Daily Archives

ଲୋଇସିଂହା ଉଗ୍ରସେନ ଭବନରେ ରକ୍ତଦାନ ଶିବିର ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଆନୁକୂଲ୍ୟରେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ବିଜେଡି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରାଙ୍କ ଜନ୍ମଦିନ ଉପଲକ୍ଷେ ଓଡ଼ିଶା ମୋପରିବାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ଲୋଇସିଂହା ଉଗ୍ରସେନ ଭବନ
Read More...

ବଜ୍ରାଘାତରେ ଚାଲିଗଲା ଜଣଙ୍କ ଜୀବନ ଅନ୍ୟ ଜଣେ ଗୁରୁତର

ଭଦ୍ରକ, (କମଳ ଲୋଚନ ପଣ୍ଡା) : ବଜ୍ରାଘାତରେ ଚାଲିଗଲା ଜଣକ ଜୀବନ, ଅନ୍ୟ ଜଣେ ଗୁରୁତର । ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅନ୍ତର୍ଗତ ସାହୁପଡ଼ା କେନାଲ ପୋଲ ନିକଟରେ ସାହୁପଡ଼ା ଗ୍ରାମର ଅମର ସେଠୀ (୨୯) ନିଜ ଜମିରେ ଚାଷ କାର୍ଯ୍ୟ କରୁଥିବା ବେଳେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା ଏହି ସମୟରେ
Read More...

ସେମିଳିଗୁଡା ବ୍ଲକରେ ଭିନ୍ନକ୍ଷମଙ୍କୁ ହ୍ୱିଲ୍‌ ଚ୍ୟାର୍‌ ବଣ୍ଟନ

କୋରାପୁଟ, (ସୁନାମ ହନ୍ତାଳ): କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ଚାରଙ୍ଗୁଲ, ଦୁଧାରୀ, ଉପରକାଣ୍ଟି, ସୁବାଇ, ପିତାଗୁଡ଼ା, ଏହି ଛଅ ଗୋଟି ପଞ୍ଚାୟତର ଭିନ୍ନକ୍ଷମଙ୍କ ପ୍ରମାଣପତ୍ର ଯାଞ୍ଚା କରି ଟ୍ରାଇ ସାଇକେଲ ଏବଂ ହ୍ୱିଲ୍‌ ଚ୍ୟାର୍‌ ୭୦% ଭାଗ ଅକ୍ଷମ ଭିନ୍ନକ୍ଷମଙ୍କୁ ବଣ୍ଟନ କରାଯାଇଛି ।
Read More...

ବଜ୍ରାଘାତରେ ଜଣେ ମୃତ, ଚାରି ଆହତ

ସୋର : ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଚାଲିଯାଇଛି । ଜଣେ ଯୁବକଙ୍କ ଜୀବନ ଏବଂ ଚାରିଜଣ ଆହତ ହୋଇଛନ୍ତି । ମୃତ ଯୁବକ ହେଲେ ସୋର ବ୍ଲକ ନଟାପଡା ପଂଚାୟତ ୱାଦା ଗ୍ରାମର ହରିଶ ମଳିକ (୧୮) ଏବଂ ଆହତମାନେ ହେଲେ ସେହି ଗ୍ରାମର ସୁଭଦ୍ରା ମଳିକ(୧୭) ମତାଜୀ ମଳିକ(୪୫) ଭାଗ୍ୟଲକ୍ଷ୍ମୀ
Read More...

୭୮ତମ ସ୍ୱାଧୀନତା ଦିବସ ଅବସରରେ ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ

ରାଉରକେଲା, (କେପିଏନ୍‌ଏସ୍‌) : ୭୮ତମ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ ଓ ବିପିନ ବିହାରୀ ପଟ୍ଟନାୟକଙ୍କ ତତ୍ୱବଧାନରେ ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଛି । ଦିବସର ମୁଖ୍ୟ ଅତିଥି ତଥା ସୁନ୍ଦରଗଡ
Read More...

ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀ ୩.୦ର ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ମନ୍ତବ୍ୟ

ତୃତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀରେ ୧୪୦ କୋଟି ଭାରତୀୟଙ୍କ ତରଫରୁ ଆପଣ ସମସ୍ତଙ୍କୁ ଭବ୍ୟ ସ୍ୱାଗତଗତ ଦୁଇଟି ଶିଖର ସମ୍ମିଳନୀରେ ମୁଁ ଆପଣମାନଙ୍କ ମଧ୍ୟରୁ ଅନେକଙ୍କ ସହ ଘନିଷ୍ଠ ଭାବରେ କାମ କରିବାର ସୁଯୋଗ ପାଇଥିଲିମୁଁ ବହୁତ ଖୁସି ଯେ, ଚଳିତ ବର୍ଷ ଭାରତରେ ସାଧାରଣ
Read More...

ମଙ୍କିପକ୍ସ ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି…

ଏହି ରୋଗର ପ୍ରସାରକୁ ରୋକିବା ଏବଂ ନିୟନ୍ତ୍ରଣ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବବର୍ତ୍ତମାନ ସୁଦ୍ଧା ଭାରତରେ ମଙ୍କିପକ୍ସର କୌଣସି ମାମଲା ସାମ୍ନାକୁ ଆସିନାହିଁ ନୂଆଦିଲ୍ଲୀ, (ପିଆଇବି) : ୧୪ ଅଗଷ୍ଟ ୨୦୨୪ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ମଙ୍କିପକ୍ସକୁ
Read More...

ଡାକ୍ତରମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ…

ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ସୁପାରିସ କରିବା ଲାଗି ଗଠନ ହେବ ଏକ କମିଟି ନୂଆଦିଲ୍ଲୀ, (ପିଆଇବି) : କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କ ପ୍ରତି ହୋଇଥିବା ଅମାନବୀୟ ଘଟଣା ପରେ ଫେଡେରେସନ ଅଫ୍ ରେସିଡେଣ୍ଟ
Read More...

ବୋଡ଼େନ ବ୍ଲକ ସଭା ଗୃହରେ ଦଶମ ତମ ପଞ୍ଚାୟତ ସମିତି ବୈଠକ

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ବୋଡେନ ବ୍ଳକ ଅଫିସ ସଭାଗୃହ ଠାରେ ଦଶମ ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରେମଶିଳା ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ,ଗୋଷ୍ଠି ଉନ୍ନୟନ ଅଧିକାରୀ
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୧୧ରୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିର ଠାରେ କ୍ରୀଡା ସଂସଦର କାର୍ଯ୍ୟକାରୀ କମିଟି, ଟୁର୍ଣ୍ଣାମେଣ୍ଟ ଓ ଟ୍ରାନ୍ସଫର କମିଟି, ଚୟନ କମିଟି ଓ ଅମ୍ପାୟାର କମିଟି ବୈଠକ ଗୁଡିକ ଅନୁଷ୍ଠିତ ହୋଇଯାଇଛି । ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରିଙ୍କ ଆବହକତ୍ୱରେ
Read More...