Daily Archives

ହାଇଓ୍ୱା ଓ ବୋଲେରୋ ମୁହାଁମୁହିିଁ ଧକ୍କା : ୨ ଆହତ

ଭୁବନେଶ୍ୱର : ଭୁବନେଶ୍ୱର ଆଚାର୍ଯ୍ୟବିହାର ଛକରେ ମର୍ମନ୍ତୁଦ ଦୁର୍ଘଟଣା । ହାଇଓ୍ୱା ଏବଂ ବୋଲେରୋ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ଉଡିଗଲା ଟ୍ରାଫିକ୍‌ ପୋଷ୍ଟ । ଏହି ଟ୍ରାଫିକ୍‌ ପୋଷ୍ଟ ସହ ସିସିଟିଭି, ସିଗ୍‌ନାଲ ଲାଇଟ୍‌ ନଷ୍ଟ ହୋଇ ଚୁର୍‌ମାର ହୋଇଯାଇଛି । । ଖବର ଅନୁଯାୟୀ, ମଙ୍ଗଳବାର
Read More...

ବିଜ୍ଞାନ ଶିକ୍ଷକ ପାଇବେ ଜାତୀୟ ପୁରସ୍କାର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ଼ ଜୟଦୁର୍ଗା ଉଚ୍ଚ ଵିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ତୋଷ କର ଜାତୀୟ ଶିକ୍ଷକ ପୁରସ୍କାର ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତା ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀରେ ଶ୍ରୀ କରଙ୍କୁ
Read More...

୩୧ ଯାଏ ରାଜ୍ୟରେ ପ୍ରବଳ ବର୍ଷା : ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଆସନ୍ତା ୩୧ ତାରିଖ ଯାଏ ରାଜ୍ୟରେ ଭାରି ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଗୁରୁବାର ପୂର୍ବକେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି
Read More...

ସେମିଳିଗୁଡାରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ୧୭ ଗୋଟି ଗ୍ରାମ ପଞ୍ଚାୟତର ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ସମୁଦାୟ ୮୫ଟି ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି
Read More...

ସଫଳ ରୂପାୟନର ଏକ ଦଶନ୍ଧି ପୂରଣ କଲା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମ୍‌ଜେଡିୱାଇ) – ଜାତୀୟ ଆର୍ଥିକ…

ପିଏମ୍‌ଜେଡିୱାଇ ଗରିବମାନଙ୍କୁ ଅର୍ଥନୈତିକ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଅବହେଳିତ ସମ୍ପ୍ରଦାୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି : କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଜନଧନ-ମୋବାଇଲ-ଆଧାରକୁ ସଂଯୋଗ କରି ସମ୍ମତି ଭିତ୍ତିକ ପାଇପଲାଇନ ଆର୍ଥିକ
Read More...

ସ୍କୁଟିକୁ ଧକ୍କା ଦେଲା ଟ୍ରକ, ୧ମୃତ

କଳାହାଣ୍ଡି : ଭବାନୀପାଟଣା ବସଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ପଛପଟୁ ଧକ୍କା ଦେଇ ସ୍କୁଟି ଚାଳକଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ । ଫଳରେ ଘଟଣାସ୍ଥଳରେ ହିିଁ ପ୍ରାଣ ହରାଇଛନ୍ତି ସ୍କୁଟି ଚାଳକ । ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରୁ ଟ୍ରକଟି ଫେରାର୍‌
Read More...

ମହାନଦୀରେ ଘଡ଼ିଆଳ କୁମ୍ଭୀର

ବନ ବିଭାଗ ରଖିଛି ନଜର, ସାତକୋଶିଆ ଗଣ୍ଡରୁ ଆସିଥିବା ଅନୁମାନ ହରଭଙ୍ଗା, (କେପିଏନ୍‌ଏସ୍‌) : ମହାନଦୀରେ ବୁଲୁଛି ଘଡିଆଳ କୁମ୍ଭୀର । ଭୟଭୀତ ନଦୀ କୁଳିଆବାସୀ । କୁମ୍ଭୀରର ଗତି ଵିଧିକୁ ନଜର ରଖିଛି ବନ ବିଭାଗ । ସୂଚନା ମତେ ହରଭଙ୍ଗା ବ୍ଲକ କରଡ଼ି ଶିବମନ୍ଦିର ମହାନଦୀ ଘାଟରେ ଏକ ୧୨ ଫୁଟ୍
Read More...

ରାଉରକେଲା ଇଏସ୍‌ଆଇସି ମଡେଲ ହସ୍ପିଟାଲ ଅବ୍ୟବସ୍ଥା ବିରୋଧରେ ସିଆଇଟିୟୁର ବିଶାଳ ଶ୍ରମିକ ବିକ୍ଷୋଭ ଓ ଘେରାଉ

ସେପ୍ଟେମ୍ୱର ୧୫ ସୁଧା ସୁଧାର ନହେଲେ ଅନିର୍ଦ୍ଦିଷ୍ଟ କାଳ ଲଗାତର ଆନ୍ଦୋଳନ ପାଇଁ ଆହ୍ୱାନ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇଏସ୍‌ଆଇସି ମଡେଲ ହସ୍ପିଟାଲ ଘୋର ଅବ୍ୟବସ୍ଥା ବିରୋଧରେ ଆଜି ସିଆଇଟିୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ବିଶାଳ ଶ୍ରମିକ ବିକ୍ଷୋଭ ଓ ଘେରାଉ
Read More...

ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗୀଆ ଓରାମଙ୍କ ଦଶାହ ଶ୍ରାଦ୍ଧକ୍ରିୟା ଦିବସରେ ପହଞ୍ଚିଲେ ଓଡିଶା ମୁଖ୍ୟମନ୍ତ୍ରୀ…

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବର ଇସ୍ପାତ, ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗୀଆ ଓରାମଙ୍କ ଦଶାହ ଶ୍ରାଦ୍ଧ କ୍ରିୟା ଦିବସରେ
Read More...

ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭାରତ-ରୁଷ ସ୍ୱତନ୍ତ୍ର ରଣନୀତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଦିଗରେ ଉଭୟ ନେତା ଆଲୋଚନା କରିଛନ୍ତିପ୍ରଧାନମନ୍ତ୍ରୀ ତାଙ୍କ ୟୁକ୍ରେନ୍ ଗସ୍ତର ସୂଚନା ସେୟାର କରିଛନ୍ତି ଏବଂ ରୁଷ-ୟୁକ୍ରେନ୍ ସଂଘର୍ଷ ସମାଧାନର ବାଟ ଭାବରେ ଆଲୋଚନା ଏବଂ କୂଟନୀତିକୁ ଦୋହରାଇଛନ୍ତି ନୂଆଦିଲ୍ଲୀ,
Read More...