shyamal
Daily Archives

ପାଇକମାଲ ପଞ୍ଚାୟତ ସମିତିର ସପ୍ତମ ବୈଠକ : ପିସି କାରବାରକୁ ନେଇ ହଟ୍ଟଗୋଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ପଞ୍ଚାୟତ ସମିତିର ସପ୍ତମ ବୈଠକ ବ୍ଲକ ସଭାଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଚେୟାରମେନ ଭାବନା ସିଂ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ପଦ୍ମପୁର
Read More...

ବଲାଙ୍ଗିର ପୋଲିସ ହାତରେ ଧରାପଡ଼ିଲେ ଏମ୍‌ଡ଼ିଏମ୍‌ ଚାଉଳ ଚୋର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୋଲିସ ହାତରେ ଧରାପଡ଼ିଛନ୍ତି ଏମ୍‌ଡ଼ିଏମ୍‌ ଚାଉଳ ଚୋର । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ରିନ୍‌ବଚନ ଗ୍ରାମର ସ୍କୁଲରୁ ଏମ୍‌ଡ଼ିଏମ୍‌ ଚାଉଳ ଚୋରି ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ୍‌ କରିଥିବା ଜଣାପଡ଼ିଛି
Read More...

ବିଦ୍ୟୁତ୍ ଆଘାତରେ ମୃତ ଯୁବକର ଶବ ରଖି ଆନ୍ଦୋଳନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର କିଶୋର ପଡା ଅନ୍ତର୍ଗତ ଜଳନ୍ଧର ପାତ୍ରଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହେବା ଫଳରେ, ଶବକୁ ଜୟପାଟଣା ମୁଖ୍ୟରାସ୍ତାରେ ରଖି ଲୋକେ ଆନ୍ଦୋଳନ କରୁଥିବାର ଦେଖିବାକୁ ମିଳିଛି । ଫଳରେ ରାସ୍ତାରେ ଉଭୟ ପାର୍ଶ୍ଵରେ ଶହ ଶହ ଯାନ ଅଟକି ରହିଥିବା ବେଳେ
Read More...

ଯୁବ କୁଲୁତା ସମାଜ ତରଫରୁ ବୃକ୍ଷରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଲକ କୁସଙ୍ଗ ଡିଗ୍ରୀ କଲେଜରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜ ଅଧ୍ୟକ୍ଷ ବିଜୟ କୁମାର କଲେତ, ଡ. ଲକ୍ଷ୍ମଣ ମେହେର ଅତିଥି ରୂପେ ଯୋଗଦାନ ଦେଇ ପରିବେଶ ସୁରକ୍ଷା ପାଇଁ
Read More...

ଦିବ୍ୟାଙ୍ଗ ହ୍ୱିଲ୍‌ ଚେୟାର କ୍ରିକେଟ୍‌ ଖେଳାଳୀ ଯୁଧିଷ୍ଠିର ପଧାନ ଭୁବନେଶ୍ୱରରେ ରାଜସ୍ୱ ମନ୍ତ୍ରୀଙ୍କ ଦ୍ଵାରା…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଆଥଲେଟିକ୍‌, ହକି, କ୍ରିକେଟର୍‌ମାନଙ୍କୁ ଉତ୍ସାହିତ କରିବା ଉଦ୍ଧେଶ୍ୟରେ ଆଇକନିକ୍‌ କ୍ରୀଡା ପୁରସ୍କାର-୨୦୨୪ ସୋମବାର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କିଟ୍‌ର ମହିଳା ଭଲିବଲ୍ ଖେଳାଳି
Read More...

ଦେଓଗାଁ ବ୍ଲକ ମୁଖ୍ୟାଳୟରେ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗଷ୍ଟ ମାସ ପାଇଁ ଜିଲ୍ଲା ପ୍ରଶାସନ ଦ୍ଵାରା ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଦେଓଗାଁ ବ୍ଲକ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଗୌରବ ଶିବାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ
Read More...

ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ପାଇଁ କାର୍ଯ୍ୟ କରୁଥିବା ଜଣେ ଆଗଧାଡ଼ିର ସୈନିକ ଆକାଶ ସାଗର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦଳିତ ସମାଜ ପାଇଁ କାର୍ଯ୍ୟ କରୁଥିବା ଜଣେ ଆଗଧାଡ଼ିର ସୈନିକ ଆକାଶ ସାଗର । ଆମ୍ବେଦକର ବାଦକୁ ଆପଣେଇ ସାମାଜିକ ସଚେନତା ପାଇଁ କାର୍ଯ୍ୟ କରି ଆସୁଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳରେ ସାମିଲ ହୋଇ ସକ୍ରିୟ ଭୂମିକା ଗ୍ରହଣ
Read More...

ଗଙ୍ଗାଧର ସାହିତ୍ୟ ସଂସଦ ଗାଇସିଲେଟ ତରଫରୁ ଗଙ୍ଗାଧର ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗାଇସିଲେଟ ଶିଶୁ ମନ୍ଦିର ଠାରେ ଗଙ୍ଗାଧର ସାହିତ୍ୟ ସଂସଦ ଗାଇସିଲେଟ ଆନୁକୁଲ୍ୟରେ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ. କେଶ ରଂଜନ ପଧାନ ଅବସର ପ୍ରାପ୍ତ ଅଧ୍ୟକ୍ଷ ଅଞ୍ଚଳ ମହାବିଦ୍ୟାଳୟ
Read More...

ସୁଦାମ ଚରଣ ଡିଗ୍ରୀ କଲେଜ ତରଫରୁ ଜଗବନ୍ଧୁ ଖମାରୀ ଶର୍ମାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁଦାମ ଚରଣ ଖମାରି ଶର୍ମାଙ୍କୁ ସୁଦାମ ଚରଣ ଡିଗ୍ରୀ କଲେଜ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସେ ସୁଦାମ ଚରଣ ଡିଗ୍ରୀ କଲେଜର ପରିଚାଳନା କମିଟିର ପୂର୍ବତନ ସଭାପତି ତଥା ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ କୃଷି ଅଧିକାରୀ ଓଡ଼ିଶା ସରକାର
Read More...

ଯୋଜନା ଅନୁଯାୟୀ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରି ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପରାମର୍ଶରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ମିଳିତ ଭାବେ ଗୋଟିଏ ଟିମ୍‌ ଭାବେ କାମ କରିବା ଉପରେ ଗୁରୁତ୍ୱାରୋପ ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମସ୍ତ ବିଭାଗୀୟ ସଚିବ
Read More...