Daily Archives

କୁଲତା ଯୁବ ସଂଗଠନ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ଥିବା ଶ୍ରୀ ଶ୍ରୀ ରଣେଶ୍ଵର ରାମଚଣ୍ଡୀ ମନ୍ଦିର ମୁକ୍ତିପୀଠ ଅବସ୍ଥିତ । ପ୍ରଥମେ ସମସ୍ତେ‌ ଜାତିଭାଇ ରଣେଶ୍ଵର ରାମଚଣ୍ଡୀଙ୍କ ଠାରେ ପୂଜାର୍ଚ୍ଚନା କରି ମାଁଙ୍କ ଠାରୁ ଆଶିର୍ବାଦ
Read More...

ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଘୋଷିତ

କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ "ଉକଳ ରତ୍ନ"ରବି ରଥ ପାଇବେ "ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ" କଟକ, (କେପିଏନ୍‌ଏସ୍‌) : ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ଚଳିତବର୍ଷ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ "ଉକ୍ରଳ ରତ୍ନ"
Read More...

ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା : ୬ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବଲାଙ୍ଗିର, ନୂଆପଡ଼ା, ବରଗଡ଼, ସୁନ୍ଦଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଆକଳନ କରିଛି । ଅବପାତର ଏହି ସବୁ ଜିଲ୍ଲା ଦେଇ ଗତି
Read More...

ଆତ୍ମହତ୍ୟା ନିବାରଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆତ୍ମହତ୍ୟା ଏକ ପ୍ରମୁଖ ମାନସିକ ତଥା ଜନସ୍ୱାସ୍ଥ୍ୟ ଆହ୍ଵାନ, ବିଶ୍ଵ ସ୍ତରରେ ପ୍ରତିବର୍ଷ ୭ ଲକ୍ଷ୍ୟରୁ ଅଧିକ ମୃତ୍ୟୁ ଘଟିଥାଏ । ପ୍ରତ୍ୟେକ ଆତ୍ମହତ୍ୟା ସାମାଜିକ, ଭାବପ୍ରବଣ ଏବଂ ଅର୍ଥନୈତିକ ପରିଣାମର ସୁଦୂରପ୍ରସାରୀ ଅଟେ ଏବଂ ବିଶ୍ଵ ବ୍ୟାପୀ
Read More...

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କୁ ପୁନର୍ବାର ସର୍ବସମ୍ମତିକ୍ରମେ ସଂସଦର ସରକାରୀ ଭାଷା…

ହିନ୍ଦୀ ଯେପରି ସମସ୍ତ ସ୍ଥାନୀୟ ଭାଷାର ବନ୍ଧୁ ହୋଇପାରିବ, ଏହି ଲକ୍ଷ୍ୟ ନେଇ ଆମକୁ ଆଗକୁ ବଢ଼ିବାକୁ ହେବମୋଦୀ ସରକାର ଅନେକ ଭାଷାର ଶବ୍ଦଗୁଡ଼ିକୁ ହିନ୍ଦୀରେ ସମାହିତ କରି ଏହାକୁ ଆହୁରି ସମୃଦ୍ଧ ଓ ନମନୀୟ କରିବା ଲାଗି କାମ କରିଛନ୍ତି୨୦୪୭ ସୁଦ୍ଧା ଦେଶର ସବୁ ସରକାରୀ ବ୍ୟବସ୍ଥାର ପରିଚାଳନା
Read More...

ପଦ୍ମ ପୁରସ୍କାର ପାଇଁ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କୁ ମନୋନୀତ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ପ୍ରକ୍ରିୟାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ଦେଇଥିବା ତୃଣମୂଳ ସ୍ତରର ଯୋଦ୍ଧାମାନଙ୍କୁ ସ୍ୱୀକୃତି ଦେବା
Read More...

୧୧ ସେପ୍ଟେମ୍ବରରେ ସେମିକନ୍ ଇଣ୍ଡିଆ ୨୦୨୪ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧ ସେପ୍ଟେମ୍ବର ପୂର୍ବାହ୍ନ ୧୦:୩୦ ସମୟରେ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ହେବାକୁ ଥିବା ଇଣ୍ଡିଆ ଏକ୍ସପୋ ମାର୍ଟରେ ସେମିକନ୍ ଇଣ୍ଡିଆ ୨୦୨୪ର ଉଦ୍‌ଘାଟନ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।
Read More...

ସଙ୍ଗରୋଧରେ ଥିବା ରୋଗୀଙ୍କ ଠାରେ ପଶ୍ଚିମ ଆଫ୍ରିକୀୟ କ୍ଲାଡ୍‌ ୨ ଏମ୍‌ପକ୍ସ ଭୂତାଣୁ ଥିବା ସ୍ପଷ୍ଟ

କ୍ଲାଡ୍‌ ୨ ବର୍ତ୍ତମାନ ସର୍ବସାଧାରଣ ଜରୁରି ପରିସ୍ଥିତିର ଅଂଶବିଶେଷ ନୁହେଁରୋଗୀଙ୍କ ଅବସ୍ଥା ସ୍ଥିର, ଜନସାଧାରଣଙ୍କୁ କୌଣସି ତତ୍କାଳ ବିପଦ ନାହିଁ ନୂଆଦିଲ୍ଲୀ, (ପିଆଇବି) : ପ୍ରଥମ ସନ୍ଦିଗ୍ଧ ମଙ୍କୀପକ୍ସ (ଏମ୍‌ପକ୍ସ) ସଂକ୍ରମିତ ବୋଲି କୁହାଯାଉଥିବା ରୋଗୀଙ୍କ ଠାରେ ଯାତ୍ରା ସହ ଜଡ଼ିତ
Read More...

ଗଣେଶ ପୂଜା ଉପଲକ୍ଷେ ରକ୍ତଦାନ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଅନ୍ତର୍ଗତ ୮ ନମ୍ବର ୱାର୍ଡ ପୁଇଁତଳା ଗ୍ରାମର ବାରିକି ସାହି ସ୍ଥିତ ସଂସ୍କୃତିକ ଭବନ ପରିସରରେ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଏକ ମହା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ସାନଖେମୁଣ୍ଡି ବିଧାୟକ
Read More...

ପଦ୍ମପୁର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବିସିଡି ପକ୍ଷରୁ ନୂଆଁଖାଇ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ପଦ୍ମପୁରର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏ.ବି.ସି.ଡି.(ଏସୋସିଏସନ ଅଫ ଦି ବ୍ରୋଡ଼ ମାଇଣ୍ଡେଡ ଫର କମ୍ୟୁନିଟି ଡେଭଲପମେଣ୍ଟ) ଆୟୋଜିତ ବୋଡାସମ୍ବର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଗତ ୮ ତାରିଖ ରବିବାର ସନ୍ଧ୍ୟା ୬ ଟାରେ
Read More...