Monthly Archives

August 2024

ଆସୁଛେ ନୂଆଁଖାଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସୁଛେ ପଶ୍ଚିମ ଓଡ଼ିଶାର ମୁଖିଆ ପରବ୍‌ ନୂଆଁଖାଇ । ଇଥିର ଲାଗି ଗାଁ ନୁଁ ସହର୍‌ ସବୁଆଡେ଼ ଏଛିନ୍‌ ଉସ୍‌ନାକି ଦେଖ୍‌ବାର୍‌ କେ ମିଲୁଛେ । ଆମର୍‌ ଅଂଚଲ୍‌ କୃଷିଭିତ୍ତିକ ଅଂଚଲ୍‌ ବଲି କୃଷିଭିତ୍ତିକ ପରବ୍‌ ବି ଇନେ ମୁଖିଆ ପରବ୍‌ । ପହେଲା ବଲାଙ୍ଗିର ଶୈଳଶ୍ରୀ
Read More...

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ-୨୦୨୪ ଅବସରରେ କର୍ମଶାଳା ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ୨୦୨୪ ଅବସରରେ କର୍ମଶାଳା ଶୁକ୍ରବାର ଆୟୋଜିତ ହେଇଯାଇଛି । 'ଚନ୍ଦ୍ରର ସ୍ପର୍ଶ ହିଁ ଜୀବନର ସ୍ପର୍ଶ-ଭାରତର ମହାକାଶ ଗାଥା’ ସ୍ଲୋଗାନକୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ନିକଟରେ
Read More...

ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀରେ ବାଲିଗୁଡାର ବୁଲୁ ଭାଇ ଉଦୀୟମାନ ଫଟୋଗ୍ରାଫର ଭାବେ ସମ୍ମାନିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ନବୀନ ସୂତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ଵ ଫଟୋଗ୍ରାଫି ଦିବସ ପରିପ୍ରେକ୍ଷୀରେ ଭୁବନେଶ୍ୱର ଜୟଦେବ ଭବନଠାରେ ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ଯୋଗଦେଇ
Read More...

ଡି.ଏମ୍‌. ଭି. ଭି. ଭାରତୀୟ ମହିଳା ଶକ୍ତି ଫାଉଣ୍ଡେସନ୍‌ ଗଞ୍ଜାମ ଜିଲ୍ଲା ଶାଖା ଉଦ୍‌ଘାଟନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲାର ଗ୍ରାମାଞ୍ଚଳ ମହିଳା ମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ଡି. ଏମ୍‌. ଭି. ଭି. ଭାରତୀୟ ମହିଳା ଶକ୍ତି ଫାଓଣ୍ଡେସନ୍‌ ପକ୍ଷରୁ ଶୁକ୍ରବାର ଗଞ୍ଜାମ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଛତ୍ରପୁର ସ୍ଥିତ ପଟ୍ଟନାୟକ କଲୋନୀ ଠାରେ ଉଦ୍‌ଘାଟନ
Read More...

ପ୍ରଥମ ଜାତୀୟ ମହାକାଶ ଦିବସ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ (ଅଗଷ୍ଟ ୨୩, ୨୦୨୪) ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ପ୍ରଥମ ଜାତୀୟ ମହାକାଶ ଦିବସ ଉତ୍ସବରେ ଯୋଗ ଦେଇଛନ୍ତି । ଅଗଷ୍ଟ ୨୩, ୨୦୨୩ରେ ଚନ୍ଦ୍ର ପୃଷ୍ଠରେ 'ବିକ୍ରମ' ଲ୍ୟାଣ୍ଡରର ସଫଳ ଅବତରଣ ସ୍ମୃତିରେ ଜାତୀୟ ମହାକାଶ ଦିବସ ପାଳନ
Read More...

କିଭ୍‌ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଭ୍‍ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଜ ଗଠନରେ ମହାତ୍ମା ଗାନ୍ଧୀଙ୍କ ଶାନ୍ତିବାର୍ତ୍ତାର କାଳଜୟୀ ପ୍ରାସଙ୍ଗିକତା ଉପରେ ପ୍ରଧାନମନ୍ତ୍ରୀ
Read More...

ହିନ୍ଦୀ ଶିଖୁଥିବା ୟୁକ୍ରେନ୍‌ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଭ୍ ସ୍ଥିତ ସ୍କୁଲ ଅଫ୍ ଓରିଏଣ୍ଟାଲ ଷ୍ଟଡିଜ୍‌ରେ ହିନ୍ଦୀ ଭାଷା ଶିଖୁଥିବା ୟୁକ୍ରେନ୍‌ର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣାକୁ ପ୍ରୋତ୍ସାହିତ କରିବାରେ
Read More...

ପିଭିଟିଜି ବହୁଳ ଆଦିବାସୀ ଅଞ୍ଚଳରେ ସଚେତନତା ସୃଷ୍ଟି କରିବା ଏବଂ ସରକାରୀ ଯୋଜନାଗୁଡିକର ଶତ ପ୍ରତିଶତ ସନ୍ତୁଳନ…

ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୧୦, ୨୦୨୪ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଅଭିଯାନ୨୮.୭ ହଜାର ପିଭିଟିଜି ବସ୍ତିରେ ପ୍ରାୟ ୪୪.୬ ଲକ୍ଷ ବ୍ୟକ୍ତି (୧୦.୭ ଲକ୍ଷ ପରିବାର)ଙ୍କ ପାଖରେ ପହଞ୍ଚିବ ଅଭିଯାନଦେଶର ୧୯୪ଟି ଜିଲ୍ଲାର ୧୬,୫୦୦ ଗାଁ, ୧୫,୦୦୦ ଗ୍ରାମ ପଞ୍ଚାୟତ ଓ ୧୦୦୦ ତାଲୁକାକୁ ଏଥିରେ ସାମିଲ
Read More...

ୟୁକ୍ରେନ୍‌କୁ ଭୀଷ୍ମ କ୍ୟୁବ୍ ଉପହାର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନ୍ ସରକାରଙ୍କୁ ଚାରିଟି ଭୀଷ୍ମ (ଭାରତ ହେଲଥ୍‌ ଇନିସିଏଟିଭ୍ ଫର୍ ସହଯୋଗ ହିତ ଏବଂ ମୈତ୍ରୀ) କ୍ୟୁବ୍ ପ୍ରଦାନ କରିଛନ୍ତି । ୟୁକ୍ରେନ୍‌ର ରାଷ୍ଟ୍ରପତି ମହାମହିମ ଭୋଲୋଦିମିର ଜେଲେନସ୍କି ମାନବିକ ସହାୟତା ପାଇଁ
Read More...

ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଭ୍ ଠାରେ ୟୁକ୍ରେନ୍‌ର ରାଷ୍ଟ୍ରପତି ମହାମହିମ ଭୋଲୋଦିମିର ଜେଲେନସ୍କିଙ୍କୁ ସାକ୍ଷାତ କରିଛନ୍ତି । ମେରିନସ୍କି ପ୍ୟାଲେସରେ ପହଞ୍ଚିବା ପରେ ରାଷ୍ଟ୍ରପତି ଜେଲେନସ୍କି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଦୁଇ ନେତା
Read More...