Daily Archives

ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ସହରର ମହିଳା

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ୧୭ ତାରିଖରୁ ରାଜ୍ୟର ମୋହନ ମାଝୀଙ୍କ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ସୁଭଦ୍ରା ଯୋଜନା । ଉକ୍ତଦିନ ଭାରତର ଜସ୍ୱଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ଏହି ଯୋଜନାର ଶୁଭ ଉଦ୍‌ଘାଟନ କରିବେ । ଏହି ଯୋଜନା
Read More...

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ହିନ୍ଦୀ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ସେପ୍ଟେମ୍ବର ୧୪ ତାରିଖକୁ ହିନ୍ଦୀ ଦିବସଭାବେ ପାଳନ କରାଯାଇଥାଏ । ପ୍ରଥମ ଥର ୧୯୫୩ରେ ଏହି ଦିବସ ପାଳନ କରାଯାଇଥିଲା । ଏହା ସହିତ ଭାରତୀୟ ସମ୍ବିଧାନରେ ଏହା ସରକାରୀ ଭାଷାଭାବେ ମଧ୍ୟ ମାନ୍ୟତା ପାଇଛି । ଏହି କ୍ରମରେ ରାଉରକେଲା ସହରର
Read More...

ବିଶ୍ୱ ପ୍ରାଥମିକ ଉପଚାର ଦିବସ : ଘରେ ଘରେ ପ୍ରାଥମିକ ସେବା ସହାୟକ ସୃଷ୍ଟି କରିବା

ଭୁବନେଶ୍ୱର : ଭାରତୀୟ ରେଡ୍‌କ୍ରସ୍‌ ସୋସାଇଟି ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ବିଭୁତି ଭୂଷଣ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଆଇସିଆର୍‌ସି ୟୁନିଟ୍‌ ଦ୍ୱାରା ପ୍ରାଥମିକ ଉପଚାର ଦିବସ ଭୁବନେଶ୍ୱର ସ୍ଥିତ ରେଡ୍‌କ୍ରସ୍‌ ଭବନ ଭୁବନେଶ୍ୱରରେ ପାଳିତ ହୋଇଯାଇଛି । ଚଳିତ ବର୍ଷର ଆଭିମୁଖ୍ୟ ଥିଲା
Read More...

ସୁଭଦ୍ରା ଯୋଜନା ଅନଲାଇନ ପାଇଁ ଟଙ୍କା ନେଉଛନ୍ତି ସିଏସ୍‌ସି ମାଲିକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟ ସରକାର ମହିଳାଙ୍କ ବିକାଶ ଲାଗି ଆଣିଥିବା ସୁଭଦ୍ରା ଯୋଜନାର ଆବେଦନ ଆରମ୍ଭ ହୋଇଯାଇଛି । ଆବେଦନ ବେଳେ ଆଧାରକାର୍ଡରେ ମୋବାଇଲ ନମ୍ବର ଅପଡେଟ୍‌ କରିବା ସହ ସଂଶୋଧନ କରିବା ଲାଗି ଆଧାରକାର୍ଡ ସେଣ୍ଟରରେ ସକାଳୁ ସନ୍ଧ୍ୟା ଯାଏ ମହିଳାଙ୍କ ଅସମ୍ଭାଳ ଭିଡ
Read More...

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ, ୪, ୪୮୪ଟି ମାମଲାର ଫଇସଲା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ମାନଙ୍କରେ ଶନିବାର ୨୦୨୪ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅନୁପ ରଞ୍ଜନ ପଟ୍ଟନାୟକ,
Read More...

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ ଦ୍ୱାରା ହିନ୍ଦୀ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ, ରାଉରକେଲା ଆନୁକୂଲ୍ୟରେ ସେକ୍ଟର-୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ, ପ୍ରେକ୍ଷାଳୟରେ ହିନ୍ଦୀ ଦିବସ ମହାସମାରୋହରେ ପାଳନ କରାଯାଇଥିଲା । ଏହି ଅବସରେ ଚେମ୍ବର ଅଫ କମର୍ସ, ରାଉରକେଲାର ପ୍ରାକ୍ତନ
Read More...

ଚାନ୍ଦିଲି ପୋଲିସକୁ ବଡ ସଫଳତା : ୯୦ ହଜାର ଟଙ୍କା ସହ ୪ ଜଣ ଗିରଫ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ପୋଲିସକୁ ମିଳିଛି ‌‌‌‌ବଡ ସଫଳତା । ଚଳିତ ମାସ ୯ ତାରିଖ ଦିନ ଲୁଟ୍ ହୋଇଥିବା ଘଟଣାରେ ପୋଲିସ ଜଣେ ନାବାଳକ ସମେତ ୪ ଜଣଙ୍କୁ ଗିରଫ କରିବା ସଙ୍ଗେ ସଙ୍ଗେ ୨ଟି ମୋଟର ସାଇକଲ, ୪ଟି ମୋବାଇଲ, ନଗଦ ୯୦ ହଜାର ଟଙ୍କା ସହିତ ନକଲି
Read More...

ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର : ୭୧ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : ଅତାବିରା ବ୍ଲକ ଟାଙ୍ଗରପାଲି ଗ୍ରାମପଞ୍ଚାୟତ ରାଜୀବ ଭବନ ଠାରେ ଆଜି ବରଗଡ଼ ଜିଲ୍ଲା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଓ ଟାଙ୍ଗରପାଲି ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଶିବିରରେ
Read More...

ଆନ୍ତର୍ଜାତିକ ବାଣିଜ୍ୟ ମେଳା ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆନ୍ତର୍ଜାତିକ ବାଣିଜ୍ୟ ମେଳା ସେକ୍ଟର ୧୩ ସ୍ଥିତ ମେଳଣ ପଡ଼ିଆ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଗୁପ୍ତା ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ଓ ଆର୍‌ଏମ୍‌ଏସ୍‌ ଆଉଟ୍‌ଡୋର୍‌ର ମିଳିତ ଆନୁକୂଲ୍ୟରେ ହେଉଥିବା ଏହି ମେଳା ମନୋଜ ନାୟକଙ୍କ ସଂଯୋଜନାରେ ଆୟୋଜିତ
Read More...

ଶ୍ରୀ ଅରବିନ୍ଦ ସ୍କୁଲରେ ହିନ୍ଦୀ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୫ ସ୍ଥିତ ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ହିନ୍ଦୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଓ
Read More...