Daily Archives

ଟ୍ରକ୍‌ ଓ କାର୍‌ ମୁହାମୁହିଁ : ୫ ମୃତ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅନ୍ତିମ ସଂସ୍କାର ସାରି ଫେରୁଥିବାବେଳେ ଟ୍ରକ୍‌ ସହ ପିଟି ହେଲା କାର୍‌ । ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶର କୁଡାପ୍ପା-ରାୟଚୋଟି ଜାତୀୟ ରାଜପଥର ଗୁଭାଲଚେରୁଭୁ ଘାଟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି ।
Read More...

ଆକ୍ସନ ମୋଡ଼ରେ ବୋରିଗୁମ୍ମା ଅବକାରୀ ବିଭାଗ

ବୋରିଗୁମ୍ମା, (ଏସ୍. ସୁନ୍ଦରମ୍‌) : ବୋରିଗୁମ୍ମା ଅଞ୍ଚଳରେ ଅବକାରୀ ଧରପଗଡ଼ । ଆକ୍ସନ ମୋଡ଼ରେ ବୋରିଗୁମ୍ମା ଅବକାରୀ ବିଭାଗ । ଘନ ଘନ ଚଢ଼ାଉ କରି ବହୁ ପରିମାଣରେ ମହୁଲ ପୋଚ ଜବତ କରି, ସେହି ସ୍ଥାନରେ ନଷ୍ଟ କରି ଦେଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବୋରିଗୁମ୍ମା ଅବକାରୀ ବିଭାଗ,
Read More...

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୬ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ : ୨ ମନ୍ତ୍ରୀଙ୍କ ଉପସ୍ଥିତରେ ହଜାର ହଜାର…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଜାଲେଶପଟ୍ଟା ଆଶ୍ରମରେ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୬ତମ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ସକାଳୁ ଆଶ୍ରମ ଅନ୍ତେବାସୀମାନେ
Read More...

ଜେଏସ୍‌ଏମ୍‌ ମହାବିଦ୍ୟାଳୟରେ ଜନ୍ମାଷ୍ଟମୀ ପାଳନ ଓ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୃଷ୍ଣ ଜନ୍ମାଷ୍ଟମୀ, ଯାହା ଜନ୍ମାଷ୍ଟମୀ କିମ୍ବା ଗୋକୁଳାଷ୍ଟମୀ ନାମରେ ଜଣାଶୁଣା । ଏହା ହେଉଛି ବାର୍ଷିକ ହିନ୍ଦୁ ପର୍ବ ଯାହାକି ବିଷ୍ଣୁଙ୍କ ଅଷ୍ଟମ ଅବତାର କୃଷ୍ଣଙ୍କର ଜନ୍ମଦିନ ପାଳନ କରାଯାଇଥାଏ । ଜେଏସଏମ କଲେଜ ଅଫ୍ ଆର୍ଟ, ସାଇନ୍ସ ଏଣ୍ଡ କମର୍ସର
Read More...

ଜାତୀୟ କଦଳୀ ପ୍ରେମୀଙ୍କ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ଜାତୀୟ କଦଳୀ ପ୍ରେମୀଙ୍କ ଦିବସ' ଏକ ମଜାଳିଆ ଫଳ ଉତ୍ସବ ଯାହା ପ୍ରତିବର୍ଷ ଅଗଷ୍ଟ ୨୭ରେ ପାଳନ ହୋଇଥାଏ । କଦଳୀକୁ ଭଲପାଉଥିବା ସମସ୍ତଙ୍କ ପାଇଁ ଏହା ଏକ ସ୍ୱତନ୍ତ୍ର ଦିନ । ଏହି ବିଶେଷ ଦିନ ଲୋକମାନଙ୍କୁ ସତେଜ କଦଳୀ ଠାରୁ ଆରମ୍ଭ କରି ପିଠା ପରି
Read More...

କଲେଜ ଛକ ସ୍ଥିତ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ ଉଦ୍ୟମ

ବଲାଙ୍ଗିର, (କେପିଏନ୍‌ସ୍‌) : ବିଳମ୍ବିତ ରାତି ପାଖାପାଖି ୨ଟା ୧୫ ମିନିଟ ସମୟ । ଆଉ ଏତିକି ବେଳେ ବଲାଙ୍ଗିର ରାଜେନ୍ଦ୍ର କଲେଜ ଛକ ସ୍ଥିତ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରୁ କିଛି ଲୁଟେରା ଲୁଟ କରିବା ପାଇଁ ଆସିଥିଲେ । କିନ୍ତୁ ଇ ସର୍ଭିଲାନ୍ସ ମାଧ୍ୟମରେ ସିଏମ୍‌ଏସ୍‌ ମୁମ୍ବାଇ ଲୁଟେରାଙ୍କ
Read More...

ଦ୍ଵାରୁର ଅନ୍ତିମ ସଂସ୍କାର କଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ସାଲେପାଲି ସ୍ଥିତ ବୃଦ୍ଧାଶ୍ରମରେ ମାନସିକ ଭାରସାମ୍ୟ ହରାଇ ଥିବା ଅସହାୟ ଦ୍ଵାରୁର ଦେହାନ୍ତ ହୋଇଛି । ଶାନ୍ତ ସ୍ଵଭାବର ଦ୍ଵାରୁ ପିଲାଟି ଦିନରୁ ବାପ ଛେଉଣ୍ଡ ଥିବାବେଳେ ପିଲାଟି ଅବସ୍ଥାରୁ ମା'କୁ ହରାଇ ଅସହାୟ ହୋଇପଡି ଅନ୍ୟମାନଙ୍କ ଘରକାମ କରି
Read More...