Monthly Archives

August 2024

ମହାରାଷ୍ଟ୍ରର ଜଲଗାଓଁଠାରେ ଲକ୍ଷପତି ଦିଦି ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧନା ଓ ସାର୍ଟିଫିକେଟ୍ ପ୍ରଦାନ୨୫୦୦ କୋଟି ଟଙ୍କାର ପାଣ୍ଠି ଜାରି କରିବା ସହ ୫୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ବଣ୍ଟନମା' ଭଉଣୀମାନଙ୍କ ଜୀବନକୁ ସହଜ କରିବା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧମହାରାଷ୍ଟ୍ରର ପରମ୍ପରା କେବଳ ଭାରତରେ
Read More...

ନନ୍ଦଗାଓଁ ଗୋଶାଳାରେ ପ୍ରଥମ ଥର ପାଇଁ ଜନାଷ୍ଟମୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ନନ୍ଦଗାଓଁ ଗୋଶାଳା ସେକ୍ଟର-୧୪ ରାଉରକେଲାରେ ଆସନ୍ତା ଜନ୍ମାଷ୍ଟମୀ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଗୋ-ମନ୍ଦିର ସେବାଟ୍ରଷ୍ଟ ପକ୍ଷରୁ ହେବାକୁଥିବା ଏହି
Read More...

ନିଉ ଟ୍ୟାଲେଣ୍ଟସ୍ ଡ୍ୟାନସ୍ ଗ୍ରୁପ୍ ପକ୍ଷରୁ ରାଜ୍ୟସ୍ତରୀୟ ଡ୍ୟାନସ୍ ନାଇଟ୍ ମେଗା-ସୋ ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ନିଉ ଟ୍ୟାଲେଣ୍ଟସ୍ ଡ୍ୟାନସ୍ ଗ୍ରୁପ୍ ପକ୍ଷରୁ ରାଜ୍ୟସ୍ତରୀୟ(ଆଧୁନିକ) ଡ୍ୟାନସ୍ ପ୍ରତିଯୋଗିତା ବନାମ ଡ୍ୟାନସ୍ ନାଇଟ୍ ମେଗା-ସୋ ରବିବାର ସନ୍ଧ୍ୟାରେ ସମାହିତ
Read More...

ଛତ୍ରପୁର ସାହିତ୍ୟ ସଂସଦ’ର ନୂତନ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସରକାରୀ ସ୍ୱୀକୃତ ପ୍ରାପ୍ତ ସାହିତ୍ୟ ଅନୁଷ୍ଠାନ 'ଛତ୍ରପୁର ସାହିତ୍ୟ ସଂସଦ'ର ୨୦୨୪-୨୫ ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ ହୋଇଯାଇଛି । ସଭାପତି ଭାବେ ବ୍ରଜମୋହନ ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି
Read More...

ଭଗବାନ ଭରସାରେ ଚାଲିଛି ବିଦ୍ୟାଳୟ

କେସିଙ୍ଗା, (ପ୍ରୀତେଶ ପଟେଲ) : ରାଜ୍ୟରେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ସରକାରୀ ବିଦ୍ୟାଳୟ ଗୁଡ଼ିକର ଅବସ୍ଥା ବହୁତ୍ ଶୋଚନୀୟ ପରିସ୍ଥିତି ଦେଇ ଗତି କରୁଛି । ଆମେ ଆପଣଙ୍କୁ ଯେଉଁ ବିଦ୍ୟାଳୟର ଚିତ୍ର ଦେଖାଇବୁ ତାହା କୌଣସି ଗାଁର ଚିତ୍ର
Read More...

ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘକୁ ସ୍ୱାସ୍ଥ୍ୟ ଏବଂ ଜନସେବା ପାଇଁ ସମ୍ବର୍ଦ୍ଧିତ କଲେ ବଲାଙ୍ଗିର ସାଂସଦ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘକୁ ସ୍ୱାସ୍ଥ୍ୟ ଏବଂ ଜନସେବା ପାଇଁ କଣ୍ଟାବାଞ୍ଜି ଠାରେ ହୋଇଥିବା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଉପଢୌକନ ଏବଂ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଛି । କଣ୍ଟାବାଞ୍ଜି ବନମାଲି ପେଲେସ୍‌ରେ
Read More...

ପୂଜ୍ୟପୂଜା ସେବା ସଂଗଠନରେ ମା’ ପାର୍ବତୀ ଗିରି ଶ୍ରାଦ୍ଧଉତ୍ସବ ଓ ସଂଗଠନର ସ୍ୱନକ୍ଷତ୍ର ଦିବାସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସେବା ସଂସ୍ଥା ପୂଜ୍ୟପୂଜା ସେବା ସଂଗଠନରେ ମା' ପାର୍ବତୀ ଗିରିଙ୍କ ଶ୍ରାଦ୍ଧଉତ୍ସବ ଓ ଅନୁଷ୍ଠାନର ୧୯ତମ ସ୍ୱନକ୍ଷତ୍ର ଦିବସ ପତିତପାବନ ଏକାଡେମୀ ସଭା ଗୃହରେ ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଲକ୍ଷପତି ଦିଦି ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଲକ୍ଷପତି ଦିଦି ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିପିଏମ୍ ନୀଳମାଧବ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ
Read More...

ରାସ୍ତାରେ ଲହଡି ମାରୁଛି ପାଣି

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ଖଡିଆଳ ଏନ୍‌ଏସି ବାଇପାସ୍‌ ରାସ୍ତାଟି ଡ୍ରେନ୍‌ର ଅଭାବ ଯୋଗୁଁ ତାହା କୁତ୍ରିମ ବନ୍ୟା ଭଳି ପରିସ୍ଥିତି ଦେଖାଦେଇଛି । ୱାର୍ଡ ନମ୍ବର ପାଞ୍ଚ କବରସ୍ଥାନ ସହ ସାହୁପଡାକୁ ଯାଇଥିବା ବାଇପାସ୍‌ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମା ହୋଇ ଲହରି ମାରୁଛି ।
Read More...

ଛାତ୍ରଛାତ୍ରୀଙ୍କ ଆଡ୍‌ମିସନ୍‌ ଟଙ୍କା ଠକେଇ ଅଭିଯୋଗରେ ଜେଲ୍‌ ଗଲେ ଅବିନାଶ ସାହୁ

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଦିନକୁ ଦିନ ଲୋକଙ୍କ ସୁବିଧା ନିମନ୍ତେ ଡିଜିଟାଲ୍‌ ଭାରତ ଅଧୀନରେ ବିଭିନ୍ନ କାର୍ଯ୍ୟ ସବୁ ଅନ୍‌ଲାଇନ ମାଧ୍ୟମରେ ହେଉଛି । ଆର୍ଥିକ କାରବାର ହେଉ କି ପାଠପଢ଼ା ପାଇଁ କୌଣସି ଫି’ ଦେବାକୁ ହେଉ, ଆଜିକାଲି ସବୁ ଡିଜିଟାଲ । ତେବେ ଏହି ସୁବିଧାରେ ମଧ୍ୟ ବାଧକ
Read More...