Monthly Archives

August 2024

ସି. ଏସ୍‌. ଏନ୍‌. ଆର୍‌ ଆନୁକୂଲ୍ୟରେ କୋଟପାଡ଼ ଠାରେ ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ

ବୋରିଗୁମ୍ମା, (ଏସ୍‌. ସୁନ୍ଦରମ) : ଆଜି ସି. ଏସ୍‌. ଏନ୍‌. ଆର୍‌ ଆନୁକୂଲ୍ୟରେ କୋଟପାଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି କୋରାପୁଟ ଜିଲ୍ଲା କର୍ଡିନେଟର ତଥା ଆଇନଜୀବୀ ଅଜୟ କୁମାର ଖସଲାଙ୍କ ଅଧ୍ୟକ୍ଷତାରେ
Read More...

ଦୀର୍ଘ ୩ ଦିନ ଧରି ନିଖୋଜ ଥିବା ନାବାଳିକାଙ୍କ ମୃତଦେହ ଠାବ

ବାଲେଶ୍ଵର : ଦୀର୍ଘ ୩ ଦିନ ହେଲା ନାବାଳିକା ଜଣକ ନିଖୋଜ ଥିଲେ । ପରେ ରେମୁଣା ବ୍ଲକ ଇସ୍ପାତ କାରଖାନା ନିକଟସ୍ଥ ଏକ ପରିତ୍ୟକ୍ତ ବନ୍ଦ କୋଠରୀରୁ ଉଦ୍ଧାର ହେଲା ୯ ବର୍ଷୀୟ ନାବାଳିକାଙ୍କ ଗଳିତ ମୃତଦେହ । ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ,
Read More...

ସ୍କୁଲରେ ଯୋଗାଣ କରିଥିବା ଡ୍ରେସ୍ ଓ ଜୋତା ବକେୟା ଟଙ୍କା ମିଳିନି : ନମିଳିଲେ ଆନ୍ଦୋଳନ ଚେତାବନୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଶିକ୍ଷା ବର୍ଷରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଦୁଇହଳ ଲେଖାଏଁ ସ୍କୁଲ
Read More...

ଭାଲୁ ସହ ଯୁବକ ମୁହାଁମୁହିଁ : ମରଣ ମୁଖରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ବୌଦ୍ଧ, (କେପିଏନ୍‌ଏସ୍‌) : ମଣିଷ ସହ ନୁହେଁ ଜଙ୍ଗଲୀ ଭାଲୁ ସହ ମୁହାଁମୁହିଁ । ଦୀର୍ଘ ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିଲା ସଂଘର୍ଷ । ମୃତ୍ୟୁ ମୁଖରୁ ବଞ୍ଚିବା ପାଇଁ ଚାଲିଥିଲା କସରତ । ସାହସିକତା ପାଇଁ ଆଜି ଭାଲୁ ମୁହଁରୁ ବର୍ତ୍ତି ଯାଇଛନ୍ତି ଯୁବକ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା
Read More...

ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷକ ନିଲମ୍ୱିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ତଥା ଦେଶରେ ମହିଳାମାନଙ୍କ ପ୍ରତି ଅସଦାଚରଣ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏହିପରି ଦୁର୍ଭାଗ୍ୟ ପୂର୍ଣ୍ଣ ଘଟଣା ଭିଆଇଛନ୍ତି ଜଣେ ସ୍କୁଲ ଶିକ୍ଷକ । ପ୍ରାପ୍ତ ସୁଚନା ଅନୁଯାୟୀ ଟିଟିଲାଗଡ଼ ବ୍ଲକ ପରସରା ପଞ୍ଚାୟତର
Read More...

ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସବ କମିଟି ମହିଳା ଆବାହିକା ବିଜୟଲକ୍ଷ୍ମୀ ‘ଆଶା ଇକବାଲ’ ଜାତୀୟ ସମ୍ମାନରେ…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡିଶା ସମ୍ବାଦିକ ସଂଘର ରାଜ୍ୟ ସବ କମିଟି ମହିଳା ଆବାହିକା ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ଼ 'ଆଶା ଇକାବାଲ' ଜାତୀୟ ମହିଳା ସମ୍ବାଦିକ ସମ୍ମାନରେ ସମ୍ମାନି ପ୍ରଦାନ କରାଯାଇଥିବା ଜଣାପଡିଛି । ଗତ ୨୭ ତାରିଖରେ ଛତିଶଗଡ ରାଜ୍ୟର ରାୟଗଡ଼ ସେକ୍ଟର-ୱାନ
Read More...

ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହକି କିମ୍ବଦନ୍ତୀ ମେଜର ଧ୍ୟାନଚନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ବଲାଙ୍ଗିର ଦ୍ଵାରା ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଏଥିରେ ସ୍କୁଲ କଲେଜ ଛାତ୍ରଛାତ୍ରୀ, ଖେଳାଳୀ ବରିଷ୍ଠ ନାଗରିକ, ଏବଂ ମଧୁସୂଦନ କ୍ରୀଡ଼ା ଏବଂ
Read More...

ଆଜିଠୁ ପ୍ରବଳ ବର୍ଷା : ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆସୁଛି ବଡ଼ ବର୍ଷା । ଲଘୁଚାପ ପ୍ରଭାବରେ ଆଜିଠୁ ପ୍ରବଳ ଛେଚିବ । ତିନି ଦିନ ଭିଜିବ ଓଡ଼ିଶା । ବିଶେଷ ଭାବେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଗଂଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଖୋର୍ଦ୍ଧା,
Read More...

ବେଳାଭୂମି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆମ ବେଳାଭୂମିର ସୌନ୍ଦର୍ଯ୍ୟ ଏବଂ ମହତ୍ତ୍ୱକୁ ପ୍ରତିପାଦିତ କରିବା ପାଇଁ 'ବେଳାଭୂମି ଦିବସ' ପାଳନ ଏକ ବିଶେଷ ଦିନ । ସୁକୋମଳ ସୂର୍ଯ୍ୟଲୋକର ସ୍ୱର୍ଶ, ସୁଶିତଳ ବାୟୁ, ସରୁ ବାଲି ଏବଂ ସମୁଦ୍ରକୁ ଉପଭୋଗ କରିବାର ଏହା ଏକ ସମୟ, ଯେତେବେଳେ କି ଏହି
Read More...

ବ୍ରହ୍ମପୁର ଡାକମଣ୍ଡଳର ୭୭ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ୧ ଅଗଷ୍ଟ ୧୯୪୮ ମସିହାରେ ବ୍ରହ୍ମପୁର ଡାକ-ମଣ୍ଡଳ ପ୍ରତିଷ୍ଠା ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ଡାକମଣ୍ଡଳର ୭୭ତମ ପ୍ରତିଷ୍ଠା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ବ୍ରହ୍ମପୁର ମୁଖ୍ୟ ଡାକ-ଘରର
Read More...