Daily Archives

ମୁରିବାହାଲ ବ୍ଲକ ଅଞ୍ଚଳରେ ୧୨ଘଣ୍ଟିଆ ଭାରତ ବନ୍ଦ ଡାକରା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦ୍ଵାରା ଦିଆଯାଇଥିବା ଏସ୍‌ସି ଓ ଏସ୍‌ଟି ସଂରକ୍ଷଣ ବିରୋଧି ରାୟକୁ ନିନ୍ଦା ତଥା ବିରୋଧ କରି ଆଜି ଅଗଷ୍ଟ ୨୧ ତାରିଖ ବୁଧବାର ଦିନ ଦିଆଯାଇଥିବା ଭାରତ ବନ୍ଦ ଡାକରାରେ ବଲାଙ୍ଗିର ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ମିଳିତ
Read More...

ଡ. ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ଦାବିରେ କେସିଙ୍ଗା ଟେଣ୍ଟ, ଲାଇଟ୍, ଫ୍ଲାୱାର ଆଣ୍ଡ ଡିଜେ ସଂଘ ପକ୍ଷରୁ…

କେସିଙ୍ଗା, (ପ୍ରୀତେଶ ପଟେଲ) : କଲିକତାର ଏକ ଘରୋଇ ଡାକ୍ତରଖାନାରେ ଟ୍ରେନିଂ ନେଉଥିବା ଜଣେ ଯୁବ ମହିଳା ଡାକ୍ତରଙ୍କୁ ଗଣ ବଳାତ୍କାର ପରେ ବିଭତ୍ସ ହତ୍ୟା କରାଯିବାକୁ ନେଇ ସାରା ଦେଶରେ ଓ ବିଶ୍ଵରେ ଡାକ୍ତରଙ୍କ ସୁରକ୍ଷା ପାଇଁ ପ୍ରତିବାଦ ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଜାରି ରହିଛି । ଏହି ଘଟଣାକୁ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ଡିଜିଟାଲ ଯୁଗରେ ଫଟୋ ସାମ୍ବାଦିକତା’ର ଭୂମିକା ଉପରେ ୱେବିନାର୍‌…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ 'ଡିଜିଟାଲ ଯୁଗରେ ଫଟୋ ସାମ୍ବାଦିକତା'ର ଭୂମିକା ପ୍ରସଙ୍ଗରେ ଏକ ୱେବିନାର୍‌ ମାଧ୍ୟମରେ ଆଲୋଚନାଚକ୍ର ହୋଇଥିଲା ।
Read More...

ସୁପ୍ରିମ କୋର୍ଟଙ୍କ ନିଷ୍ପତିକୁ ବିରୋଧ କରି କେସିଙ୍ଗାରେ ଆଦିବାସୀ ଓ ହରିଜନ ସୁରକ୍ଷା ସଂଘ ପକ୍ଷରୁ ଭାରତ ବନ୍ଦ ଡାକରା

କେସିଙ୍ଗା, (ପ୍ରୀତେଶ ପଟେଲ) : ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟରେ ଚଳିତ ମାସ ୧ତାରିଖ ଦିନ ଏକ ରାୟ ପ୍ରକାଶ ପାଇଥିଲା । ଏହି ରାୟ ଅନୁସାରେ ଆଦିବାସୀ ଓ ହରିଜନ ମାନଙ୍କ ଜାତି ଭିତ୍ତିକ ସଂରକ୍ଷଣକୁ ପରିବର୍ତ୍ତନ କରି ଆର୍ଥିକ ଭିତ୍ତିକ ସଂରକ୍ଷଣ ଦିଆଯିବ ବୋଲି ପ୍ରକାଶ
Read More...

