Daily Archives

ଯୁବତୀ ଚାଲାଣ ରାକେଟର ପର୍ଦ୍ଦାଫାସ କଲା ସୁନ୍ଦରଗଡ଼ ପୋଲିସ : ୬ ଜଣ ଦଲାଲ ଗିରଫ, କୋର୍ଟ ଚାଲାଣ

ସୁନ୍ଦରଗଡ଼, (ଦେବେନ୍ଦ୍ର ପୁରୋହିତ) : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଓ ରାଜଗାଙ୍ଗପୁର ଅଂଚଳରୁ ଯୁବତୀ ଚାଲାଣ ରାକେଟ୍‌କୁ ସୁନ୍ଦରଗଡ଼ ପୋଲିସ ଠାବ କରିବାରେ ସକ୍ଷମ ହୋଇଛି । ଏନେଇ ରାଜଗାଙ୍ଗପୁର ଏସ୍‌ଡିପିଓ ଆଶୁତୋଷ ପାଣିଗ୍ରାହୀ କୁତ୍ରା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣା
Read More...

ବିଶ୍ୱ ମଶା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମ୍ୟାଲେରିଆ ରୋଗ ବ୍ୟାପିବା ପାଇଁ ମଶା କୀଟ ଦାୟୀ, ଏହି ରୋଗ ଯାହା ପ୍ରତିବର୍ଷ ୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥାଏ । ୧୮୯୭ ମସିହାରେ ଯେତେବେଳେ ରୋନାଲଡ୍ ରସ୍ ଆବିଷ୍କାର କଲେ ଯେ, ମ୍ୟାଲେରିଆ ସଂକ୍ରମଣ ମଶାମାନଙ୍କ ଦ୍ଵାରା ହୁଏ, ସେତେବେଳେ ଏହି
Read More...

କୁଟାସିଂହାରେ ରକ୍ଷାବନ୍ଧନ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଜି ଆଗଲପୁର ବ୍ଲକର କୁଟାସିଂହାଠାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଆନୁକୂଲ୍ୟରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‌ଶାଖାକାର୍ଯ୍ୟବାହ ପ୍ରେମାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂଘର
Read More...

ଆମ ଓଡ଼ିଶା ଓ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ ପାଳିତ

ପାଟଣା, (କେପିଏନ୍‌ଏସ୍‌) : ଆମ ଓଡ଼ିଶା ଓ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ ତଥା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପୁଣ୍ୟ ଜନ୍ମ ତିଥି ପାଟଣା ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ଠାରେ ପୂର୍ବାହ୍ନ ୧୦ଟା ସମୟରେ ସମ୍ବାଦ-ଆମ ଓଡିଶା ସଂଯୋଜକ ମହେଶ୍ୱର
Read More...

ଆଗଲପୁର ସାହିତ୍ୟ ଘର ଆନୁକୂଲ୍ୟରେ ରକ୍ଷାବନ୍ଧନ ନିଶା ନିବାରଣ ବ୍ରତ ପାଳନ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବ୍ଲକ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ଡୁଡୁକାସ୍ଥିତ ପଲ୍ଲୀଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ରକ୍ଷାବନ୍ଧନ ନିଶା ନିବାରଣ ବ୍ରତ ପାଳିତ ହୋଇଯାଇଛି । ଆଗଲପୁର ବ୍ଲକ ସାହିତ୍ୟ ଘର ସଭାପତି ତଥା ଆଦର୍ଶ ଶିକ୍ଷକ ଯୋଗୀନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ବ୍ରହ୍ମାକୁମାରୀ ସଂସ୍ଥାନରେ ନିଆରା ରାକ୍ଷୀ ପୂର୍ଣ୍ଣିମା ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ପରିସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ନିଆରା ଧର୍ମୀ ପ୍ରଥାରେ ଭଉଣୀମାନେ ଭାଇମାନଙ୍କୁ ରାକ୍ଷୀ ବାନ୍ଧି ଭାଇଙ୍କର ଶୁଭ ମନାସୀଛନ୍ତି । ଈଶ୍ୱରୀୟ ଭାବନା ନେଇ ସମସ୍ତ
Read More...

ଗୌଡମାଲ ଗ୍ରାମରେ ୭୮ତମ ଝୁଲଣ ଯାତ୍ରା ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଗୌଡ଼ମାଳ ଗ୍ରାମରେ ୭୮ ବର୍ଷ ହେବ ଝୁଲଣ ଯାତ୍ରା ପାଳିତ ହୋଇଆସୁଛି । ଗୌଡମାଲ ଗ୍ରାମରେ ବିଗତ ବହୁବର୍ଷ ପୂର୍ବେ ଗାଈ ଗୋରୁଙ୍କୁ ବିଭିନ୍ନ ମହାମାରୀର ରୋଗରେ ଆକ୍ରାନ୍ତ ହେଉଥିଲେ । ସେଥିପାଇଁ ଗାଈ ଗୋରୁଙ୍କ
Read More...

କିଶୋରୀଚରଣ ଦାସଙ୍କ ଜନ୍ମ ଶତବାର୍ଷିକ ଆଲୋଚନା ଚକ୍ର

ଓଡ଼ିଆ କଥା ସାହିତ୍ୟରେ କିଶୋରୀଚରଣ ହେଉଛନ୍ତି ସଂଭ୍ରାନ୍ତ ସ୍ୱର କଟକ, (କେପିଏନ୍‌ଏସ୍‌) : ଓଡ଼ିଆ କଥା ସାହିତ୍ୟରେ କଥାଶିଳ୍ପୀ କିଶୋରୀଚରଣଙ୍କ ସ୍ୱର ବେଶ୍ ପ୍ରଭାବଶାଳୀ । ସମ୍ଭ୍ରାନ୍ତପଣ ତାଙ୍କ କଥା ସାହିତ୍ୟର ବିଶେଷତ୍ୱ । ମଧ୍ୟବିତ୍ତ ଓ ଉଚ୍ଚମଧ୍ୟବିତ୍ତ ଜୀବନର ସମସ୍ୟାକୁ ତାଙ୍କ
Read More...

କେନ୍ଦ୍ର ସାହିତ୍ୟ ଏକାଡେମୀର ପୁସ୍ତକ ଉନ୍ମୋଚନ ଓ କବିସନ୍ଧି କାର୍ଯ୍ୟକ୍ରମ

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ସ୍ଥିତ ପ୍ରେକ୍ଷାଳୟରେ ପୁସ୍ତକ ଉନ୍ମୋଚନ ଏବଂ କବିସନ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ଦ୍ୱାରା ରଚିତ ଇଂରାଜୀ କାବ୍ୟ ଦ୍ରୌପଦୀ : ଦି
Read More...

ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଳିଙ୍ଗଙ୍କ ହସ୍ତକ୍ଷେପ ପରେ ଆସିଲା ମୃତଦେହ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ନିର୍ବାଚନ ମଣ୍ଡଳର ପୁଇଁତଲା ବ୍ଲକ୍‌ର ରାକ୍ସି ମୁଣ୍ଡା ଗ୍ରାମର ଜଗନ୍ନାଥ ବାଗ କାମ ଅନ୍ୱେଷଣରେ ତାମିଲନାଡୁର ଇରୋଡ୍ ସ୍ଥିତ ଏଜିଟି ନାମକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେଠାରେ ସେ କାମ କରୁଥିବା ବେଲେ ଗୁରୁତର ଅସୁସ୍ଥ ହୋଇ ଇରୋଡ଼ ସ୍ଥିତ
Read More...