Daily Archives

ରାଷ୍ଟ୍ରପତିଙ୍କୁ ଭେଟିଲେ ଆବୁଧାବିର କ୍ରାଉନ୍‌ ପ୍ରିନ୍ସ

ନୂଆଦିଲ୍ଲୀ, (ପିଆଇବି) : ଆବୁଧାବିର କ୍ରାଉନ୍ ପ୍ରିନ୍ସ ମହାମହିମ ଶେଖ୍ ଖାଲିଦ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ ରାଷ୍ଟ୍ରପତି ଭବନରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ୟୁଏଇ ସହ ଭାରତର ବ୍ୟାପକ ରଣନୈତିକ ଭାଗିଦାରୀ ସହିତ ତାଳମେଳ ରକ୍ଷା
Read More...

ଗଣେଶ ଭସାଣୀ ହେଲା କାଳ : ପାଣିରେ ବୁଡି ଜଣେ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ସାରସମାଲ ଗାଁରେ ଗଣେଶ ଭସାଣୀ ବେଳେ ପାଣିରେ ବୁଡି ଜଣେ ମୃତ । ମିଳିଥିବା ସୂଚନା ଅନୁସାରେ ପଦ୍ମପୁର ଥାନା ସାରସମାଲ ଗାଁରେ ଆଜି ଗଣେଶ ଭସାଣୀ ଅନୁଷ୍ଠିତ ହେଉଥିଲା । ଏହି ଭସାଣୀ ସମୟରେ ସେହି ଗାଁର ବଲ୍ଲଭ ସାଗର(୩୫) ପାଣିରେ ବୁଡି ଯାଇଥିଲେ
Read More...

ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ପ୍ରତିଭା ଆବାସିକ ମହାବିଦ୍ୟାଳୟର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛତ୍ରପୁରର ଅଗ୍ରଣୀ ପ୍ରତିଭା ଆବାସିକ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ବେଶ୍ ଧୁମ୍‌ଧାମ୍‌ରେ ମନାଇଛନ୍ତି । ଅନୁଷ୍ଠାନରେ ଅଧ୍ୟୟନ ନିମନ୍ତେ ଚଳିତ ବର୍ଷ
Read More...