ଯୁବ ବ୍ୟବସାୟୀ ସୁନିଲ ଅଗ୍ରୱାଲଙ୍କ ହୃଦଘାତରେ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ବିଶିଷ୍ଟ ବ୍ୟବସାୟୀ ସୁନୀଲ ଅଗ୍ରୱାଲ(୪୩)ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ଶ୍ରୀ ଅଗ୍ରୱାଲ ପାଇକମାଲ ମୁଖ୍ୟ ଛକ ସାମନାରେ ପାନ ମସଲା ହୋଲସେଲ ଦୋକାନ କରିଥିଲେ । ଗତ ମଙ୍ଗଳବାର ଦିନ ସକାଳୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା
Read More...

ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳରେ ମଦ ମୃତ୍ୟୁ ମାମଲା ରାଜରାସ୍ତା ତେଜିଲା ଆନ୍ଦୋଳନ

ରାଜରାସ୍ତାରେ ପରିବାର ଓ ଗ୍ରାମବାସୀ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଚିକିଟି ପେଣ୍ଠ ଅଞ୍ଚଳରେ ବିଷାକ୍ତ ମଦ ପିଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୩ ଜଣରୁ ଅଧିକ ଲୋକ ଅସୁସ୍ଥ ହୋଇଥିବାର ଜଣାପଡିଛି । ତନ୍ମଧ୍ୟରୁ ୧୬ ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ଼
Read More...

ଓଡ଼ିଶାର ପ୍ରତିଷ୍ଠିତ ନିୟୁଜ ଏଜେନ୍ସି ଇପିଏର ପ୍ରତିଷ୍ଠାତା ଅନୀଲ ମିଶ୍ରଙ୍କ ପରଲୋକ

ଆଜି ସ୍ୱର୍ଗଦ୍ଵାରରେ ତାଙ୍କ ଅନ୍ତେଷ୍ଟି-କ୍ରିୟା ସମ୍ପନ୍ନ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱରରୁ ପ୍ରକାଶ ପାଇ ଆସୁଥିବା ସାପ୍ତାହିକ ସମ୍ବାଦ ପତ୍ର ଇପିଏ ୱିକଲିର ମୁଖ୍ୟ ସମ୍ପାଦକ ଅନୀଲ ମିଶ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି
Read More...

ନୂଆ ଡିଜିପିଙ୍କୁ ଭେଟିଲେ କନକ ବର୍ଦ୍ଧନ

ଭୁବନେଶ୍ଵର : ଆଜି ଲୋକ ସେବା ଭବନରେ ଓଡିଶାର ନୂଆ ଊଏଚ ଯୋଗେଶ ବହାଦୁର ଖୁରାନିଆଙ୍କୁ ଭେଟି ସ୍ଵାଗତ ଜଣାଇଛନ୍ତି ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଏହି ଅବସରରେ ରାଜ୍ୟର ଆଇନ ଶୃଙ୍ଖଳା ଓ ସୁରକ୍ଷାକୁ କେମିତି ସୁଦୃଢ କରିହେବ ସେ ବିଷୟକୁ ନେଇ ଆଲୋଚନା କରିଥିଲେ ନୂଆ
Read More...

ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ବରିଷ୍ଠ ନାଗରିକ ମଞ୍ଚ ତରଫରୁ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଟାଙ୍ଗଣାପଲ୍ଲୀ
Read More...

ବିଶ୍ୱ ବରିଷ୍ଠ ନାଗରିକ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୨୧ ଅଗଷ୍ଟରେ 'ବିଶ୍ୱ ବରିଷ୍ଠ ନାଗରିକ ଦିବସ' ପାଳନ କରାଯାଏ । ୧୯୯୧ରେ ପ୍ରଥମ ଥର ପାଇଁ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଦିନଟି ବୟସ୍କଙ୍କ ଉପରେ ପ୍ରଭାବ ପକାଉଥିବା କାରଣ ତଥା ସ୍ୱାସ୍ଥ୍ୟ ପ୍ରତି ଅବନତି ଏବଂ ବୟସ୍କଙ୍କ ଉପରେ
Read More...