Daily Archives

ନିଉ ଟ୍ୟାଲେଣ୍ଟସ୍ ଡ୍ୟାନସ୍ ଗ୍ରୁପ୍ ପକ୍ଷରୁ ରାଜ୍ୟସ୍ତରୀୟ ଡ୍ୟାନସ୍ ନାଇଟ୍ ମେଗା-ସୋ ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ନିଉ ଟ୍ୟାଲେଣ୍ଟସ୍ ଡ୍ୟାନସ୍ ଗ୍ରୁପ୍ ପକ୍ଷରୁ ରାଜ୍ୟସ୍ତରୀୟ(ଆଧୁନିକ) ଡ୍ୟାନସ୍ ପ୍ରତିଯୋଗିତା ବନାମ ଡ୍ୟାନସ୍ ନାଇଟ୍ ମେଗା-ସୋ ରବିବାର ସନ୍ଧ୍ୟାରେ ସମାହିତ
Read More...

ଛତ୍ରପୁର ସାହିତ୍ୟ ସଂସଦ’ର ନୂତନ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସରକାରୀ ସ୍ୱୀକୃତ ପ୍ରାପ୍ତ ସାହିତ୍ୟ ଅନୁଷ୍ଠାନ 'ଛତ୍ରପୁର ସାହିତ୍ୟ ସଂସଦ'ର ୨୦୨୪-୨୫ ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ ହୋଇଯାଇଛି । ସଭାପତି ଭାବେ ବ୍ରଜମୋହନ ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି
Read More...

ଭଗବାନ ଭରସାରେ ଚାଲିଛି ବିଦ୍ୟାଳୟ

କେସିଙ୍ଗା, (ପ୍ରୀତେଶ ପଟେଲ) : ରାଜ୍ୟରେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ସରକାରୀ ବିଦ୍ୟାଳୟ ଗୁଡ଼ିକର ଅବସ୍ଥା ବହୁତ୍ ଶୋଚନୀୟ ପରିସ୍ଥିତି ଦେଇ ଗତି କରୁଛି । ଆମେ ଆପଣଙ୍କୁ ଯେଉଁ ବିଦ୍ୟାଳୟର ଚିତ୍ର ଦେଖାଇବୁ ତାହା କୌଣସି ଗାଁର ଚିତ୍ର
Read More...

ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘକୁ ସ୍ୱାସ୍ଥ୍ୟ ଏବଂ ଜନସେବା ପାଇଁ ସମ୍ବର୍ଦ୍ଧିତ କଲେ ବଲାଙ୍ଗିର ସାଂସଦ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘକୁ ସ୍ୱାସ୍ଥ୍ୟ ଏବଂ ଜନସେବା ପାଇଁ କଣ୍ଟାବାଞ୍ଜି ଠାରେ ହୋଇଥିବା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଉପଢୌକନ ଏବଂ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଛି । କଣ୍ଟାବାଞ୍ଜି ବନମାଲି ପେଲେସ୍‌ରେ
Read More...

ପୂଜ୍ୟପୂଜା ସେବା ସଂଗଠନରେ ମା’ ପାର୍ବତୀ ଗିରି ଶ୍ରାଦ୍ଧଉତ୍ସବ ଓ ସଂଗଠନର ସ୍ୱନକ୍ଷତ୍ର ଦିବାସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସେବା ସଂସ୍ଥା ପୂଜ୍ୟପୂଜା ସେବା ସଂଗଠନରେ ମା' ପାର୍ବତୀ ଗିରିଙ୍କ ଶ୍ରାଦ୍ଧଉତ୍ସବ ଓ ଅନୁଷ୍ଠାନର ୧୯ତମ ସ୍ୱନକ୍ଷତ୍ର ଦିବସ ପତିତପାବନ ଏକାଡେମୀ ସଭା ଗୃହରେ ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଲକ୍ଷପତି ଦିଦି ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଲକ୍ଷପତି ଦିଦି ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିପିଏମ୍ ନୀଳମାଧବ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ
Read More...

ରାସ୍ତାରେ ଲହଡି ମାରୁଛି ପାଣି

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ଖଡିଆଳ ଏନ୍‌ଏସି ବାଇପାସ୍‌ ରାସ୍ତାଟି ଡ୍ରେନ୍‌ର ଅଭାବ ଯୋଗୁଁ ତାହା କୁତ୍ରିମ ବନ୍ୟା ଭଳି ପରିସ୍ଥିତି ଦେଖାଦେଇଛି । ୱାର୍ଡ ନମ୍ବର ପାଞ୍ଚ କବରସ୍ଥାନ ସହ ସାହୁପଡାକୁ ଯାଇଥିବା ବାଇପାସ୍‌ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମା ହୋଇ ଲହରି ମାରୁଛି ।
Read More...

ଛାତ୍ରଛାତ୍ରୀଙ୍କ ଆଡ୍‌ମିସନ୍‌ ଟଙ୍କା ଠକେଇ ଅଭିଯୋଗରେ ଜେଲ୍‌ ଗଲେ ଅବିନାଶ ସାହୁ

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଦିନକୁ ଦିନ ଲୋକଙ୍କ ସୁବିଧା ନିମନ୍ତେ ଡିଜିଟାଲ୍‌ ଭାରତ ଅଧୀନରେ ବିଭିନ୍ନ କାର୍ଯ୍ୟ ସବୁ ଅନ୍‌ଲାଇନ ମାଧ୍ୟମରେ ହେଉଛି । ଆର୍ଥିକ କାରବାର ହେଉ କି ପାଠପଢ଼ା ପାଇଁ କୌଣସି ଫି’ ଦେବାକୁ ହେଉ, ଆଜିକାଲି ସବୁ ଡିଜିଟାଲ । ତେବେ ଏହି ସୁବିଧାରେ ମଧ୍ୟ ବାଧକ
Read More...

ଶତାୟୁ ପୁରୁଷ ଅରକ୍ଷିତ ନେଗୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବରପାଲିପଡ଼ା ନିବାସୀ ଶତାୟୁ ପୁରୁଷ ଅରକ୍ଷିତ ନେଗୀ(୧୦୪)ଙ୍କ ଗତରାତି ପ୍ରାୟ ୧୦ଟା ସମୟରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସରକାରୀ ଚାକିରୀରୁ ସେ ଅବସର ଗ୍ରହଣ କରିଥିଲେ । ସ୍ୱର୍ଗତ ଅରକ୍ଷିତ ୫ ଜଣ ସନ୍ତାନ ସନ୍ତତିଙ୍କ ଜନକ ହୋଇଥିବା ବେଳେ
Read More...