Daily Archives

୨ କୋଟିରୁ ଅଧିକ ମନରେଗା ଟଙ୍କାର ଆତ୍ମସାତକୁ ନେଇଁ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅଭିଯୋଗ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ କାଶୀପୁର ଠାରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଇଯାଇଛି । କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି
Read More...

ଲୋକ ପାଇଲଟ୍‌ ନିଖୋଜ ଘଟଣା : ୭ ଦିନ ପରେ ଉଦ୍ଧାର ହେଲେ ଲୋକୋ ପାଇଲଟ୍‌

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କାର୍ଯ୍ୟରେ ଯୋଗ ଦେବାକୁ ଯାଇ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ଗତ ୪ ତାରିଖରୁ ନିଖୋଜ ଥିବା ଲୋକୋ ପାଇଲଟ୍‌ ରଙ୍ଗ ବାହାଦୁର ସିଂ ଉଦ୍ଧାର । ପାରିବାରିକ ଅଶାନ୍ତି ଯୋଗୁଁ କାହାକୁ ନକହି ଲୁଚି ପଳାଇ ଥିଲେ ରଙ୍ଗ ବାହାଦୁର । ମୋବାଇଲ ସିମ୍‌ ମଧ୍ୟ
Read More...

ପାଇକମାଲରେ ସାର୍ବଜନୀନ ଦୁର୍ଗାପୂଜା ପରିଚାଳନା କମିଟି ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଠାରେ ଚଳିତ ବର୍ଷ ପାଇଁ ସାର୍ବଜନୀନ ଦୁର୍ଗାପୂଜା କମିଟି ସର୍ବସମ୍ମତି କ୍ରମେ ଗଠିତ ହୋଇଯାଇଛି । ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଚୟନ କମିଟିରେ ସଭାପତି ଭାବରେ ସୁଶାନ୍ତ ନାଗ, ଉପସଭାପତି ରାଜେଶ ଅଗ୍ରୱାଲ, ସଂପାଦକ ଆଶୁତୋଷ
Read More...

ବିଶ୍ଵ ନିରବତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୋଳାହଳପୂର୍ଣ୍ଣ ଦୁନିଆରେ ନିରବତାକୁ ଗ୍ରହଣ କରିବା ପାଇଁ 'ବିଶ୍ଵ ନିରବତା ଦିବସ' ପାଳନ ଏକ ବିଶେଷ ବ୍ୟବସ୍ଥା । ଏହା ଆମକୁ ଦୈନନ୍ଦିନ ଜୀବନର କ୍ରମାଗତ କୋଳାହଳ ଗୁଣ୍ ଗୁଣ୍ ଶବ୍ଦରୁ ବିରତି ନେବାକୁ ଉତ୍ସାହିତ କରେ । ଦିନଟି ନିରବତା ତଥା ଶାନ୍ତିର
Read More...

ଆସନ୍ତା ୧୩ ତାରିଖରେ ଲଘୁଚାପ : ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ଆସନ୍ତା ୧୨ ତାରିଖରେ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୧୩ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେବ । ପରେ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହୋଇପାରେ । ଏହାର ପ୍ରଭାବରେ ୧୩ରୁ ୧୫ ତାରିଖ ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ
Read More...

ବେପରୁଆ ଡ୍ରାଇଭିଂ ପାଇଁ ଜଣେ ମୃତ, ୨ ଗୁରୁତର

ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ନୁନହାଡ଼ ଗ୍ରାମରେ ଗୋଟିଏ ପରିବାରର ୩ ଭଉଣୀ ଭୁଲେଶ୍ୱରୀ ମାଝୀ (୨୦), ଯେମନ୍ତୀ ମାଝୀ (୧୭), ପ୍ରତିମା ଧରୁଆ(୧୭) ଘର ସାମ୍ନାରେ ଠିଆ ହୋଇଥିବା ବେଳେ ଗୋଟିଏ ୱାଗନର କାର ଧକ୍କା ଦେବା ଫଳରେ ଭୁଲେଶ୍ୱରୀ ମାଝୀଙ୍କ ମୃତ୍ୟୁ
Read More...

ସାଲେପାଲି ମେହେର ପରିବାରର ସାମୁହିକ ନୂଆଁଖାଇ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁରେ ପୂର୍ବ ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ମଧ୍ୟ ମେହେର ପରିବାରର ସମସ୍ତ ସଦସ୍ୟ ଏକତ୍ର ନୂଆଁଖାଇ ପାଳନ କରିଥିଲେ । ନୂଆଁଖାଇ କେବଳ ଏକ ପର୍ବ ସହ ପରମ୍ପରା, ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ ଓ ଭାଇଚାରାର ନିଦର୍ଶନ । ଚାରି ଦିନିଆ
Read More...

ଛତ୍ରପୁର ବିଇଓଙ୍କ କାର୍ଯ୍ୟାଳୟ ସ୍ଥାଣୁ ପାଲଟିଛି

ଦରମା ମିଳିବାରେ ବିଳମ୍ବ ନେଇ ଡିଇଓଙ୍କୁ ଭେଟିଲେ ଶିକ୍ଷକ ସଂଘ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ପ୍ରାୟତଃ ୬ ଶହ ଜଣ ବିଭିନ୍ନ ବର୍ଗର ଶିକ୍ଷକ,ଶିକ୍ଷୟିତ୍ରୀ ଅବସ୍ଥାପିତ ହୋଇଥିବା ଜଣାଯାଏ । ଏହି ସମସ୍ତ
Read More...

ଗଣେଶ ମୂର୍ତ୍ତି ଭସାଣୀ ବେଳେ ଛୁରାମାଡ଼ : ଜଶେ ମୃତ, ୩ ଗୁରୁତର

ଆଠଗଡ଼ : ଗଣେଶ ମୂର୍ତ୍ତି ଭସାଣୀ ବେଳେ ଛୁରାମାଡ଼, ଜଣେ ମୃତ । କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଧୁରୁସିଆ ଗାଁରେ ଗଣେଶ ମୂର୍ତ୍ତି ଭସାଣି ବେଳେ ଘଟିଛି ଏହି ଅଘଟଣ । ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଛୁରାମାଡ଼ ହୋଇଛି । ଆଉ ୩ ଜଣଙ୍କ ଅବସ୍ଥା ଗୁରୁତର । ସୂଚନା ଅନୁସାରେ, ବିଳମ୍ବିତ ରାତିରେ
Read More...

କନ୍ଧମାଳର ଚିତ୍ରଶିଳ୍ପୀ ପ୍ରସାଦ ସୋନୁଙ୍କୁ ଚିଠି ଲେଖିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗତ ସାଧାରଣ ନିର୍ବାଚନରେ ନିର୍ବାଚନ ପ୍ରଚାର ଗସ୍ତରେ ମଇ ମାସ ୧୧ ତାରିଖରେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀକୁ ପ୍ରଚାରରେ ଆସିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ୱତନ୍ତ୍ର ଓ ଭିନ୍ନ ଧରଣର ଚିତ୍ର ତିଆରି କରି
Read More...