shyamal
Daily Archives

ବାରବନ୍ଧରେ ଦିବ୍ୟାଙ୍ଗ ସମୁଦୀଙ୍କ ପରିବାରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୨ ପୁଅ ସହ ସମୁଦୀଙ୍କୁ କୋର୍ଟ ଚାଲାଣ, ଜେଲ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଏକ ସାମାନ୍ୟ ପାରିବାରିକ କଳହକୁ କେନ୍ଦ୍ର କରି ନିଜ ଦିବ୍ୟାଙ୍ଗ ସମୁଦୀଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ କରି ଦୁଇ ପୁଅ ସହ ଜଣେ ସମୁଦୀ ଗିରଫ ପରେ କୋର୍ଟ ଚାଲାଣ ସହ ଜେଲ ଯିବା ଚର୍ଚ୍ଚାର ବିଷୟ ହୋଇଛି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବାରବନ୍ଧ
Read More...

ଯୁବ କୁଲୁତା ସମାଜ ତରଫରୁ ରକ୍ତଦାନ ସହ ଚାରା ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଭୀମ ଭୋଇ ରକ୍ତଭଣ୍ଡାରରେ ୨ ୟୁନିଟ ରକ୍ତଦାନ କରାଗଲା । ଆଜି ଦିନରେ ରକ୍ତଦାନ କରି ଜନ୍ମ ଦିନ ପାଳନ କରିବାକୁ କିଛି ଯୁବକ ଆଗେଇ ଆସିଛନ୍ତି । ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ
Read More...

ଟୋଏଲେଟ୍‌ରେ ବି ଗଦା ଗଦା ଟଙ୍କା : ଭିଜିଲାନ୍ସ ହାତରେ ରେଞ୍ଜର ବିଭୁଦାନନ୍ଦ ମିଶ୍ର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଢେଙ୍କାନାଳ ରେଂଜର ବିଭୁଦାନନ୍ଦ ମିଶ୍ର । ଭୁବନେଶ୍ୱରରେ ଦାମୀ ଫ୍ଲାଟ୍‌, ବହୁତଳ ବିଶିଷ୍ଟ କୋଠା ଭିଜିଲାନ୍ସ ଠାବ କରିଥିବା ବେଳେ ବିଭୁଦାନନ୍ଦଙ୍କ ଟୋଏଲେଟ୍‌ ଫ୍ଲସ୍‌ ଭିତରୁ ବି
Read More...

‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲାର ୬୫୬ରୁ ଅଧିକ ଛାତ୍ରଛାତ୍ରୀ ହେବେ ପୁରସ୍କୃତ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସେପ୍ଟେମ୍ବର ୫ ତାରିଖ ତଥା ପବିତ୍ର ଗୁରୁ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଆନୁକୂଲ୍ୟରେ ରାଜ୍ୟ ଓ ଜିଲ୍ଲାସ୍ତରରେ ପାଳନ କରାଯିବାକୁ ଥିବା 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ'
Read More...

ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ

ଭଞ୍ଜନଗର : ତାରାସିଂ ଥାନା ଅଧୀନ ନୂଆ ବାଙ୍କତରା ଗ୍ରାମରେ ଜମିରେ ପାଣି ମଡାଇବାକୁ ନେଇ ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ବେଳେ ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ କବିରାଜ ଗୌଡ଼ (୪୫) । ସୂଚନା ମୁତାବକ
Read More...

ନନ୍ଦନକାନନରେ ଟୟ ଟ୍ରେନ୍ ବନ୍ଦ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଶିଶୁ ରେଳଗାଡ଼ି (ଟୟ ଟ୍ରେନ୍) ଚଳାଚଳ ଗତ ୧୩ ତାରିଖରୁ ବନ୍ଦ ହୋଇଛି । ତେବେ କେଉଁ କାରଣରୁ ବନ୍ଦ ରହିଛି କର୍ତ୍ତୃପକ୍ଷ କହୁନାହାନ୍ତି । ଗଲା ଜାନୁଆରୀରେ ବ୍ୟାଟେରୀ ଖରାପ ହେବା କାରଣ ଦର୍ଶାଇ ପ୍ରାୟ ୩ ମାସ ଶିଶୁ ରେଳଗାଡ଼ି ବନ୍ଦ ରହିଥିଲା । ତେବେ
Read More...

ରାଇଘର ବ୍ଲକ ଅଧ୍ୟକ୍ଷ ପଦ ନିର୍ବାଚନରେ ବାଜି ମାରିଲା ବିଜେଡି

ରାଇଘର, (ରାମଡୁଆଲ ସିହ୍ନା) : ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତ୍ତୀ ରାଇଘର ବ୍ଲକରେ ଖାଲି ପଡ଼ିଥିବା ଅଧ୍ୟକ୍ଷ ପଦ ପାଇଁ ବିଜେଡି ଓ ବିଜେପି ପକ୍ଷରୁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଗୁପ୍ତ ପ୍ରସାଦ ଝାଙ୍କର ଓ ବିଜେପି
Read More...

ଓଲଟିଲା ଟିଣ ବୋଝେଇ ଟ୍ରକ୍, ଜଣେ ମୃତ

ଫୁଲବାଣୀ : କଳିଙ୍ଗା ଘାଟୀରେ ଭାରସାମ୍ୟ ହରାଇ ଓଲଟିଲା ଟିଣ ବୋଝେଇ ଟ୍ରକ୍ । ଘଟଣା ସ୍ଥଳରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ପରିଚୟ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ, ଏକ ଟିଣ ବୋଝେଇ ଟ୍ରକ କଳିଙ୍ଗା ଘାଟୀରୁ ଭଞ୍ଜନଗର ଅଭିମୁଖେ ଯାଉଥିଲା ।
Read More...

କୋଇଡା ପ୍ରେସ କ୍ଲବ ପକ୍ଷରୁ ସବୁଜ ବିପ୍ଳବ କାର୍ଯ୍ୟକ୍ରମ

କୋଇଡା, (ସମ୍ବିତ ଜେନା) : ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ଡେଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟରେ କୋଇଡା ପ୍ରେସ କ୍ଲବ ପକ୍ଷରୁ ସବୁଜ ବିପ୍ଳବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋଇଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରେଖା ପାତ୍ର ମୁଖ୍ୟ ଅତିଥି ରୂପେ
Read More...

କଟାବାହାଲ ଠାରେ “ମାଁ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, ( ନିରୋଜ କୁମାର ପାଣୀ ) : ଦିନକୁ ଦିନ ପରିବେଶ ବିଗିଡିବାରେ ଲାଗିଛି । କେଉଁଠି ଅତ୍ୟଧିକ ବର୍ଷା ଫଳରେ ଧନ ଜୀବନ ନଷ୍ଟ ହେଉଛି ତ କେଉଁଠି ବର୍ଷା ନେହେବା କାରଣରୁ ବ୍ୟାପକ ଫସଲ ନଷ୍ଟ ହେଉଛି । ଅତ୍ୟଧିକ ତାପମାତ୍ରା ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି
Read More...