Daily Archives

ବିଜେଡି ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଶଙ୍ଖ ଭବନରେ ଆୟୋଜିତ, ଦଳର ବିଧାୟକମାନଙ୍କ ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଅବସରରେ ସେ କହିଛନ୍ତି ଯେ, ଗଣତନ୍ତ୍ରର ଶ୍ରେଷ୍ଠ ସୁରକ୍ଷାକାରୀ ହେଉଛି ସକ୍ରିୟ ବିରୋଧୀ ଦଳ ।
Read More...

ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚ ତରଫରୁ ସାଇକ୍ଲୋଥନ ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସୁସ୍ଥ ଓ ଫିଟ୍‌ ଭାରତର ବାର୍ତ୍ତା ଦେବା ପାଇଁ ତଥା ମିଶନ ସୁସ୍ଥ ଭାରତ ଅନ୍ତର୍ଗତ ଟିଟିଲାଗଡ଼ ମାରୱାଡି ଯୁବା ମଞ୍ଚ ତରଫରୁ ରବିବାର ସକାଳେ ଏକ ସାଇକେଲ ରେଲି ଆୟୋଜିତ ହୋଇଯାଇଛି । ହାଇସ୍କୁଲ ଖେଳ ପଡିଆରେ ସକାଳ ୬.୩୦ ସମୟରେ ବିଭିନ୍ନ ସ୍କୁଲ, କଲେଜ,
Read More...

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ଆକସ୍ମିକ ମୃତ୍ୟୁ

କୁଆମରା : ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ଖୁଣ୍ଟା କସ୍ତୁରବା ବାଳିକା ଛାତ୍ରୀନିବାସରେ ଜନୈକା ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କ ଗତକାଲି ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି । ଏହାର ପ୍ରତିବାଦରେ ଆଜି ରାସ୍ତା ଉପରେ ମୃତଦେହ ରଖି ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ସୂଚନା
Read More...

ମେଧାବୀ ଛାତ୍ରଛାତ୍ରୀଙ୍କୁ ନର୍ଥ ସାଉଥ୍ ଫାଉଣ୍ଡେସନ୍‌ ବୃତ୍ତି ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆମେରିକାରେ ସ୍ଥାପିତ ନର୍ଥ ସାଉଥ୍ ଫାଉଣ୍ଡେସନ୍‌ (ଏନ୍.ଏସ୍.ଏଫ୍)ର ରାଉରକେଲା ଶାଖା ତରଫରୁ ଗୋପବନ୍ଧୁ ପାଠାଗାର ଠାରେ ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ବୃତ୍ତି ପ୍ରଦାନ କରାଯାଇଛି । ଏନ୍. ଏସ୍. ଏଫ୍ ରାଉରକେଲା ଶାଖା ସଂଯୋଜକ ଲକ୍ଷ୍ମଣ
Read More...

ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦର ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଦାନ) : ଗୋପବନ୍ଧୁ ପାଠାଗାର ଏବଂ ଛେଣ୍ଡ ସାଂସ୍କୃତିକ ସଂଘର ମିଳିତ ସହଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ, ରାଉରକେଲା ଶାଖାର ବାର୍ଷିକୋତ୍ସବ ଗୋପବନ୍ଧୁ ପାଠାଗାରର ସମ୍ମିଳନୀ କକ୍ଷରେ ଉଦ୍‌ଘାଟିତ ହୋଇଯାଇଛି । ୩ ଦିନ ବ୍ୟାପୀ
Read More...

ଗୋପବନ୍ଧୁ ପାଠାଗାରରେ ଚାଲିଥିବା ତ୍ରିଦିବସୀୟ ପାଲା ସମ୍ମିଳନୀ ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୋପବନ୍ଧୁ ପାଠାଗାର ଏବଂ ଛେଣ୍ଡ ସାଂସ୍କୃତିକ ସଂଘର ମିଳିତ ସହଯୋଗରେ ଦୀର୍ଘ ୪ ଦିନ ଧରି ପାଠାଗାରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କବି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଓ ତ୍ରିଦିବସୀୟ ପାଲା ଗାୟକ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିନରେ
Read More...

ଉତ୍କଳ ସ୍ନେହୀ ମହିଳା ସମିତିର ସ୍ୱାସ୍ଥ୍ୟ ସଚେତନତା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସ୍ନେହୀ ମହିଳା ସମିତି ଓ ଛେଣ୍ଡସ୍ଥିତ ସଞ୍ଜିଭିତ୍ ହେଲଥ୍ କେୟାର ସେଣ୍ଟରର ମିଳିତ ସହଯୋଗରେ ଏକ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ହେଲଥ୍ କେୟାର ସେଣ୍ଟରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମହିଳା ସମିତିର ସଭାନେତ୍ରୀ ସବିତା ସାହୁଙ୍କ
Read More...

ବୋଲଧା ଗ୍ରାମର ମୁଖ୍ୟ ରାସ୍ତାର ଅବସ୍ଥା ବିପଦପୂର୍ଣ୍ଣ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ନାଗପଡା ପଞ୍ଚାୟତ ଅଧିନରେ ଥିବା ବୋଲଧା ଗ୍ରାମର ଗାଁ ବସ୍ତିରେ ଥିବା ମୁଖ୍ୟ ରାସ୍ତା ମରଣଜନ୍ତା ପାଲଟିଛି । ଏହି ଗାଁ ବସ୍ତିର ରାସ୍ତା ପିଡବ୍ଲୁଡି ରାସ୍ତାକୁ ସଂଯୋଗ କରୁଛି । ଗାଁ ବସ୍ତିର ରାସ୍ତାରୁ ପିଡବ୍ଲୁଡି
Read More...

ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟ ସଚେତନତା ଓ ମାଗଣା ଚିକିତ୍ସା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ଆସୁଥିବା ଧନ ସୁଳୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ଜନକଲ୍ୟାଣ କାରି ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଅବସରରେ ସ୍ଵାସ୍ଥ୍ୟ ସେବା ଓ ତତ୍ ସମ୍ପର୍କିତ ସଚେତନତା ପାଇଁ
Read More...

ମହିଳା ସ୍ନାତକ ମହାବିଦ୍ୟାଳୟରେ କଳା ଓ ବାଣିଜ୍ୟର ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ, ମହାବିଦ୍ୟାଳୟର ଦ୍ୱତୀୟ ଓ ତୃତୀୟ ବର୍ଷର ଛାତ୍ରୀମାନଙ୍କ ଦ୍ୱାରା ମହାବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇଥିବା ପ୍ରଥମ ବର୍ଷର ଉଭୟ କଳା ଓ ବାଣିଜ୍ୟର ଛାତ୍ରୀମାନଙ୍କୁ ସ୍ୱାଗତ
Read More...