Daily Archives

ନଦୀରେ ବୁଡ଼ିଯାଇ ଛାତ୍ର ନିଖୋଜ

ଯାଜପୁର : ନଦୀରେ ବୁଡ଼ିଯାଇ ଛାତ୍ର ନିଖୋଜ । ଏମିତି ଏକ ବଡ଼ ଖବର ଏବେ ସାମ୍ନାକୁ ଆସୁଛି । ବୁଢାନଦୀରେ ବୁଡ଼ିଯାଇ ଜଣେ ଛାତ୍ର ନିଖୋଜ ହୋଇଯାଇଥିବା ବେଳେ ନିଖୋଜ ଛାତ୍ର ଜଣକ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କାଟିଆ ଗ୍ରାମର ନବମ ଶ୍ରେଣୀର ଛାତ୍ର ଓମ୍ ପ୍ରକାଶ ଷଡ଼ଙ୍ଗୀ ବୋଲି ଜଣାପଡ଼ିଛି ।
Read More...

କୀଟ ଦେହରେ ଜଗନ୍ନାଥଙ୍କ ଛବି : ଲୋକଙ୍କ ଜବରଦସ୍ତ ଭିଡ଼

ହରଭଙ୍ଗା : କୀଟ ଦେହରେ ଜଗନ୍ନାଥଙ୍କ ଛବି । ଏହି କଥା ଟା ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । ହଁ ଏହି କଥାଟି ସତ ହୋଇଥିବା ବେଳେ ଏହା ହରଭଙ୍ଗା ବାଣିଗୋଛା ଗ୍ରାମର ସନ୍ତୋଷ ପୃଷ୍ଟିଙ୍କ ଘର ଅଗଣାରେ ଦେଖା ଦେଇଛି । ସନ୍ତୋଷ ପୃଷ୍ଟିଙ୍କ ଘର ଅଗଣାରେ ଦେଖା ଦେଇଥିବା ଏହି କିଟର
Read More...

ବେଦାନ୍ତ ଗେଟ ସାମ୍ନାରେ ଶବ ରଖି ଧାରଣା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ମୁଖ୍ୟ ଫାଟକ ସମ୍ମୁଖରେ ଆଜି ସକାଳୁ ଜଣେ ଶ୍ରମିକଙ୍କ ମୃତଦେହ ରଖି କ୍ଷତିପୂରଣ ଦାବୀରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ସୂଚନାମୁତାବକ ବେଦାନ୍ତ କମ୍ପାନୀର ସହଯୋଗୀ କମ୍ପାନୀରେ ନର୍ଲା ଥାନା ଅଞ୍ଚଳର ଚୂଡ଼ାମଣି
Read More...

ଦାଦନ ସମସ୍ୟାର କରୁଣ କାହାଣୀ : ଦାଦନ ଶ୍ରମିକର ମୃତ ଶବ ଘରକୁ ଫେରିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁତଳା ବ୍ଲକ ବେଲବାହାଳି ଗ୍ରାମର ଭୋଜରାଜ ପରୁଆ କାମ ଅନ୍ୱେଶଣରେ ସୁଦୂର ତାମିଲନାଡୁ ଯାଇଥିଲେ । ଦୁର୍ଭାଗ୍ୟବଶତଃ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମରଶରୀର ଗ୍ରାମକୁ ଆଣିବା ପାଇଁ ତାଙ୍କ ପରିବାର ପାଖରେ ସମ୍ବଳ ଅଭାବ
Read More...

ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଭୁବନେଶ୍ୱର : ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ମହିଳାଙ୍କ ମୃତଦେହ ଉଦ୍ଧାର । ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । କିଛି ଯାତ୍ରୀ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମିଳିଥିବା
Read More...

ଜାତୀୟ ପ୍ରାଣୀ ଉଦ୍ୟାନ ସଚେତନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ଜାତୀୟ ପ୍ରାଣୀ ଉଦ୍ୟାନ ସଚେତନତା ଦିବସ' ପ୍ରତିବର୍ଷ ଅଗଷ୍ଟ ୩୧ରେ ଅନୁଷ୍ଠିତ ହୁଏ । ଏହି ଦିନ ବନ୍ୟଜନ୍ତୁ ସଂରକ୍ଷଣ, ଶିକ୍ଷା ଏବଂ ଅନୁସନ୍ଧାନରେ ପ୍ରାଣୀ ଉଦ୍ୟାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନତା ସୃଷ୍ଟି ପାଇଁ ଉତ୍ସର୍ଗୀକୃତ
Read More...