Daily Archives

କିଭ୍‌ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଭ୍‍ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଜ ଗଠନରେ ମହାତ୍ମା ଗାନ୍ଧୀଙ୍କ ଶାନ୍ତିବାର୍ତ୍ତାର କାଳଜୟୀ ପ୍ରାସଙ୍ଗିକତା ଉପରେ ପ୍ରଧାନମନ୍ତ୍ରୀ
Read More...

ହିନ୍ଦୀ ଶିଖୁଥିବା ୟୁକ୍ରେନ୍‌ ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଭ୍ ସ୍ଥିତ ସ୍କୁଲ ଅଫ୍ ଓରିଏଣ୍ଟାଲ ଷ୍ଟଡିଜ୍‌ରେ ହିନ୍ଦୀ ଭାଷା ଶିଖୁଥିବା ୟୁକ୍ରେନ୍‌ର ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣାକୁ ପ୍ରୋତ୍ସାହିତ କରିବାରେ
Read More...

ପିଭିଟିଜି ବହୁଳ ଆଦିବାସୀ ଅଞ୍ଚଳରେ ସଚେତନତା ସୃଷ୍ଟି କରିବା ଏବଂ ସରକାରୀ ଯୋଜନାଗୁଡିକର ଶତ ପ୍ରତିଶତ ସନ୍ତୁଳନ…

ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୧୦, ୨୦୨୪ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଅଭିଯାନ୨୮.୭ ହଜାର ପିଭିଟିଜି ବସ୍ତିରେ ପ୍ରାୟ ୪୪.୬ ଲକ୍ଷ ବ୍ୟକ୍ତି (୧୦.୭ ଲକ୍ଷ ପରିବାର)ଙ୍କ ପାଖରେ ପହଞ୍ଚିବ ଅଭିଯାନଦେଶର ୧୯୪ଟି ଜିଲ୍ଲାର ୧୬,୫୦୦ ଗାଁ, ୧୫,୦୦୦ ଗ୍ରାମ ପଞ୍ଚାୟତ ଓ ୧୦୦୦ ତାଲୁକାକୁ ଏଥିରେ ସାମିଲ
Read More...

ୟୁକ୍ରେନ୍‌କୁ ଭୀଷ୍ମ କ୍ୟୁବ୍ ଉପହାର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନ୍ ସରକାରଙ୍କୁ ଚାରିଟି ଭୀଷ୍ମ (ଭାରତ ହେଲଥ୍‌ ଇନିସିଏଟିଭ୍ ଫର୍ ସହଯୋଗ ହିତ ଏବଂ ମୈତ୍ରୀ) କ୍ୟୁବ୍ ପ୍ରଦାନ କରିଛନ୍ତି । ୟୁକ୍ରେନ୍‌ର ରାଷ୍ଟ୍ରପତି ମହାମହିମ ଭୋଲୋଦିମିର ଜେଲେନସ୍କି ମାନବିକ ସହାୟତା ପାଇଁ
Read More...

ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଭ୍ ଠାରେ ୟୁକ୍ରେନ୍‌ର ରାଷ୍ଟ୍ରପତି ମହାମହିମ ଭୋଲୋଦିମିର ଜେଲେନସ୍କିଙ୍କୁ ସାକ୍ଷାତ କରିଛନ୍ତି । ମେରିନସ୍କି ପ୍ୟାଲେସରେ ପହଞ୍ଚିବା ପରେ ରାଷ୍ଟ୍ରପତି ଜେଲେନସ୍କି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଦୁଇ ନେତା
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ମାଈ ହାତୀର ମୃତ୍ୟୁ

ରେଢ଼ାଖୋଲ : ଚାଲିଗଲା ମାଈ ହାତୀର ଜୀବନ । ରେଢ଼ାଖୋଲ ଡିଭିଜନ, ନାକଟିଦେଉଳ ରେଞ୍ଜର ଏକ ଜଙ୍ଗଲରେ ଏହିଭଳି ଅଭାବନୀୟ ଘଟଣା ଘଟିଛି। ଚରତାପଶି ଗାଁ ନିକଟ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀର ପ୍ରାଣହାନି ଘଟିଛି। ହାତୀର ମୃତଦେହ ଉଦ୍ଧାର କରିଛି ବନବିଭାଗ । ଏହାର ବୟସ ୨୦ରୁ
Read More...

