Monthly Archives

August 2024

ବିଜେପୁର ସିଡିପିଓ କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ସିଡିପିଓ କାର୍ଯ୍ୟାଳୟରେ ମାସିକିଆ ଗାଡି ଲଗାଇବାର ଅଭିଯୋଗ ହୋଇଛି । ଅଭିଯୋଗକାରୀଙ୍କ କହିବା ଅନୁସାରେ ପ୍ରଥମେ ଟେଣ୍ଡରର ବିଜ୍ଞପ୍ତି ପ୍ରକାଶ ପାଇବ । ତା'ପରେ ଲୋକମାନେ ଆବେଦନ କରିବେ ଏବଂ ଟେଣ୍ଡର ହେବ ଓ
Read More...

ପଶ୍ଚିମ ଓଡିଶାର ମଦର ଟେରେସା ପାର୍ବତୀ ଗିରିଙ୍କ ୨୯ତମ ଶ୍ରାଦ୍ଧବାର୍ଷିକୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ଯିବା ରାସ୍ତାରେ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଅବସ୍ଥିତ ଏହାର ପ୍ରତିଷ୍ଠାତା ସ୍ୱାଧୀନତା ସଂଗ୍ରାମୀ, ସମାଜ ସେବୀ ତଥା ଲିଟିଲ ମଦର ଟେରେସା ପାର୍ବତୀ ଗିରୀଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀ ଶନିବାର
Read More...

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ୟୁଥ୍ କ୍ଳବ୍ ସଭାପତି ରଞ୍ଜନ ପଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସ୍ଥିତ ୟୁଥ୍ କ୍ଳବ୍ ସଭାପତି ରଞ୍ଜନ ପଣ୍ଡା ଗାଇସିଲେଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟାକୁ ନେଇ ଭୁବନେଶ୍ୱର ରାଜ୍ୟ ଅତିଥି ଭବନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଭେଟି ଏକ
Read More...

ବିଜୟନଗରମ୍ ରେଳଧାରଣାରେ ମୃତ ଛତ୍ରପୁର ଯୁବକ ବୋଲି ଚିହ୍ନଟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗୀ ଗ୍ରାମ ପଞ୍ଚାୟତର ରାଜନାପଲ୍ଲୀ ଗ୍ରାମର ହରିଚନ୍ଦ୍ର ପଢ଼ିଆରୀଙ୍କ ପୁଅ ସନ୍ତୋଷ ପଢ଼ିଆରୀ ଗତ ୪ମାସ ହେଲା କଳାହାଣ୍ଡି ଜିଲ୍ଲାର ଜୁନାଗଡର ଏକ ଜଳଖିଆ ହୋଟେଲରେ ସପ୍ଲାଏର୍‌ ଭାବେ ଦିନ ମଜୁରିଆ ଭାବେ କାର୍ଯ୍ୟ
Read More...

ପଦ୍ମାଦେବୀ ପବ୍ଲିକ ସ୍କୁଲ ପରିସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ବଲାଙ୍ଗିର,(କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ୍‌ ଘଷିଏନ ନିକଟସ୍ଥ ପଦ୍ମାଦେବୀ ପବ୍ଲିକ ସ୍କୁଲ ପରିସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଶୁଭ କରକାମଳରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଉଦଘାଟନ ହୋଇଥିଲା । ଏହି ସ୍ୱାସ୍ଥ୍ୟ
Read More...

ପାଟଣାଗଡ଼ ପୋଲିସକୁ ବଡ଼ ସଫଳତା : ଅନ୍ତଃରାଷ୍ଟ୍ରୀୟ ଚୋରଙ୍କୁ ଗିରଫ କଲା ପୋଲିସ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଶ୍ରୀ ବାଲାଜୀ ଜ୍ୱେଲରରୁ ଗତ ୧୪ ତାରିଖରେ ଗ୍ରାହକ ବେଶରେ ଆସି ସୁନା ଅଳଙ୍କାର ଦେଖିବା ବାହାନାରେ ଅଭିନବ ଉପାୟରେ ୧୧ହଳ କାନଫୁଲ ଓ କିଛି ରୁପା ଅଳଙ୍କାର ଚୋରି କରି ନେଇଥିବା ପାଟଣାଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ୭୮ତମ ସ୍ଵାଧୀନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାମଚନ୍ଦ୍ରପୁରସ୍ଥ ଡେ଼ଲାଙ୍ଗ କୋଠବାଡ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫରୁ ୭୮ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ବ୍ୟାଙ୍କ ତରଫରୁ ମାନେଜର ସୁବ୍ରତ ଜେନାଙ୍କ ସହ ନିହାରକାନ୍ତ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ପ୍ରବୀଣ ଘଟୁଆରୀ, ବାନାମ୍ବର ପେଣ୍ଠୋଇ,
Read More...

କୁଶଙ୍ଗ ଡିଗ୍ରୀ କଲେଜରେ ମାଁ ନାମରେ ଗଛଟିଏ କାର୍ଯ୍ୟକ୍ରମ ଉଦଘାଟିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ ପରିସରରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିରର ମାଆଁ ନାମରେ ଗଛଟିଏ କାର୍ଯ୍ୟକ୍ରମ ଜିଲ୍ଲା ସଂଯୋଜକ ଡ.ଅଜିତ କୁମାର ଭୋଇଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି । ଏଥିରେ ପ୍ରାୟ ଷାଠିଏ ଜଣ
Read More...

ଆର୍ଜିପଲ୍ଲୀ ହାଇସ୍କୁଲ କୋଠା ଛାତରୁ ପଡ଼ି ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଆର୍ଜିପଲ୍ଲୀ ମେରାଇନ୍ ଥାନା ଅନ୍ତର୍ଗତ ସାନ-ଆର୍ଜିପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି । ଉକ୍ତ ଗ୍ରାମର ଭେଷଜ କୁମାର ନାୟକ (ସିମାଞ୍ଚଳ) (୨୧)ର ଗତକାଲି ରାତିରେ ଆର୍ଜିପଲ୍ଲୀ ହାଇସ୍କୁଲ ଛାତରୁ ପଡ଼ି ମୃତ୍ୟୁ
Read More...

ପାଇକମାଲରେ କୌଶଳ ରଥକୁ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ସରକାରଙ୍କ ଦ୍ୱାରା ଚାଳିଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କୌଶଳ ରଥକୁ ଶନିବାର ସକାଳ ୧୦ଟା ସମୟରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିସରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
Read More...