Monthly Archives

August 2024

ଆଗଲପୁର ସାହିତ୍ୟ ଘର ଆନୁକୂଲ୍ୟରେ ରକ୍ଷାବନ୍ଧନ ନିଶା ନିବାରଣ ବ୍ରତ ପାଳନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବ୍ଲକ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ଡୁଡୁକାସ୍ଥିତ ପଲ୍ଲୀଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ରକ୍ଷାବନ୍ଧନ ନିଶା ନିବାରଣ ବ୍ରତ ପାଳିତ ହୋଇଯାଇଛି । ଆଗଲପୁର ବ୍ଲକ ସାହିତ୍ୟ ଘର ସଭାପତି ତଥା ଆଦର୍ଶ ଶିକ୍ଷକ ଯୋଗୀନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ବ୍ରହ୍ମାକୁମାରୀ ସଂସ୍ଥାନରେ ନିଆରା ରାକ୍ଷୀ ପୂର୍ଣ୍ଣିମା ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ପରିସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ନିଆରା ଧର୍ମୀ ପ୍ରଥାରେ ଭଉଣୀମାନେ ଭାଇମାନଙ୍କୁ ରାକ୍ଷୀ ବାନ୍ଧି ଭାଇଙ୍କର ଶୁଭ ମନାସୀଛନ୍ତି । ଈଶ୍ୱରୀୟ ଭାବନା ନେଇ ସମସ୍ତ
Read More...

ଗୌଡମାଲ ଗ୍ରାମରେ ୭୮ତମ ଝୁଲଣ ଯାତ୍ରା ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଗୌଡ଼ମାଳ ଗ୍ରାମରେ ୭୮ ବର୍ଷ ହେବ ଝୁଲଣ ଯାତ୍ରା ପାଳିତ ହୋଇଆସୁଛି । ଗୌଡମାଲ ଗ୍ରାମରେ ବିଗତ ବହୁବର୍ଷ ପୂର୍ବେ ଗାଈ ଗୋରୁଙ୍କୁ ବିଭିନ୍ନ ମହାମାରୀର ରୋଗରେ ଆକ୍ରାନ୍ତ ହେଉଥିଲେ । ସେଥିପାଇଁ ଗାଈ ଗୋରୁଙ୍କ
Read More...

କିଶୋରୀଚରଣ ଦାସଙ୍କ ଜନ୍ମ ଶତବାର୍ଷିକ ଆଲୋଚନା ଚକ୍ର

ଓଡ଼ିଆ କଥା ସାହିତ୍ୟରେ କିଶୋରୀଚରଣ ହେଉଛନ୍ତି ସଂଭ୍ରାନ୍ତ ସ୍ୱର କଟକ, (କେପିଏନ୍‌ଏସ୍‌) : ଓଡ଼ିଆ କଥା ସାହିତ୍ୟରେ କଥାଶିଳ୍ପୀ କିଶୋରୀଚରଣଙ୍କ ସ୍ୱର ବେଶ୍ ପ୍ରଭାବଶାଳୀ । ସମ୍ଭ୍ରାନ୍ତପଣ ତାଙ୍କ କଥା ସାହିତ୍ୟର ବିଶେଷତ୍ୱ । ମଧ୍ୟବିତ୍ତ ଓ ଉଚ୍ଚମଧ୍ୟବିତ୍ତ ଜୀବନର ସମସ୍ୟାକୁ ତାଙ୍କ
Read More...

କେନ୍ଦ୍ର ସାହିତ୍ୟ ଏକାଡେମୀର ପୁସ୍ତକ ଉନ୍ମୋଚନ ଓ କବିସନ୍ଧି କାର୍ଯ୍ୟକ୍ରମ

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ସ୍ଥିତ ପ୍ରେକ୍ଷାଳୟରେ ପୁସ୍ତକ ଉନ୍ମୋଚନ ଏବଂ କବିସନ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ଦ୍ୱାରା ରଚିତ ଇଂରାଜୀ କାବ୍ୟ ଦ୍ରୌପଦୀ : ଦି
Read More...

ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଳିଙ୍ଗଙ୍କ ହସ୍ତକ୍ଷେପ ପରେ ଆସିଲା ମୃତଦେହ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ନିର୍ବାଚନ ମଣ୍ଡଳର ପୁଇଁତଲା ବ୍ଲକ୍‌ର ରାକ୍ସି ମୁଣ୍ଡା ଗ୍ରାମର ଜଗନ୍ନାଥ ବାଗ କାମ ଅନ୍ୱେଷଣରେ ତାମିଲନାଡୁର ଇରୋଡ୍ ସ୍ଥିତ ଏଜିଟି ନାମକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେଠାରେ ସେ କାମ କରୁଥିବା ବେଲେ ଗୁରୁତର ଅସୁସ୍ଥ ହୋଇ ଇରୋଡ଼ ସ୍ଥିତ
Read More...

ବଲାଙ୍ଗିର ନୂଆଁପଡା ରେଳପଥ ନିର୍ମାଣ ଶୀଘ୍ର ଆରମ୍ଭ ହେଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କୋଶଳାଂଳର ବରପୁତ୍ର ସ୍ୱର୍ଗତ ନିମାଇଁ ଚରଣ ପାଣିଗ୍ରାହୀଙ୍କ ବିୟୋଗରେ
Read More...

ମନ୍ଦିର ଦର୍ଶନ କରିଯିବା ହେଲା କାଳ : ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ହନୁପାଲି ଗାଁ ନିକଟ ପୋଲ ପାଖରେ ବାଇକ୍‌ ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ମୃତକ ହେଲେ ବରଗଡ ଜିଲ୍ଲା ବୁଡ଼େନ ଥାନା ଗୋଏଲଗୁଡ଼ା ଗାଁର ମଣ୍ଟୁ କାମତି(୨୭) ବୋଲି ଜଣାଯାଇଛି ।
Read More...

ଟାଇକଣ୍ଡୋ ସଂଘର ବଡ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ତା.୧୬.୦୮.୨୦୨୪ ଓ ତା.୨୭.୦୮.୨୦୨୪ ଧରି କେନ୍ଦୁଝରର ନିର୍ମଳା କନ୍‌ଭେନ୍ଟ ସ୍କୁଲରେ ସି. ଆଇ. ଏସ୍‌. ସି. ଇ ରେଜିଓନାଲ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅସୀମ ଟାଇକଣ୍ଡୋ ଏକାଡେମୀର ଛାତ୍ର ଶ୍ରେୟାଂଶ କୁମାର ସିଂ ଭଞ୍ଜ (୧୪ ବର୍ଷରୁ
Read More...

ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ସିଆର୍‌ପିଏଫ୍‌ କ୍ୟାମ୍ପ ଓ ଜିଲ୍ଲା ଜେଲ୍ ରକ୍ଷାବନ୍ଧନ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ପ୍ରମୁଖ ସାମାଜିକ ସଂସ୍ଥା, ସହଯୋଗ ଫାଉଣ୍ଡେସନ୍ ସିଆର୍‌ପିଏଫ୍‌ କ୍ୟାମ୍ପ ଓ ଜିଲ୍ଲା ଜେଲ୍ ରକ୍ଷାବନ୍ଧନ ପବିତ୍ର ପର୍ବକୁ ବହୁତ ଉତ୍ସାହର ସହିତ ପାଳନ କରିଥିଲା । ଏହି ଆୟୋଜନ ସମାଜରେ ପ୍ରେମ, ଏକତା ଓ ଭାଇଚାରାର ଭାବନାକୁ ବୃଦ୍ଧି କରିବା ପାଇଁ
Read More...