Daily Archives

ଯୋଗିସର୍ଡାରେ ଉତ୍ତେଜନା, ତହସିଲଦାର ଓ ବିଡ଼ିଓଙ୍କୁ ଅଟକ ରଖିଲେ ଲୋକେ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଯୋଗିସର୍ଡ଼ା ଠାରେ ଆଜି ଥିଲା ପଞ୍ଚାୟତସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ । ତେବେ ଏହି କାୟର୍ଯ୍ୟକ୍ରମକୁ ଯାଇଥିବା ଲୋଇସିଂହା ବିଡ଼ିଓ ଏବଂ ତହସିଲଦାରଙ୍କୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ସ୍ଥାନୀୟ ଯୋଗେଶ୍ୱର ଶୈବପୀଠର
Read More...

ଅନେକ ବର୍ଷର ପ୍ରତିକ୍ଷା ପରେ ଇନ୍ଦ୍ରାବତୀ ଦକ୍ଷିଣ ସମ୍ପ୍ରସାରଣ କେନାଲରେ ଜଳ ସେଚନ

ଜୟପାଟଣା, (ଶେଷଦେବ ବେହେରା ) : ଇନ୍ଦ୍ରାବତୀ କଳାହାଣ୍ଡି ଜିଲ୍ଲା ପାଇଁ ଜୀବନ ରେଖା ସାଜିଥିବା ବେଳେ କେତେକ ସ୍ଥାନର ଚାଷୀ ବର୍ଷ ବର୍ଷ ଧରି କେନାଲ ଥାଇ ମଧ୍ୟ ଜଳ ସେଚନରୁ ବଞ୍ଚିତ ରହୁଥିଲେ । ଚଳିତ ବର୍ଷ ସେହି ସବୁ ଅଞ୍ଚଳର ଅନେକାଂଶ ଅଞ୍ଚଳକୁ ଖରିଫ ଜଳ ସେଚନ ଯୋଗାଇବାରେ ଇନ୍ଦ୍ରାବତୀ
Read More...

ବଲାଙ୍ଗିର ସିନ୍ଧି ସମାଜ ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଆନନ୍ଦ ଉଲ୍ଲାସରେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତର ପ୍ରତ୍ୟେକ ପୁରପଲ୍ଲୀରେ, ମନ୍ଦିରରେ ଯଥାବିଧି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳନ ହେଉଥିବାବେଳେ ସିନ୍ଧି ସମାଜ ପକ୍ଷରୁ ବଲାଙ୍ଗିର ସହରର ମେନ୍ ମାର୍କେଟରେ ଥିବା ପ୍ରଭୁ ହନୁମାନ ମନ୍ଦିରରେ ବଲାଙ୍ଗିର ସିନ୍ଧି ସମାଜ
Read More...

ଟିଟିଲାଗଡ଼ରେ ଧୁମ୍‌ଧାମ୍‌ରେ ପାଳନ ହେଲା ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଟିଟିଲାଗଡ଼ ସହର ଚଳଚଞ୍ଚଳ ହୋଇ ଉଠିଥିଲା । ଟିଟିଲାଗଡ଼ ସହରର ଠିକାଦାର ପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିର, ରଘୁନାଥ ପଡ଼ା ରାଧାକୃଷ୍ଣ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ବହୁତ ସୁନ୍ଦର ଆୟୋଜନ କରାଯାଇଥିଲା । ଠିକାଦାରପଡ଼ା
Read More...

ଗାଁରେ ପଶି ଘର ଭାଙ୍ଗିଲା ହାତୀ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡ଼ିହାରେ ଥମୁନି ହାତୀ ଉପଦ୍ରବ । ମଙ୍ଗଳବାର ସକାଳେ କୂଳଡ଼ିହା ଅଭୟାରଣ୍ୟରୁ ଏକ ହାତୀ ଆସି ଔପଦା ବ୍ଲକ ଢୋଲପୁର ଗ୍ରାମରେ ପଶି ଆତଙ୍କ ଖେଳାଇଛି । ଗ୍ରାମର ବହୁ ଲୋକଙ୍କ ବାଡ଼ିରେ ପଶି ଚାଷ ନଷ୍ଟ କରିବା ସହ ଘର ଛପରକୁ ଓପାଡି ଫିଙ୍ଗି ଦେଇଛି ।
Read More...

