Daily Archives

“ଏକ ପେଡ୍ ମାଁ କେ ନାମ୍” : ବୁଢ଼ୀପଦରରେ ବିଶ୍ଵ ପରିବେଶ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ତଥା ପଞ୍ଚାୟତ ସମିତି, ଲୋଇସିଂହା ତରଫରୁ ବୁଢ଼ୀପଦର ଖେଳପଡିଆ ଠାରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ଭାରସାମ୍ୟ ହରାଇ ଘାଟିକୁ ଖସିଲା ସ୍କୁଲ ବସ୍ : ୬ ମୃତ, ୨୨ ଆହତ

ଲେହ : ଲଦାଖର ଲେହରେ ଏକ ବଡ଼ ଦୁର୍ଘଟଣାର । ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ପୁଲିସର ସୂଚନା ଅନୁସାରେ ବସ୍‌ଟି ୨୦୦ ମିଟର ଗଭୀର ଘାଟିକୁ ଖସି ପଡ଼ିବାରୁ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ଖବର ପାଇ ସୁରକ୍ଷାବାହିନୀର
Read More...

କୁଖ୍ୟାତ ଅପରାଧୀ ସୌମ୍ୟରଞ୍ଜନ ଦାଶଙ୍କୁ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ କିଛି ଦିନ ହେଲା ଅପରାଧୀ ସକ୍ରିୟ ହୋଇପଡ଼ିଛନ୍ତି । ଏତିକି ବେଳେ ସହରର କୁଖ୍ୟାତ ଅପରାଧୀ ସୌମ୍ୟରଞ୍ଜନ ଦାଶ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡ଼ିଛି । ବୁଧବାର ରାତି ପ୍ରାୟ ୯ଟା ସମୟରେ ମାରଣାସ୍ତ୍ରରେ ସୌମ୍ୟଙ୍କ ଉପରେ ଆକ୍ରମଣ
Read More...

ଅର୍ଦ୍ଧଦଗ୍ଧ ଶିଶୁକନ୍ୟାର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ପଦ୍ମପୁର, (ନିରୋଜ କୁମାର ପାଣୀ ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଗୁରୁଣ୍ଡା ଗ୍ରାମର ଲିଲି ଛତର (୧୦) ଗତ ଅଗଷ୍ଟ ୧୫ ତାରିଖରେ ଗରମ ଭାତ ହାଣ୍ଡିରେ ପଡିଯିବାରୁ ଗରମ ତୋରାଣି ପଡ଼ି ୩୨ ପ୍ରତିଶତ ଦେହ ପୋଡ଼ିଯାଇଥିଲା । ତାକୁ ସେହିଦିନ ପ୍ରଥମେ ପଦ୍ମପୁର ଉପଖଣ୍ଡ
Read More...

ଏକ ପେଡ୍‌ ମାଁ କେ ନାମ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଏକ ପେଡ୍‌ ମାଁ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଳାନାଥ ବେହେରା,
Read More...

ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବରିଷ୍ଠ ନାଗରିକ ସଂଘ ଟିଟିଲାଗଡ ଆନୁକୂଲ୍ୟରେ ସ୍ଥାନୀୟ ଜୈନ ଭବନ ଠାରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବିଶିଷ୍ଟ ଅତିଥି
Read More...

ଡ୍ୟାଫୋଡିଲ୍ ଦିବସ

ଡେଲାଙ୍ଗ, (କେପିଏନ୍‌ଏସ୍‌) : ଡ୍ୟାଫୋଡିଲ୍, ପିଆଜ ଭଳି ଏକ ବଲ୍ବ (ଗୋଲାକୃତି ମୂଳ) ସୃଷ୍ଟି କରୁଥିବା ଉଦ୍ଭିଦ । ଏହି ଫୁଲ ତୂରୀ ପରି ଏବଂ ଏହାର ଶୋଭା ପାଇଁ ବହୁଳ ଭାବରେ ଚାଷ କରାଯାଏ, ଯାହା ବସନ୍ତ ଋତୁରେ ଉତ୍ପନ୍ନ ହୁଏ । ଡ୍ୟାଫୋଡିଲ୍ ଉତ୍ତର ୟୁରୋପରେ ମୂଳତହ ଉପ୍ତନ୍ନ ଏବଂ ସମଗ୍ର
Read More...

କୋଟି ଓଡିଆଙ୍କ ମଉଡମଣି ପ୍ରଭୁଜଗନ୍ନାଥ ଗ୍ରନ୍ଥାବଳୀ ଉନ୍ମୋଚନ

କୁଞ୍ଜବିହାରୀ ରାଉତଙ୍କୁ ସୁସାମ୍ବାଦିକ ସମ୍ମାନ ରାଉରକେଲା, (ସସ୍ମିତା ପ୍ରଧାନ) : କଳ୍ପନା ସାହିତ୍ୟ ସଂସ୍କୃତି ଓ ସାମାଜିକ ପରିଷଦ ପକ୍ଷରୁ 'କୋଟି ଓଡ଼ିଆଙ୍କ ମଉଡମଣି ପ୍ରଭୁ ଜଗନ୍ନାଥ ଗ୍ରନ୍ଥାବଳୀ' ର ଶୁଭ ଉନ୍ମୋଚନ ସମାରୋହ ଓ ରକ୍ଷାବନ୍ଧନ ଭୁବନେଶ୍ୱର ବୁଲନଭାଇ ସେବା ସଦନ ଠାରେ
Read More...

ବିଦ୍ୟୁତ୍‌ ସର୍ଟ ସାର୍କିଟ୍‌ ଲାଗି ଜଳିଗଲା ଘର : ଲକ୍ଷାଧିକ ଟଙ୍କାର କ୍ଷତି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଇଲେକ୍ଟ୍ରିକ୍ ସର୍ଟ ସାର୍କିଟ୍ ଯୋଗୁଁ ଜଳିଗଲା ଘର । ଫଳରେ ଘରେ ଥିବା ଜିନିଷ ପତ୍ର ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ଜଣାପଡ଼ିଛି । ଗୋଟିଏ ଗୋଟିଏ ଟଙ୍କା ସଞ୍ଚୟ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । ଜାଣି ନଥିଲେ
Read More...

ଭାରତ ବନ୍ଦକୁ ସମର୍ଥନ କରି ଆଦିବାସୀ ଦଳିତ ସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା

ସଇଁତଲା, (ପ୍ରମୋଦ ସେଲମା) : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସଂରକ୍ଷଣର ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ନେଇ ବିବାଦ ସୃଷ୍ଟି ହେବା ପରେ ଏହାର ପ୍ରତିବାଦରେ ଆଦିବାସୀ ଦଳିତ ସଂଘ ସଇଁତଲା ବ୍ଲକ ତରଫରୁ ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ କରି ଜାତୀୟ ରାଜପଥ ୨୬ ନମ୍ବରକୁ ଅବରୋଧ କରି
Read More...