Monthly Archives

August 2024

ନଦୀରେ ବୁଡ଼ିଯାଇ ଛାତ୍ର ନିଖୋଜ

ଯାଜପୁର : ନଦୀରେ ବୁଡ଼ିଯାଇ ଛାତ୍ର ନିଖୋଜ । ଏମିତି ଏକ ବଡ଼ ଖବର ଏବେ ସାମ୍ନାକୁ ଆସୁଛି । ବୁଢାନଦୀରେ ବୁଡ଼ିଯାଇ ଜଣେ ଛାତ୍ର ନିଖୋଜ ହୋଇଯାଇଥିବା ବେଳେ ନିଖୋଜ ଛାତ୍ର ଜଣକ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କାଟିଆ ଗ୍ରାମର ନବମ ଶ୍ରେଣୀର ଛାତ୍ର ଓମ୍ ପ୍ରକାଶ ଷଡ଼ଙ୍ଗୀ ବୋଲି ଜଣାପଡ଼ିଛି ।
Read More...

କୀଟ ଦେହରେ ଜଗନ୍ନାଥଙ୍କ ଛବି : ଲୋକଙ୍କ ଜବରଦସ୍ତ ଭିଡ଼

ହରଭଙ୍ଗା : କୀଟ ଦେହରେ ଜଗନ୍ନାଥଙ୍କ ଛବି । ଏହି କଥା ଟା ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । ହଁ ଏହି କଥାଟି ସତ ହୋଇଥିବା ବେଳେ ଏହା ହରଭଙ୍ଗା ବାଣିଗୋଛା ଗ୍ରାମର ସନ୍ତୋଷ ପୃଷ୍ଟିଙ୍କ ଘର ଅଗଣାରେ ଦେଖା ଦେଇଛି । ସନ୍ତୋଷ ପୃଷ୍ଟିଙ୍କ ଘର ଅଗଣାରେ ଦେଖା ଦେଇଥିବା ଏହି କିଟର
Read More...

ବେଦାନ୍ତ ଗେଟ ସାମ୍ନାରେ ଶବ ରଖି ଧାରଣା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ମୁଖ୍ୟ ଫାଟକ ସମ୍ମୁଖରେ ଆଜି ସକାଳୁ ଜଣେ ଶ୍ରମିକଙ୍କ ମୃତଦେହ ରଖି କ୍ଷତିପୂରଣ ଦାବୀରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ସୂଚନାମୁତାବକ ବେଦାନ୍ତ କମ୍ପାନୀର ସହଯୋଗୀ କମ୍ପାନୀରେ ନର୍ଲା ଥାନା ଅଞ୍ଚଳର ଚୂଡ଼ାମଣି
Read More...

ଦାଦନ ସମସ୍ୟାର କରୁଣ କାହାଣୀ : ଦାଦନ ଶ୍ରମିକର ମୃତ ଶବ ଘରକୁ ଫେରିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁତଳା ବ୍ଲକ ବେଲବାହାଳି ଗ୍ରାମର ଭୋଜରାଜ ପରୁଆ କାମ ଅନ୍ୱେଶଣରେ ସୁଦୂର ତାମିଲନାଡୁ ଯାଇଥିଲେ । ଦୁର୍ଭାଗ୍ୟବଶତଃ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମରଶରୀର ଗ୍ରାମକୁ ଆଣିବା ପାଇଁ ତାଙ୍କ ପରିବାର ପାଖରେ ସମ୍ବଳ ଅଭାବ
Read More...

ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଭୁବନେଶ୍ୱର : ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । କିଛି ଯାତ୍ରୀ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମିଳିଥିବା
Read More...

ଜାତୀୟ ପ୍ରାଣୀ ଉଦ୍ୟାନ ସଚେତନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ଜାତୀୟ ପ୍ରାଣୀ ଉଦ୍ୟାନ ସଚେତନତା ଦିବସ' ପ୍ରତିବର୍ଷ ଅଗଷ୍ଟ ୩୧ରେ ଅନୁଷ୍ଠିତ ହୁଏ । ଏହି ଦିନ ବନ୍ୟଜନ୍ତୁ ସଂରକ୍ଷଣ, ଶିକ୍ଷା ଏବଂ ଅନୁସନ୍ଧାନରେ ପ୍ରାଣୀ ଉଦ୍ୟାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନତା ସୃଷ୍ଟି ପାଇଁ ଉତ୍ସର୍ଗୀକୃତ
Read More...

ମାଳପଡ଼ାରେ ଯୁବତୀଙ୍କ ବିଷ ପିଇ ଆତ୍ମହତ୍ୟା : ଚିକିତ୍ସାଧିନ ଅବସ୍ଥାରେ ଟିଟିଲାଗଡ ମେଡିକାଲରେ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଳପଡ଼ା ଗ୍ରାମର ପୁଷ୍ପା ବାଗ(୨୨)ନାମକ ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଟିଟିଲାଗଡ ମେଡ଼ିକାଲରେ ପରଲୋକ ହୋଇଯାଇଛି । ମାଳପଡ଼ା(ପୁରୁଣା ବସ୍ତି) ଗ୍ରାମର କାମଦେବ
Read More...

୬ ରାଉଣ୍ଡ ଗୁଳି ଓ ପିସ୍ତଲ ସହ ଗଂଜେଇ ଜବତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ବନ୍ଧୁକ ସହ ୫୦ କେଜି ଗଂଜେଇ ଓ ଏକ କାର ଜବତ । ଆଜି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗର ଜିଲ୍ଲା ମୋବାଇଲ ୟୁନିଟ ଓ ବିନିକା ସଦର ରେଞ୍ଜଙ୍କ ମିଳିତ ଚଢ଼ାଉରେ ମହାଦେବପାଲି ନିକଟରେ ଏକ କାରକୁ
Read More...

ଓଡ଼ିଶା ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସମିତି ପକ୍ଷରୁ ଏଡସ୍‌ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସମିତି ପକ୍ଷରୁ ଏଡସ୍‌ ରୋଗ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । ଏଥି ନିମନ୍ତେ ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ପ୍ରକାର ସାମାଜିକ ଗଣମାଧ୍ୟମ ଠାରୁ ବିଦ୍ୟାଳୟ
Read More...

ମୁରିବାହାଲ ବ୍ଲକର ନୂତନ ସିଡିପିଓ ଭାବେ ସୁଶ୍ରୀ ପୂର୍ଣ୍ଣିମା ବୈଠାରୁଙ୍କ ଯୋଗଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ନୂତନ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ (ସିଡିପିଓ) ଭାବେ ସୁଶ୍ରୀ ପୂର୍ଣ୍ଣିମା ବୈଠାରୁ ମଙ୍ଗଳବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ ଏହାପୂର୍ବରୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ସିଡିପିଓ ରୂପେ
Read More...