Daily Archives

ସତିଘାଟରେ ନକଲି ଫେନ୍ସି ସାମଗ୍ରୀ ବିକ୍ରି କରି ଫେରାର ହେଉଥିବା ବେଳେ ବାହାର ରାଜ୍ୟର ୩ ଜଣ ୪୨୦ ଠକ ଗିରଫ

ଫେରାର ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତଗୁରୁତର ଆହତ ଅବସ୍ଥାରେ ଧରାପଡିଲେ୩ଜଣଙ୍କୁ କୋର୍ଟ ଚାଲାଣ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବାନ୍ଦୁପଲା ପଞ୍ଚାୟତ ସତିଘାଟ ଗ୍ରାମରେ ନକଲି ଫେନ୍ସୀ ସାମଗ୍ରୀ ବିକ୍ରି କରି ଫେରାର ହେଉଥିବା ବେଳେ ସଇଁତଲା
Read More...

ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା : ଅଳ୍ପକେ ବର୍ତିଲେ କାରଯାତ୍ରୀ

ହମ୍ପସ ଓ ଷ୍ଟ୍ରିଟ ଲାଇଟ ପାଇଁ ଗ୍ରାମବାସୀଙ୍କ ଦାବି ବୌଦ୍ଧ, (କେପିଏନ୍‌ଏସ୍‌) : ୫୭ ନଂ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛ ଓ ସିମେଣ୍ଟ ବେଞ୍ଚକୁ ଧକ୍କା ଦେଲା କାର । ଅଳ୍ପକେ ବର୍ତିଲେ ଚାଳକ ଓ ଅନ୍ୟ ଜଣେ ଯାତ୍ରୀ । ଉକ୍ତ ସ୍ଥାନରେ ହମ୍ପସ୍ ଓ
Read More...

ପାଇକମାଲ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୃଣାଲ ମୋତିରାମ ଚୌହାନଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଏବଂ ଅତିତିକ୍ତ ଜିଲ୍ଲାପାଳଙ୍କ
Read More...

ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ୨୦୨୪

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍‌ ମିନି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ ବାଳକ ଓ ବାଳିକା ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷାବିଭାଗ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ
Read More...

ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ

ଜନ ଜୀବନ ସୁରକ୍ଷା ଦୃଷ୍ଟିରୁ ବେଆଇନ ଗାଡି ଚାଳନା ଚେକିଂ କୁ କଡା କଡ଼ି କରାଯିବ - ଜିଲ୍ଲାପାଳ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ଜନ ଜୀବନର ସୁରକ୍ଷା ଦୃଷ୍ଟିରୁ ବେଆଇନ ଗାଡି ଚାଳନାକୁ କଡାକଡି କରାଯିବ । ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ
Read More...

ପୋଲିସ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଠକକୁ ଧରି ପୋଲିସ ଜିମା ଦେଲେ ଲୋକେ

ହରଭଙ୍ଗା, (କେପିଏନ୍‌ଏସ୍‌) : ନିଜକୁ ପୋଲିସ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରୁଥିଲା । ଏପରିକି ବିଭିନ୍ନ ସମୟରେ ସୁଯୋଗ ନେଇ ବାଇକ ଛଡାଇ ଲୁଟ ମଧ୍ୟ କରୁଥିଲା । ଏମିତି ଏକ ଘଟଣା ସାଧାରଣରେ ଚର୍ଚ୍ଚା ହେଉଛି । କିନ୍ତୁ ଆଜି ସବୁ ନାଟକ ଧରା ପଡିଯିବାରୁ ନିର୍ଦ୍ଧୁମ ଛେଚିଲେ ଲୋକେ । ସମ୍ପୃକ୍ତ
Read More...

ରୁଗୁଡିପଡା ଦୁର୍ଗାପୁଜା ପାଇଁ ମୃତ୍ତିକା ଅନୁକୂଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରୁଗୁଡିପଡା ଶାରଦୀୟ ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୁଳ କରାଯାଇଛି । ମୁର୍ତ୍ତି ନିର୍ମାଣ ପାଇଁ ରୀତିନୀତି ଅନୁସାରେ ମଙ୍ଗଳବାର ମୃତ୍ତିକା ସଂଗ୍ରହ କରାଯାଇଛି । ମୃତ୍ତିକା ସଂଗ୍ରହ ପରଠୁ ପ୍ରତିମା ନିର୍ମାଣ କାମ ଆରମ୍ଭ ହେବ । ଚଳିତ ବର୍ଷ କର୍ତ୍ତା ଭାବେ
Read More...

ବଡ଼କର୍ଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ଅନ୍ତର୍ଗତ ବଡକର୍ଲେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଫଳତା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ମୂଳକ
Read More...

ମୁରିବାହାଲ ଡ଼ିଗ୍ରୀ କଲେଜରେ ସ୍ଵତନ୍ତ୍ର ଜାତୀୟ ସେବା ଶିବିର ପକ୍ଷରୁ’ମା ନାମରେ ଗଛଟିଏ’ ଅନ୍ତର୍ଗତ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ପକ୍ଷରୁ 'ମା ନାମରେ ଗଛଟିଏ' ଅନ୍ତର୍ଗତ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ
Read More...

ଶ୍ରୀଲଙ୍କା ଇଣ୍ଟରନେସନାଲ ଯୋଗାସନ ଚାମ୍ପିୟାନସିପରେ ଭାରତ ପାଇଁ ଗଞ୍ଜାମ ପୁଅ ରୌପ୍ୟ ପଦକ ନେଇ ଗୌରବ ଆଣିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀଲଙ୍କାର କଲମ୍ବୋଠାରେ ଆୟୋଜିତ ଇଣ୍ଟରନେସନାଲ ଯୋଗାସନ ଚାମ୍ପିଅନସିପରେ ଭାରତ ପାଇଁ ଗଞ୍ଜାମ ପୁଅ ବସନ୍ତ ନାୟକ ରୌପ୍ୟ ପଦକ ନେଇ ଗୌରବର ଗାଥା ପହଞ୍ଚାଇଲେ । ରୌପ୍ୟପଦକରେ ବିଜୟୀ ହେଲେ ଗଞ୍ଜାମ ବ୍ଲକ କରପଡା ଗ୍ରାମ ପଞ୍ଚାୟତର ଆଲିଆବାଦ ଗ୍ରାମର
Read More...