Daily Archives

ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଆଶିଷ ଜ୍ୟୋତିଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାସ୍ଥ୍ୟ ହିଁ ସଂପଦ । ପରିମଳ ବ୍ୟବସ୍ଥା ଠିକ୍ ରହିଲେ ସ୍ୱାସ୍ଥ୍ୟର ସୁଧାର ଆସିଥାଏ । ଏଥିପାଇଁ ତ ସରକାର ସରକାରୀ ଅଫିସ କାର୍ଯ୍ୟାଳୟ ବିଭିନ୍ନ ସ୍ଥାନରେ ବାହାରେ ଲୋକଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି । ହେଲେ ପଦ୍ମପୁର କୋର୍ଟ କଚେରୀ ପରିଶେଷରେ
Read More...

ବରଗଡ-ନୂଆପଡା ରେଲ ପ୍ରକଳ୍ପ ମିଳିଲା ମଞ୍ଜୁର : ବରଗଡ ସାଂସଦଙ୍କୁ ଧନ୍ୟବାଦ ଜଣାଇଲେ ପଦ୍ମପୁର ଜନସାଧାରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି ଏବଂ ପଦ୍ମପୁର ଅଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବାକୁଯାଉଛି । ଖୁବ୍ ଶୀଘ୍ର ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ । ଏଥିପାଇଁ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ମଞ୍ଜୁର ମିଳିଥିବା
Read More...

ଜାତୀୟ କ୍ରୀଡ଼ା ଦିବସରେ ଉପଖଣ୍ଡ କ୍ରୀଡ଼ା ସଙ୍ଘ ପକ୍ଷରୁ ମିନି ମାରାଥନ୍ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜି ହକିର ଜାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ । ଏହି ଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନକରୁଛି ସାରା ଦେଶ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଙ୍ଘ ପକ୍ଷରୁ ଏକ ମିନି ମାରାଥନ୍ ଦୌଡ଼ ପ୍ରତିଯୋଗିତା
Read More...

ବାଲିଗୁଡା ଯୋଗାଣ ବିଭାଗର ଚଢ଼ଉ : ୧୩ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଯୋଗାଣ ବିଭାଗ ପକ୍ଷରୁ (କ) ନୂଆଗାଁ ବ୍ଲକର ସାରଙ୍ଗଡ଼ ଓ ବଣ୍ଡଗୁଡା ଗ୍ରାମର ବିଭିନ୍ନ ଦୋକାନରେ ଅଚାନକ ଚଢ଼ଉ କରି ୧୩ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ପ୍ରକାଶ ଯେ, ସାରଙ୍ଗଡ଼ର ଦିଲୁ ଦଳପତିଙ୍କ
Read More...

ଭବାନୀପାଟଣାରେ ଶ୍ରମିକମାନଙ୍କୁ ସହାୟତା ବଣ୍ଟନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତରଫରୁ ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଯୋଗ୍ୟ ହିତାଧିକାରୀ ମାନଙ୍କୁ
Read More...

ନୂଆପଡ଼ା ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ତାଲା ପକାଇ ଘେରିଲେ ବସିଲେ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଓ ସଭ୍ୟସଭ୍ୟା

ନୂଆପଡ଼ା, (ଅଜିତ ବେହେରା ) : ନୂଆପଡ଼ା ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା । ନୂଆପଡ଼ା ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ତାଲା ପକାଇ ଘେରିଲେ ବସିଲେ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଓ ସଭ୍ୟସଭ୍ୟା । କୌଣସି ନିଷ୍ପତ୍ତିରେ ନିର୍ବାଚିତ ପ୍ରତିନିଧିଙ୍କୁ ଅଗ୍ରାଧିକାର ଦେଉନଥିବା ବେଳେ
Read More...

ଖର୍ସେଲ ଗ୍ରାମପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତାରେ ଅନିୟମିତତା ଅଭିଯୋଗ

ନୂଆପଡ଼ା, (ଅଜିତ ବେହେରା) : ଅନେକ ବର୍ଷରୁ ଚାଲୁ ରହିଥିବା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତା ଯେଉଁଥିରେ ଜଣେ ଗରିବ ନୀରିହ ଶ୍ରେଣୀର ଉଭୟେ ମହିଳା ପୂରୁଷ ତାଙ୍କୁ ୬୦ ବର୍ଷ ପୂର୍ତ୍ତି ହେବା ପରେ ସେମାନେ ରୋଜଗାର କରିବାରେ ବା କୁଲି ମଜୁରୀ
Read More...

ବି.ସି.ସି ବ୍ୟାଙ୍କ ଡାଇରେକ୍ଟର ତଥା ପୂର୍ବତନ ସରପଞ୍ଚଙ୍କ ମାତୃ ବିୟୋଗ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ସାଲେପାଲି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ସାହୁଙ୍କ ମାତୃ ବିୟୋଗ ଘଟିଛି । ପ୍ରାପ୍ତ ସୂଚନା ମୁତାବକ ପୂର୍ବତନ ସରପଞ୍ଚ ତଥା ବି.ସି.ସି ବ୍ୟାଙ୍କ, ଭବାନୀପାଟଣା ଡାଇରେକ୍ଟର ରମେଶ ଚନ୍ଦ୍ର
Read More...

ବିଜଘାଟରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ନିଧି ଓ ବନ ବିଭାଗର ସାମୂହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପରିବେଶ ସୁରକ୍ଷା,ବନୀକରଣ ତଥା ଜଙ୍ଗଲ ସୁରକ୍ଷା ଏହି ମହତ ଉଦ୍ଦେଶ୍ୟ ନେଇ ସ୍ଵେଚ୍ଛାସେବୀ ଅନୁଷ୍ଠାନ 'ନିଧି' ଓ ମୁରିବାହାଲ ବନବିଭାଗର ମିଳିତ ଉଦ୍ୟମରେ ଲଖନା ପଞ୍ଚାୟତ ବିଜଘାଟ ଗ୍ରାମର ୧୬ ଏକର ଅନାବାଦୀ ଜମିରେ "ମାଁ ପାଇଁ ଗଛଟିଏ" ଅନ୍ତର୍ଗତ ସାମୂହିକ
Read More...

ସାପ କାମୁଡ଼ାରେ ଚାଲିଗଲା ମାଁ ଝିଅଙ୍କ ଜୀବନ

ଭଞ୍ଜନଗର : ରାତିରେ ଖାଇପିଇ ସମସ୍ତେ ଶୋଇଥିଲା ବେଲେ ବିଳମ୍ଵିତ ରାତିରେ ସାପ କାମୁଡ଼ାରେ ଚାଲିଗଲା ମାଁ ଝିଅଙ୍କ ଜୀବନ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ଅନ୍ତର୍ଗତ ଇନ୍ଦ୍ରଗଡ ପଞ୍ଚାୟତର ରିଷା ଭୂଇଁ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନା କ୍ରମେ, ବୁଧବାର ରାତିରେ ରାଇକିଆ ବ୍ଳକ
Read More...