ଏକଲବ୍ୟ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକକୁ ମିଳୁନି ମଜୁରୀ ଟଙ୍କା : ପ୍ରତିବାଦ କରି କାର୍ଯ୍ୟ ବନ୍ଦ…

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା ) : ସରକାର ଶ୍ରମିକମାନଙ୍କ ମଜୁରୀ ଟଙ୍କା ଜୁଲାଇ ମାସରେ ବୃଦ୍ଧି କରିଥିବା ନେଇ ଘୋଷଣା କରିଥିବା ବେଳେ ଏ ପର୍ଯ୍ୟନ୍ତ ଗାଁ ଗହଳିର ଶ୍ରମିକମାନେ ସରକାରୀ ନିୟମ ଅନୁସାରେ ସେମାନଙ୍କର ମଜୁରୀ ଟଙ୍କା ସରକାରୀ ନିୟମ ଠାରୁ ମଧ୍ୟ କମ୍ ଟଙ୍କା
Read More...

ସୁଭଦ୍ରା ଯୋଜନାକୁ ନେଇ ବିଜେପି ସରକାରଙ୍କୁ ସମାଲୋଚନା କଲେ ନବୀନ

ଭୁବନେଶ୍ଵର : ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି 'ଗ୍ୟାରେଣ୍ଟି' ଦେଇଥିଲା। ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା, ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା। କହିଲେ ସବୁ ମହିଳା, ହେଲେ ପାଇବେ ଜମା ୩ଜଣରୁ ଜଣେ । ମା'ମାନଙ୍କୁ ଏହା କ'ଣ ବିଜେପିର ଗ୍ୟାରେଣ୍ଟି ବୋଲି
Read More...

ସମ୍ବଲପୁରରେ ମହାନଦୀକୁ ଡେଇଁପଡିଲେ ସ୍କୁଲ ଛାତ୍ରୀ

ସମ୍ବଲପୁର : ସମ୍ବଲପୁରରେ ଅଘଟଣ । ବ୍ରିଜ ଉପରେ ସାଇକେଲ ରଖି ମହାନଦୀକୁ ଡେଇଁଲେ ସ୍କୁଲ ଛାତ୍ରୀ । ଚାଉଁରପୁର ସ୍ଥିତ ମହାନଦୀର ଦ୍ୱିତୀୟ ସେତୁ ଉପରୁ ମହାନଦୀକୁ ଡେଇଁଲେ । ନିଖୋଜ ଛାତ୍ରୀଙ୍କ ପରିଚୟ ଅସ୍ପଷ୍ଟ । ଶନିବାର ସକାଳୁ ସମ୍ବଲପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ,
Read More...

ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକରେ ପି.ଏମ୍. ଜନମନ୍ ଯୋଜନା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ – ଜିଲ୍ଲାପାଳ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀ ଜନମନ୍ ଯୋଜନାରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଅନ୍ତର୍ଭୁକ୍ତ କରାଯାଇଛି । ପାତ୍ରପୁର ବ୍ଲକର ଆଦିବାସୀ ଅଧୂଷିତ ଅଞ୍ଚଳ ଯଥା - ତୁମ୍ବା, ବୁରାତାଲ, ଆଙ୍କୁଲି ଆଦି ତିନୋଟି ଗ୍ରାମ ପଞ୍ଚାୟତର ୧୨୨ଟି ଗାଁରେ ଖୁବ୍‌ଶୀଘ୍ର
Read More...