Daily Archives

ଖଲିଆପାଲି ଗ୍ରାମର ଗୋବିନ୍ଦ ନାଗଙ୍କ ଘରୁ ବିଷାକ୍ତ ଗୋଖର ନାଗ ସାପ ଉଦ୍ଧାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ବଡ଼ସାଇମରା ପଞ୍ଚାୟତ ଖଲିଆପାଲି ଗ୍ରାମର ଗୋବିନ୍ଦ ନାଗଙ୍କ ଘରେ ଏକ ବିଷାକ୍ତ ନାଗସାପ ରହିଥିବା ଘରଲୋକେ ଦେଖିବାକୁ ପାଇଥିଲେ । ସେମାନେ ସଇଁତଲା ବ୍ଲକ ଟିକ୍ରାପଡ଼ା ଗ୍ରାମର ଜଣାଶୁଣା ସାପଧରାଳି ଯୋଗୀ ରଣାଙ୍କୁ ଫୋନ୍‌ ଯୋଗେ ସୂଚନା
Read More...

‘ସୁଭଦ୍ରା’ ଯୋଜନା ପାଇଁ ଏସ୍‌ଓପି ଜାରି : ଗୃହରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ‘ସୁଭଦ୍ରା ଯୋଜନା’କୁ ନେଇ ରାଜ୍ୟରେ ବିଜେପି ସରକାର ଆସିବା ଦିନ ଠୁ ମହିଳାମାନେ ଅପେକ୍ଷା କରିଥିଲେ । ଆଜି ଏହି ଯୋଜନା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳାମାନଙ୍କୁ ବଡ ଖବର ଦେଇଛନ୍ତି । ପୂର୍ବରୁ ସୁଭଦ୍ରା ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ କରିଥିବା ବେଳେ ଏବେ
Read More...

ଖଲିଆକାନି ଗ୍ରାମରେ ସାମୁହିକ ଭାବେ ୩ ହଜାର ଫଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମାଁ ପାଇଁ ଗଛଟିଏ, ପରିବେଶ ବଞ୍ଚିଲେ ଆମେ ବଞ୍ଚିବା ଉଦ୍ଦେଶ୍ୟ ନେଇ ଭୋଇପଡ଼ା ଜନମୁକ୍ତି ଅନୁଷ୍ଠାନ ପକ୍ଷରୁ ଏକ ସାମୁହିକ ଫଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଖଳିଆକାନି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଜନମୁକ୍ତି
Read More...

ଅଭିଯୋଗକୁ ପ୍ରତ୍ୟାଖାନ କଲା ସେକ୍ଟର -୨ ଦୁର୍ଗାପୂଜା କମିଟି

ରାଉରକେଲା, (ସସ୍ମିତା ପ୍ରଧାନ) : ବିଭିନ୍ନ ଗଣମାଧ୍ୟମରେ ସେକ୍ଟର-୨ ଦୁର୍ଗାପୂଜା କମିଟିର ସାଧାରଣ ସମ୍ପାଦକ ବିରେନ୍ଦ୍ର ନାରାୟଣ ସ୍ୱାଇଁଙ୍କ ବିରୁଦ୍ଧରେ ଆସିଥିବା ଆର୍ଥିକ ହେରଫେର ଖବର ପ୍ରକାଶ ପାଇବା ପରେ, ଏନେଇ ପୂଜା କମିଟି ତରଫରୁ ସେକ୍ଟର-୨ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ଏକ
Read More...

