Daily Archives

ରାଜ୍ୟରେ ପ୍ରବଳ ବର୍ଷା : ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଭୁବନେଶ୍ୱର, କଟକ ସମେତ ଓଡିଶାର ୭ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବ । ସେହିପରି କନ୍ଧମାଳ,
Read More...

ଯୁବକଙ୍କୁ ଗୁଳି ମାରି ୨ ଦୁର୍ବୃତ୍ତ ଫେରାର୍‌

ଝାରସୁଗୁଡା : ଝାରସୁଗୁଡା ସହରରେ ଫୁଟିଛି ଗୁଳି କାଣ୍ଡ । ଘରେ ପଶି ଯୁବକଙ୍କୁ ଗୁଳି ମାରି ୨ ଦୁର୍ବୃତ୍ତ ଫେରାର୍‌ । ଶାନ୍ତି ନଗରରେ ରହୁଥିବା ରାକେଶ ଓରାମ ଘରେ ପଶି ୨ ଜଣ ଗୁଳି ଫୁଟାଇଥିଲେ । । ରାକେଶର କାନ୍ଧରେ ବାଜିଛି ଗୁଳି । ଫଳରେ ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
Read More...

ନଅଗାଁ (ଖ) ବିଦ୍ୟାଳୟରେ ଗୁରୁପୂଜନ ଓ ଛାତ୍ରଛାତ୍ରୀ ସମ୍ୱର୍ଦ୍ଧିତ

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ପବିତ୍ର ଗୁରୁ ଦିବସ ଅବସରରେ ଆଗଲପୁର ବ୍ଲକ ନଅଗାଁ(ଖ) ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳକଣ୍ଠ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

ଜାତୀୟ ଖାଦ୍ୟ ବ୍ୟାଙ୍କ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସେପ୍ଟେମ୍ବର ମାସର ପ୍ରଥମ ଶୁକ୍ରବାର ଦିନ 'ଜାତୀୟ ଖାଦ୍ୟ ବ୍ୟାଙ୍କ ଦିବସ' ପାଳନ ହୁଏ । ଏହି ଦିବସ ପାଳନର ମହତ୍ ଉଦ୍ଧେଶ୍ୟ ହେଉଛି କେହି ଭୋକିଲା ଶୋଇବା ଉଚିତ୍ ନୁହେଁ । ଚଳିତ ବର୍ଷ ସେପ୍ଟେମ୍ବର ୬ରେ ଏହି ଦିବସ ପାଳନ କରାଯାଉଛି । ଅନେକ ସମୟରେ ଭୋଜି
Read More...

ଟାଙ୍ଗଣାପଲ୍ଲୀ ଅଞ୍ଚଳରେ ସମୂହ ଗୁରୁପୂଜନ ସମାରୋହ : ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ଗୁରୁଦିବସ ଅବସରରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଅଞ୍ଚଳରେ ଗୁରୁପୂଜନ ମହୋତ୍ସବ ମହାଆଡମ୍ବର ସହ ପାଳନ ହୋଇଯାଇଛି । ଟାଙ୍ଗଣାପଲ୍ଲୀ ହରଗୌରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପଞ୍ଚାୟତସ୍ତରୀୟ ଗୁରୁପୂଜନ ମହୋତ୍ସବ
Read More...

ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ

୧୫୬୬ ଜଣଙ୍କୁ ମିଳିଲା ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ସ୍ଥାନୀୟ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ଖେଳପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା
Read More...

ସନ୍ଧ୍ୟାକାଳୀନ ଯୋଗ ଶିକ୍ଷା କେନ୍ଦ୍ରରେ ଗୁରୁ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେବକୀ ବିଶୋଇଙ୍କ ଆବାହକତ୍ୱରେ ସେକ୍ଟର-୨୦ରେ ଥିବା କମ୍ୟୁନିଟି ସେଣ୍ଟର ଠାରେ ସନ୍ଧ୍ୟାକାଳୀନ ଯୋଗ ଶିକ୍ଷା କେନ୍ଦ୍ରରେ ପାଳନ କରାଯାଇଛି ଯୋଗ ପ୍ରଶିକ୍ଷିକା ରେଣୁ ତନ୍ତୀ ଓ ଜ୍ୟୋତ୍ରୀମୟୀ ପାଣିଗ୍ରାହୀଙ୍କୁ ସମ୍ମାନିତ କରାଯାଇଥିଲା । ଯୋଗ ପ୍ରଶିକ୍ଷିକା
Read More...

ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲରେ ଗୁରୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲରେ ଗୁରୁ ଦିବସ ପାଳିତ ହୋଇଯାଇଛି । ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ସାଂସ୍କୃତିକ ସଂଘର ସଦସ୍ୟ ବୃନ୍ଦ ସହଭାଗୀ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ ଓ ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ସମ୍ମାନ
Read More...

ଯୁବକଙ୍କ କଟୁରୀ ଚୋଟରେ ୨ ପୋଲିସ କର୍ମଚାରୀ ଗୁରୁତର

ବିଞ୍ଝାରପୁର : ବିଞ୍ଝାରପୁର ପୋଲିସ ଉପରକୁ ଯୁବକଙ୍କ ମରଣାନ୍ତକ ଆକ୍ରମଣ । ଗୁରୁତରଙ୍କୁ ପୋଲିସ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ସୂଚନାନୁଯାୟୀ, ବିଞ୍ଝାରପୁର ପଞ୍ଚାୟତ ୯ ନମ୍ବର ୱାର୍ଡ ବଳରାମ ରାଉଳଙ୍କ ପୁଅ ଦୀପ୍ତି ନାରାୟଣ ରାଉଳ ନିଜ ଘରେ
Read More...

ଛତ୍ରପୁରର ମା’ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବର୍ଣ୍ଣାଢ଼୍ୟ ସମାରୋହରେ ଗୁରୁପୂଜନ ଉତ୍ସବ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତର ପ୍ରାକ୍ତନ ରାଷ୍ଟ୍ରପତି ତଥା ରାଷ୍ଟ୍ରଗୁରୁ ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଣାନ୍‌ଙ୍କ ଜନ୍ମ ଦିବସ ଅବସରରେ ଗୁରୁ ଦିବସ ସର୍ବତ୍ର ପାଳିତ ହୋଇଆସିଥାଏ । ଏହି ଅବସରରେ ଛତ୍ରପୁରର ବାଣୀ ଭବନ ପରିସର ସ୍ଥିତ ମା' ସରସ୍ୱତୀ ଶିଶୁ ବିଦ୍ୟା
Read More...