Daily Archives

ହଷ୍ଟେଲରେ ଅଣହିନ୍ଦୁ ଛାତ୍ର ରୋଷେଇ କଲେ ଗୋ-ମାଂସ

ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିବାଦ ଓ ବିରୋଧର ସ୍ୱର ବହ୍ନି ଜଳି ଉଠିଲା ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡା ବ୍ଲକ୍ ଶୀତଳାପଲ୍ଲୀ ଠାରେ ଅବସ୍ଥାପିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଚାପା ଉତ୍ତେଜନା ଦେଖାଦେଇଛି ।
Read More...

ଦୁଗ୍ଧ ଚାଷୀମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ବ୍ଲକ ଅଧିନସ୍ଥ ପରମେଶ୍ୱରୀ ଦୁଗ୍ଧ ଉତ୍ପାଦକ ସମବାୟ ସମିତି କରଡାପାଳ ଠାରେ ସମଲେଶ୍ୱରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ସମ୍ବଲପୁର ତରଫରୁ ଦୁଗ୍ଧ ଚାଷୀମାନଙ୍କ ଜୀବିକା ଓ ଆର୍ଥିକ ଅଭିବୃଦ୍ଧି
Read More...

ସଇଁତଲା ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତକୁ ନେଇ ବଜରଙ୍ଗ ଦଳ ଦାବୀପତ୍ର

ଡେଙ୍ଗୁ ନେଲ ଆଉ ଜଣେ ଯୁବକଙ୍କ ଜୀବନ ଓ ପ୍ରଶାସନ ନୀରବ ସଇଁତଲା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ଭୁଶୁଡି ପଡିବା ସହ ସମସ୍ତ ରାସ୍ତାଘାଟ ମଧ୍ୟ ଖାଲଢିପରେ ଶୋଚନୀୟ ହୋଇପଡିଛି । ଏପରିକି ୨ ମାସ ତଳେ ଜଣେ ଯୁବକଙ୍କ ଡେଙ୍ଗୁ ରୋଗରେ ଜୀବନ
Read More...

ଦେବଦୂତର ଭୂମିକାରେ ପ୍ରାଣୀ ଚିକିତ୍ସକ

ଜୟପାଟଣା, (ଶେଷଦେବ ବେହେରା) : ଗୋରୁ ବେପାରୀ ମାନେ ଅମାନବୀୟ ଭାବରେ ଗୋରୁ ମାନଙ୍କୁ ଭୋକ ଉପବାସରେ କିଲୋମିଟର କିଲୋମିଟର ଯାତ୍ରା କରାଇ ଗୋଟିଏ ବଜାରରୁ ଅନ୍ୟ ବଜାରକୁ ବିକ୍ରି ପାଇଁ ନେଉଥିବା ଦୃଷ୍ଟାନ୍ତ ସବୁବେଳେ ରହିଆସିଛି । ଭୋକ ଉପବାସରେ ଚାଲି ପାରୁ ନଥିବା ଗୋରୁଙ୍କ ଉପରେ ଅକଥନୀୟ
Read More...

ମୃତକଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମରତଲା ହରିଜନ ପଡାର ସ୍ୱର୍ଗତ ଗୁଲଠୁ ମହାନନ୍ଦଙ୍କ ଏକ ମାତ୍ର ପୁତ୍ର କହ୍ନେଇଲାଲ ମହାନନ୍ଦଙ୍କ ମୃତ୍ୟୁ ହୋଇଯାଇଛି । ସେ ଦୀର୍ଘ ଏକବର୍ଷ ଧରୀ କେନସର ରୋଗରେ ବୁର୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ଅନ୍ତିମ ଅବସ୍ଥାରେ
Read More...

କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ୧୩ ସେପ୍ଟେମ୍ବର ୨୦୨୪ରେ ଭୁବନେଶ୍ୱରରେ ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ କ୍ଷେତ୍ର ପାଇଁ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ମତ୍ସ୍ୟଚାଷ, ପ୍ରାଣୀସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ୧୩ ସେପ୍ଟେମ୍ବର ୨୦୨୪ରେ ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନ ସମ୍ମିଳନୀ କକ୍ଷରେ ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ପାଇଁ ମୌସୁମୀ
Read More...

କ୍ଲଷ୍ଟର୍ (ଦ୍ଵିତୀୟ )ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଓମଭେଲି ବିଦ୍ୟାଳୟର ସଫଳତା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପରିବର୍ତ୍ତିତ ଜଳବାୟୁ, ଖାଦ୍ୟାଭ୍ୟାସ ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ଶାରୀରିକ ଅସୁସ୍ଥତା ଦେଖାଯାଉଛି । ଏଣୁ ସୁଷମ ଖାଦ୍ୟ ସହିତ ଉପଯୁକ୍ତ ଶାରୀରିକ ବ୍ୟାୟାମ ଅନିବାର୍ଯ୍ୟ ହୋଇପଡିଛି । ମାନସିକ ସ୍ଥିରତା, ଶାରୀରିକ ସୌଷ୍ଠବ ଏବଂ ନୀରୋଗ ଶରୀର
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ନକ୍‌ ଆଉଟ୍‌ ଫୁଟବଲ ଦ୍ୱିତୀୟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୧୬ ଗୋଟି ପଡିଆରେ ୧୮ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ସୁଜିଆ ପଡିଆରେ ୱାଇଏସ୍‌ ସୁଜିଆ ୩-୦ ଗୋଲରେ ତେନ୍ତେଲଖୁଣ୍ଟିକୁ ହରାଇଛି । ଲୋଇସିଂହା ମିନି ଷ୍ଟାଡିୟମ୍‌ରେ ମନହିରା ୧-୦ ଗୋଲରେ
Read More...

ଭୁବନେଶ୍ୱର ସ୍ଥିତ ଆଇସିଏଆର୍‌-ସିଫାଠାରେ ‘ଅମୃତ ଭାକୁର’ ମାଛକୁ ଲୋକାର୍ପିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ଆଜି ଆଇସିଏଆର୍‌-କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର (ଆଇସିଏଆର୍‌-ସିଫା), ଭୁବନେଶ୍ୱରରେ ଭାକୁର (ଲାବିଓ କାଟଲା)ର ଆନୁବଂଶିକ ଉନ୍ନତ ପ୍ରଜାତି 'ଅମୃତ
Read More...

ବିଦ୍ୟୁତ ତାରରେ ବରାହ ମାରିବା ପ୍ରୟାସ ଯୁବକଙ୍କୁ ମହଙ୍ଗା ପଡିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ନୃସିଂହନାଥ ନିକଟରେ ବିଦ୍ୟୁତ ତାରରେ କରେଣ୍ଟ ଲଗାଇ ବରାହ ମାରିବା ପ୍ରୟାସ କରୁଥିବା ଯୁବକମାନଙ୍କୁ ମହଙ୍ଗା ପଡିଛି । ଜଙ୍ଗଲ ବିଭାଗ କର୍ମଚାରୀମାନଙ୍କ ହାତରେ ଧରାପଡି ଅଭିଯୁକ୍ତମାନେ ଜେଲ ଯାଇଥିବା ଜଣାପଡିଛି । ସେମାନେ ହେଲେ ପାଇକମାଲ ଥାନା
Read More...