ବାର୍ଡ ଫ୍ଲୁକୁ ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ଵର : ବାର୍ଡ ଫ୍ଲୁକୁ ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ । ସେ କହିଛନ୍ତି ଯେ, ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ । ସଂକ୍ରମିତ କୁକୁଡ଼ାଙ୍କୁ ମାରି ପୋତିଲେ ସେ ବାବଦରେ ଫାର୍ମ ମାଲିକଙ୍କୁ ଅନୁକମ୍ପା ରାଶି ମିଳିବ । ସଂକ୍ରମିତ ପକ୍ଷୀଙ୍କୁ ନବିକିବାକୁ ଫାର୍ମର
Read More...

ସଇଁତଲା ଶିଶୁ ମନ୍ଦିର ଓ ଇଂରାଜୀ ମିଡିୟମ୍‌ ବିଦ୍ୟାଳୟରେ ଜନ୍ମାଷ୍ଟମୀ ଉତ୍ସବ ପାଳନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓ ଇଂରାଜୀ ମିଡିୟମ୍‌ (ଏସ୍‌ଡିକେଜି) ବିଦ୍ୟାଳୟ ଠାରେ ଜନ୍ମାଷ୍ଟମୀ ଉତ୍ସବ ଧୁମ୍‌ଧାମ୍‌ ସହ ପାଳନ ହୋଇଯାଇଛି । ଉତ୍ସବରେ ଛକୋରବାଞ୍ଜି ରାଧାକୃଷ୍ଣ ମଠର ମଠାଧୀଶ ସନ୍ଥ ଚନ୍ଦ୍ରଶେଖର
Read More...

ଦୟାନନ୍ଦ ପ୍ଲେ ସ୍କୁଲରେ ଜନ୍ମାଷ୍ଟମୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପେଲେସ ଲାଇନ ସ୍ଥିତ ଦୟାନନ୍ଦ ପ୍ଲେ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । କୁନି କୁନି ଛାତ୍ରଛାତ୍ରୀ ମାନେ ବହୁ ସୁନ୍ଦର ଭାବେର ରାଧାକ୍ରିଷ୍ଣା ବେଶରେ ସଜେଇ ହୋଇ ସ୍କୁଲକୁ ଆସି ଫେନ୍ସି ଡ୍ରେସ୍‌ ପ୍ରତିଯୋଗିତାରେ
Read More...

ମା’ସରସ୍ଵତୀ ଶିଶୁମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସଵ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ମା'ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବର୍ଣ୍ଣାଢ଼୍ୟ ସମାରୋହରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସଵ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ବେଶ ମେଳା ଓ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭାଦ୍ରବ କୃଷ୍ଣ
Read More...

ନନ୍ଦନକାନନକୁ ଅଣାଯିବ ମହାବଳ ବାଘ, ବନ ବିଭାଗ ଓ ଏନ୍‌ଟିସିଏ ଓ ବିଶେଷଜ୍ଞଙ୍କ ପ୍ରୟାସ

ବ୍ରହ୍ମପୁର : ମହାରାଷ୍ଟ୍ରରୁ ଆସି ଗଞ୍ଜାମରେ ଗତ ୮ ମାସ ହେଲା ବୁଲୁଛି ମହାବଳ ବାଘ । ଏଯାଏ ବନ ବିଭାଗ ତା’ର ଟେର୍‌ ପାଉନି । ଏହାକୁ ନେଇ ମହାବଳକୁ ନନ୍ଦନକାନନ ପଠାଇବାକୁ ଯୋଜନା କଲାଣି । ମହାବଳର ସୁରକ୍ଷା ଚିନ୍ତା ବଢ଼ିବା ପରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ସଦସ୍ୟ, ବ୍ୟାଘ୍ର
Read More...