍ଷରୁ ନୂଆାଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କମିଟୀର ସଭାପତି ହୃଷି
Read More...

କାର୍‌ ଧକ୍କାରେ ୨ ମହିଳା ଓ ଜଣେ ନାବାଳକ ଗୁରୁତର

ମେଡିକାଲରେ ଭର୍ତ୍ତି, ପୋଲିସର ତଦନ୍ତ ଜାରି ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜନଗହଳି ପୂର୍ଣ୍ଣ ପୁରୁଣାକଟକ ବଜାରରେ କାର୍‌ ଦୁର୍ଘଟଣା । ଦୁର୍ଘଟଣାରେ ୨ ମହିଳା ଓ ଜଣେ ନାବାଳକ ଗୁରୁତର । ସୂଚନା ଅନୁଯାୟୀ ପୁରୁଣାକଟକ ବଜାରରେ ଥିବା ଏକ ଷ୍ଟିକରିଙ୍ଗ ଦୋକାନରୁ
Read More...

୭ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଅନୁଷ୍ଠିତ

ଏଭଳି କାର୍ଯ୍ୟକ୍ରମ ଆମ ସହର ପାଇଁ ଗର୍ବର ବିଷୟ : ଜୁଏଲ ଓରାମ ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଜଗଦା ସ୍ଥିତ ଜୟଦେବ କଳା ବିକାଶ କେନ୍ଦ୍ର, ରାଉରକେଲା ତରଫରୁ ମା' ବାଟ ମଙ୍ଗଳା ଶକ୍ତିପୀଠ ପ୍ରେକ୍ଷ୍ୟାଳୟରେ '୭ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ' ଅନୁଷ୍ଠିତ
Read More...

୧୭ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍କୁଲ କଲେଜ ଗୁଡିକ ସମ୍ପୂର୍ଣ୍ଣ ଛୁଟି ରହିବ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱର ଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରୁଛନ୍ତି । ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜ ଗୁଡିକ ସେଦିନ ସମ୍ପୂର୍ଣ୍ଣ ଛୁଟି ହେବା ସହିତ
Read More...

ବିଶିଷ୍ଟ ମାର୍କସବାଦୀ ଜନନାୟକ, ସିପିଆଇଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ସ୍ମରଣେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ମାର୍କସବାଦୀ ଜନନାୟକ, ସିପିଆଇଏମ୍‌ର ସାଧାରଣ ସମ୍ପାଦକ କମ୍ରେଡ୍ ସୀତାରାମ ୟେଚୁରୀ ଗତ ସେପ୍ଟେମ୍ବର ୧୨ ତାରିଖ ଦିନ ନିମୋନିଆରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆଜି ତାଙ୍କର ମର ଶରୀର
Read More...

ସାନଭାଇର ଗୁଳିରେ ବଡଭାଇ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର କିଆପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାନଭାଇର ଗୁଳି ମାଡ଼ରେ ବଡ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି । ସୂଚନାନୁଯାୟୀ, କିଆପଦର ଗ୍ରାମର ଯୁବରାଜ ପାଣ୍ଡେ ତାଙ୍କ ଘର ନିକଟରେ ଠିଆ
Read More...