Monthly Archives

August 2024

ଦିନରେ ରୋଷେୟା ରାତିରେ ଚୋର

ବ୍ରହ୍ମପୁର : ଦିନରେ ରୋଷେଇୟା ରାତିରେ ଚୋର । ଦିନରେ ଘର ଘର ବୁଲି ରୋଷେଇ କରୁଥିବା ବେଳେ ରାତିରେ ଘରେ କଳାକନା ବୁଲାଉଥିଲେ । ଏଭଳି ଘର ଘର ବୁଲି କଳାକନା ବୁଲାଉଥିବା ଏକ ଚୋର ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ବ୍ରହ୍ମପୁର ନିମଖଣ୍ଡି ଥାନା ପୋଲିସ ।
Read More...

‘ଓଡ଼ିଆ ପ୍ରୟୋଗବାଦୀ ନାଟ୍ୟଧାରା ଓ ନାଟ୍ୟକାର ମନୋରଞ୍ଜନ’ ଶୀର୍ଷକ ଦ୍ୱିଦିବସୀୟ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ବଙ୍ଗଳାଦେଶ ନାଟ୍ୟ କଳା ସଂସ୍ଥା(ବିଟା) ଏବଂ ନେପାଳର ସରୱନମର ମିଳିତ ସହଯୋଗରେ ‘ଓଡ଼ିଆ ପ୍ରୟୋଗବାଦୀ ନାଟ୍ୟଧାରା ଓ ନାଟ୍ୟକାର ମନୋରଞ୍ଜନ’ ଶୀର୍ଷକ ଦ୍ୱିଦିବସୀୟ
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ସେକ୍ଟର ୨୨ ସୋନାପର୍ବତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କିଶୋରୀ ବାଳିକାଙ୍କ ନିମନ୍ତେ ଏକ ମହିଳା ସଶକ୍ତିକରଣ, ସମାନତା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।
Read More...

ଆଜି ରାଜ୍ୟରେ ପ୍ରବଳ ବର୍ଷା : ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ବି ପ୍ରବଳ ବର୍ଷା । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ରାୟଗଡ଼ା, ଗଜପତି, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି । ସେହିଭଳି ଅନ୍ୟ
Read More...

ଲଗାଣ ବର୍ଷାରେ ବୁଡ଼ିଲା ପୋଲ : ଯାତାୟାତ ବାଧାପ୍ରାପ୍ତ

ମାଲକାନଗିରି : ଲଗାଣ ବର୍ଷାରେ ପୁଣି ବୁଡ଼ିଲା ପୋଲ । ଯାତାୟାତ ବାଧାପ୍ରାପ୍ତ । ମାଲକାନଗିରି ଜିଲ୍ଲା କାଙ୍କରକୋଣ୍ଡା ଓ କନ୍ୟାଆଶ୍ରମ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଥିବା ବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଗତକାଲିଠାରୁ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି । ପୋଲ
Read More...

ରାସ୍ତା କଡ଼ରୁ ମିଳିଲା ୨ ଯୁବକଙ୍କ ମୃତଦେହ : କାରଣ ଅସ୍ପଷ୍ଟ

ବ୍ରହ୍ମଗିରି : ରାସ୍ତା କଡ଼ରୁ ମିଳିଲା ୨ ଯୁବକଙ୍କ ମୃତଦେହ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କାଠୁଆରେଡି ବାଲିହରଚଣ୍ଡି ରାସ୍ତାରୁ ମିଳିଛି ୨ ଯୁବକଙ୍କ ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଶନିବାର ବାଲିହରଚଣ୍ଡୀ ରାସ୍ତାର ମାଲାସା ଶଙ୍ଖ ନିକଟ
Read More...

ଗୁଳିବିନିମୟରେ ୩ ମହିଳା ନକ୍ସଲ ମୃତ

ମାଲକାଗିରି : ମାଲକାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଓ କଂକେର ସୀମାବର୍ତ୍ତି ଜଙ୍ଗଲରେ ସୁରକ୍ଷାବାହିନୀ ଗୁଳିରେ ୩ ମହିଳା ନକ୍ସଲ ମୃତ । ମୃତ ମହିଳା ନକ୍ସଲମାନେ ହେଲେ ଶାନ୍ତି, ଲକ୍ଷ୍ମୀ ଓ ସବିତା । ସେମାନଙ୍କଠାରୁ ୩ଟି ବନ୍ଧୁକ ସହ ବିସ୍ଫରୋକ ଜବତ କରାଯାଇଛି । ଖବର ମୁତାବକ,
Read More...

ଭିଜିଲାନ୍ସ ଜାଲରେ ଛତ୍ରପୁର ବିଇଓ

ବ୍ରହ୍ମପୁର ମହାନଗର ନିଗମରେ ୨ଟି ଇନ୍ଦ୍ରମହଲ କୋଠା, ସଞ୍ଚୟ କରିଥିବା ଗଦା ଗଦା, ବିଡା ବିଡା ନୋଟ୍ ଜବତଛତ୍ରପୁର ବିଇଓ ଅଫିସ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭିଜିଲାନ୍ସ ଜାଲରେ ପଡିଗଲେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ । ସେ ପୁଣି ଆୟ ବର୍ହିଭୂତ
Read More...

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନିଆଁ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ୍‌ର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଟ୍‌ ସର୍କିଟ୍‌ ଯୋଗୁଁ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ରୋଗୀ । କୋରାପୁଟ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
Read More...

ଲୁଟ୍‌ କରୁଥିବା ଦୁର୍ବୃତ୍ତ ମାନେ ତୁରେକେଲା ପୋଲିସ ପଞ୍ଝାରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗତ ୨୮ ତାରିଖ ବୁଧବାର ଦିନ ରାତି ୮ଟା ସମୟରେ ବୁଢ଼ୀବାହାଲ ବସ୍‌ଷ୍ଟାଣ୍ଡ ନିକଟରେ କିଛି ଦୁର୍ବୃତ୍ତ ୨ ଜଣ ବ୍ୟକ୍ତିଙ୍କ ଠାରୁ ଲୁଟ୍‌ କରି ଫେରାର୍‌ ହୋଇଯାଇଥିଲେ । ତୁରେକେଲା ପୋଲିସ ୨୪ ଘଣ୍ଟା ଭିତରେ ଦୁର୍ବୃତ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ
Read More...