ଖୋର୍ଦ୍ଧା ରୋଡ଼-ବଲାଙ୍ଗିର ରେଳ ଲାଇନ୍‌ ପ୍ରକଳ୍ପ – ଟନେଲ, ନିର୍ମାଣ କାର୍ଯ୍ୟର ପ୍ରମୁଖ ଆହ୍ୱାନ

ସମୁଦାୟ ପ୍ରକଳ୍ପର ୭୫ କିମି ମଧ୍ୟରେ ୦୭ ଗୋଟି ଟନେଲ ନିର୍ମାଣ କରାଯାଉଛି ।ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ସମସ୍ତ ଟନେଲ୍ ଅନ୍ତର୍ଭୁକ୍ତ ।ବୌଦ୍ଧ ଜିଲ୍ଲାର ୦୪ ଗୋଟି ଟନେଲ୍‌ ମଧ୍ୟରୁ ୦୩ ଗୋଟି ଟନେଲ୍‌ ଆଢେଣିଗଡ଼ ଓ ଚାରିଛକ ମଧ୍ୟରେ ।ଆଢେଣିଗଡ଼ ନିକଟରେ ଦୀର୍ଘତମ ଟନେଲ୍‌ର ଦୈର୍ଘ୍ୟ ୭୦୦
Read More...

କୁଶଙ୍ଗ ଡିଗ୍ରୀ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ ଠାରେ ଜାତୀୟ ସେବା ଶିବିର ଆନୁକୂଲ୍ୟରେ ଗତ ୧୭ ତାରିଖରୁ ଚାଲିଥିବା ମାଁ ନାମରେ ଗଛଟିଏ କାର୍ଯ୍ୟକ୍ରମଟି ଆଜି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ପ୍ରାୟ ୫୦ରୁ ଅଧିକ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ନିଜେ
Read More...

ଜୟପାଟଣାର ଅପହଞ୍ଚ ଇଲାକାରେ ପୁଣି ଝାଡ଼ାବାନ୍ତି : ଦୁଇ ମୃତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଟିଙ୍ଗୋପଖାନ ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ୨୭ଜଣ ପ୍ରଭାବିତଙ୍କୁ ୧୫ ଦିନ ନ ପୁରୁଣୁ ଏବେ ଜୟପାଟଣା ବ୍ଲକର ଭିନ୍ନ ଏକ ଅପହଞ୍ଚ ଇଲାକା ଭାଟିପାସ ଗ୍ରାମରେ ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି । ଧନସୁଲି ପଞ୍ଚାୟତ
Read More...

ଲାୟନ୍ସ କ୍ଲବ ପକ୍ଷରୁ ନୃସିଂହନାଥରେ ପ୍ରତିଷ୍ଠା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଲାୟନ୍ସ କ୍ଲବର ପ୍ରତିଷ୍ଠା ଦିବସ ଦାଦିଜୀ ହୋଟେଲ ରେମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଗୋବର୍ଦ୍ଧନ ଅଗ୍ରୱାଲ ନେତୃତ୍ଵରେ ସଭା ଆୟୋଜନ ହୋଇଥିଲା । ମୁଖ୍ୟଅତିଥି ଭାବେ ପ୍ରଦୀପ ବଂଶଲ,
Read More...

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମଗ୍ର ଶିକ୍ଷା ବରଗଡ଼ ସୌଜନ୍ୟରୁ ଓ ରାଜ ବୋଡ଼ାସମ୍ବର ବ୍ଲକ ଶିକ୍ଷା ଆନୁକୁଲ୍ୟରେ ଛାତ୍ରଛାତ୍ରୀଙ୍କର ବୈଜ୍ଞାନିକ ଓ ଆବିଷ୍କାର ମନୋବୃତ୍ତିକୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ସମ୍ପର୍କିତ ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା
Read More...

ଶ୍ରୀ ହରିନାମ ପ୍ରଚାର ସମିତି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରବଚିକା ତଥା ସୁଲେଖିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀ ହରିନାମ ପ୍ରଚାର ସମିତି ପକ୍ଷରୁ ସ୍ଥାନୀୟ ବିଷ୍ଣୁମୁଣ୍ଡା ସ୍ଥିତ ଅନ୍ନପୂର୍ଣ୍ଣା ନଗରରେ ବୃକ୍ଷରୋପଣ କରାଯାଇଥିଲା । ଶ୍ରୀହରିନାମ ପ୍ରଚାର ସମିତିର ପ୍ରତିଷ୍ଠାତା ସଭାପତି ଏଲୋରା ମିଶ୍ରଙ୍କ
Read More...