Daily Archives

ବଲାଙ୍ଗିର ନୂଆଁପଡା ରେଳପଥ ନିର୍ମାଣ ଶୀଘ୍ର ଆରମ୍ଭ ହେଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କୋଶଳାଂଳର ବରପୁତ୍ର ସ୍ୱର୍ଗତ ନିମାଇଁ ଚରଣ ପାଣିଗ୍ରାହୀଙ୍କ ବିୟୋଗରେ
Read More...

ମନ୍ଦିର ଦର୍ଶନ କରିଯିବା ହେଲା କାଳ : ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ହନୁପାଲି ଗାଁ ନିକଟ ପୋଲ ପାଖରେ ବାଇକ୍‌ ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ମୃତକ ହେଲେ ବରଗଡ ଜିଲ୍ଲା ବୁଡ଼େନ ଥାନା ଗୋଏଲଗୁଡ଼ା ଗାଁର ମଣ୍ଟୁ କାମତି(୨୭) ବୋଲି ଜଣାଯାଇଛି ।
Read More...

ଟାଇକଣ୍ଡୋ ସଂଘର ବଡ ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ତା.୧୬.୦୮.୨୦୨୪ ଓ ତା.୨୭.୦୮.୨୦୨୪ ଧରି କେନ୍ଦୁଝରର ନିର୍ମଳା କନ୍‌ଭେନ୍ଟ ସ୍କୁଲରେ ସି. ଆଇ. ଏସ୍‌. ସି. ଇ ରେଜିଓନାଲ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅସୀମ ଟାଇକଣ୍ଡୋ ଏକାଡେମୀର ଛାତ୍ର ଶ୍ରେୟାଂଶ କୁମାର ସିଂ ଭଞ୍ଜ (୧୪ ବର୍ଷରୁ
Read More...