Daily Archives

ଉଚ୍ଚ କାର୍ଯ୍ୟଦକ୍ଷତା ବିଶିଷ୍ଟ ଜୈବ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲାଗି ବାୟୋ -ଇଥ୍ରୀ (ଅର୍ଥବ୍ୟବସ୍ଥା, ପରିବେଶ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଉଚ୍ଚ କାର୍ଯ୍ୟଦକ୍ଷତା ବିଶିଷ୍ଟ ଜୈବ ଉତ୍ପାଦନ ବା ବାୟୋ-ମ୍ୟାନୁଫାକ୍ଚରିଂକୁ ପ୍ରୋତ୍ସାହନ ଦେବା ଲାଗି ବାୟୋ-ଇଥ୍ରୀ (ଅର୍ଥବ୍ୟବସ୍ଥା, ପରିବେଶ ଓ ନିଯୁକ୍ତି ପାଇଁ
Read More...

ଆସୁଛି ଲଘୁଚାପ,୧୧ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ଆଜିଠୁ ଠାରୁ ରାଜ୍ୟରେ ବର୍ଷା ବଢ଼ିବ । ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ୭୦ରୁ ୧୧୦ମିମି ପଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଭାଗ ଏହାକୁ ପୂର୍ବାନୁମାନ କରିଛି । ଉତ୍ତର ବଙ୍ଗୋପସାଗରରେ
Read More...

ଇସ୍କନ ତରଫରୁ ଜନ୍ମାଷ୍ଟମୀ ମହାଅଭିଷେକ ଆସନ୍ତା ୨୬ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍କନ ତରଫରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଆସନ୍ତା ୨୫ରୁ ୨୭ ପର୍ଯ୍ୟନ୍ତ ହନୁମାନ ବାଟିକା ସ୍ଥିତ ତ୍ରିଶକ୍ତି ଧାମ ଠାରେ ଅନୁଷ୍ଠିତ ହେବ ବୋଲି ତ୍ରିଶକ୍ତି ଧାମ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ବାଦିକ
Read More...

ନୟାଗଡ଼ ୪ଟି ଜେଲରେ ଚଢ଼ାଉ

ନୟାଗଡ଼ : ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲାର ୪ ଗୋଟି ଜେଲ ଉପରେ ଚଢ଼ାଉ କରାଯାଇଛି । ଜିଲ୍ଲାରେ ଥିବା ନୟାଗଡ଼ ଉପକାରାଗାର, ଖଣ୍ଡପଡ଼ା ଉପକାରାଗାର, ଦଶପଲ୍ଲା ଉପକାରାଗାର ଓ ରଣପୁର ଉପକାରାଗାରରେ ଏହି ଚଢ଼ାଉ କରାଯାଇଛି । ଜେଲ ଭିତରେ ନିଶା କାରବାର ହେଉଥିବା ଅଭିଯୋଗ ହେଇଆସୁଥିଲା ।
Read More...