Daily Archives

ସମାଜସେବୀଙ୍କ ଉଦ୍ୟମରେ ପ୍ରେମୀ ଯୁଗଳଙ୍କ ବିବାହ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ବହୁ ବାଧା ବିଘ୍ନ ପରେ ଶେଷରେ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହାର ଶ୍ରେୟ ଯାଇଛି ଆରାଧ୍ୟା ନାମକ ସ୍ୱେଚ୍ଛାସେବୀ ସଂଗଠନକୁ । ସୂଚନାଯୋଗ୍ୟ ଯେ, ବାଗବୁଡି ବସ୍ତିର ସୁଜିତ ଓ ରୁଗୁଡିଟୋଲା ବସ୍ତିର ଡ଼ଲିଙ୍କ ମଧ୍ୟରେ କଲେଜରେ ପାଠ ପଢିବା
Read More...

ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ଗଣେଶ ପୂଜା ପାଳିତ

ଭୋଗରାଇ, (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ ଖରିଦପିପଳ ପଞ୍ଚାୟତ ଅଧିନ ଦହମୁଣ୍ଡାସ୍ଥିତ +୨ କଳା ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ବାବା ଗଣେଶଙ୍କ ପୂଜା ପାଳିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶିବନାରାୟଣ ପାତ୍ର, ଶିକ୍ଷକ ଜୟଦେବ ଦାସ ଯୋଗଦେଇ ଗଜାନନଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିବା
Read More...

ବଜ୍ରଘାତରେ ମହିଳା ମୃତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବଜ୍ରଘାତରେ ମହିଳା ମୃତ । ଏପରି ଏକ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତ ଅନ୍ତର୍ଗତ ଖରଜୋଡା ଗ୍ରାମରେ । ଆଜି ସକାଳେ ଖରଜୋଡା ଗ୍ରାମର ଚଣ୍ଡାଳ ମହାନନ୍ଦିଆଙ୍କ ସ୍ତ୍ରୀ ଯମୁନା ମହାନନ୍ଦିଆ (୫୮) ନିଜ କପା ପଡିଆକୁ
Read More...

ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ଅନୁଷ୍ଠାନର ସ୍ଵନକ୍ଷତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ଯାନ୍ତ୍ରିକ ଅନୁଷ୍ଠାନ (ୟୁଜିଆଇଇ)ର ୬୩ତମ ସ୍ଵନକ୍ଷତ୍ର ଦିବସ ସେପ୍ଟେମ୍ବର ୬ ତାରିଖ ଦିନ ପାଳନ ହୋଇଯାଇଛି । ଉକ୍ତ ଦିବସରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ଛାତ୍ର ବିଶ୍ୱେଶ୍ୱର ଟୁଡୁ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ ।
Read More...

ସଇଁତଲାରେ ଶ୍ରୀମତ ଭାଗବତ କଥା ଉପଲକ୍ଷେ କଳସ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବ୍ୟାଙ୍କ ଛକ ପରିସରରେ ଗୋଏଲ ପରିବାର ଆନୁକୂଲ୍ୟରେ ଶ୍ରୀମତ ଭାଗବତ କଥା ଉପଲକ୍ଷେ କଳସ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ପ୍ରଥମେ ଭାଗବତ ମଣ୍ଡପ ଠାରେ ସମସ୍ତ ଗୋଏଲ ପରିବାର ମହିଳା, ପୁରୁଷମାନେ ଏକତ୍ରିତ ହୋଇଥିଲେ । ଏହାପରେ
Read More...

ଚନ୍ଦନଭାଟି ନେ ନୂଆଁଖାଇ ତିହାରି ହାଟ୍‌

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ନେ ନୂଆଁଖାଇ ତିହାରି ହାଟ୍‌ ବସିଛେ । ସକାଲ୍‌ ପାହେଲେ ନୂଆଁଖାଇ । ନୂଆଁଖାଇର୍‌ ଲାଗି ତୁନ୍‌ଶାଗ୍‌, ବାଢ଼ୁନ୍‌, ସରେଇ, ପାତୁଲ୍‌, କୁଲା ସାଂଗେ ସାଜୋ ସାମାନ୍‌ ଘିନ୍‌ବାର୍‌ ତିହାରି ହାଟ୍‌ ଥି ଚନ୍ଦନ୍‌ଭାଟି ଆର୍‌ ଆଖପାଖର୍‌ ଲୋକ୍‌ବାକ୍‌
Read More...

ବାଇକ୍‌ ଧକ୍କାରେ ୨ ଯୁବକ ମୃତ

ନୟାଗଡ : ବାଇକ୍‌ ଧକ୍କାରେ ୨ ଯୁବକ ମୃତ । ଏହି ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁ ଛକରେ । ରାସ୍ତା ଉପରେ ମୃତକଙ୍କ ଶରୀର ଛିନ୍ନ ବିଛିନ୍ନ ହୋଇ ପଡ଼ିଛି । ତେବେ ମୃତକ ଦ୍ୱୟ ହେଲେ ଡିଗିରି ଗ୍ରାମର ଶୁକ୍ର ବାଜୁ ଓ ଡିହଗାଁ ଗ୍ରାମର ସୁଦର୍ଶନ ପ୍ରଧାନ ବୋଲି ଜଣାପଡିଛି ।
Read More...

୧୦ ତାରିଖ ଯାଏଁ ପ୍ରବଳ ବର୍ଷା : ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଘନୀଭୂତ ହେଉଛି । ଏହା କ୍ରମଶ ଉତ୍ତର ଦିଗକୁ ଗତି କରିବା ସହ ତୀବ୍ର ହୋଇ ଆସନ୍ତା ୯ ତାରିଖରେ ଅବପାତର ରୂପ ନେଇପାରେ । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର
Read More...

ସାଇକେଲକୁ ଧକ୍କା ଦେଲା କାର୍‌ : ଜଣେ ମୃତ

ଚାନ୍ଦବାଲି : ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଚନ୍ଦନପୁର ନିକଟରେ ଦୁର୍ଘଟଣା । କାର୍‌ ଧକ୍କାରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତ ଜଣକ ଚନ୍ଦନପୁର ଗାଁର ଅକ୍ଷୟ ସାହୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଏକ ବାଇକ୍‌ ଦୃତ ଗତିରେ ଚନ୍ଦନପୁର ନିକଟ ରାସ୍ତାରେ ଯାଉଥିବା ବେଲେ
Read More...

କାହିଁଗଲେ ବଲାଙ୍ଗିର୍‌ ରୁଗୁଡ଼ିପଡ଼ାର୍‌ କୁଲ୍‌ଦୀପ୍‌ ପାଢ଼ୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : କାହିଁଗଲେ ବଲାଙ୍ଗିର୍‌ ରୁଗୁଡ଼ିପଡ଼ାର୍‌ କୁଲ୍‌ଦୀପ୍‌ ପାଢ଼ୀ । ସାତ୍‌ ଦିନ୍‌ ହେଇଗଲା ତାଙ୍କର୍‌ ଅତାପତା ନେଇଁ ମିଲ୍‌ବାର୍‌ । ଗଲା ୧ ତାରିଖ୍‌ ରାତିର୍‌ ପାଖାପାଖି ସାଢେ଼ ୭ ବଜେ ସୋନପୁର ସଦର ପୁଲିସ୍‌ ପେଟ୍ରୋଲିଂ କରୁଥିଲା ବେଲ୍‌କେ ମହାନଦୀ ବ୍ରିଜ୍‌
Read More...