Daily Archives

ଗାଇସିଲେଟ ଶିଶୁ ମନ୍ଦିରରେ ପରିଚାଳନା ସମିତିର ପୁନଃର୍ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ୍ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତିର ପୁନର୍ଗଠନ ହୋଇଯାଇଛି । ଉକ୍ତ ସମିତି ଗଠନରେ ଶିକ୍ଷ୍ୟା ବିକାଶ ସମିତି ଓଡ଼ିଶା, ପଶ୍ଚିମ ସମ୍ଭାଗର ସହ ସଂଯୋଜକ ଗୁପ୍ତେଶ୍ୱର ଥନାପତି, ଶିଶୁ ବାଟିକା ଶୈକ୍ଷିକ
Read More...

ସଂକୁଳ ସ୍ତରୀୟ ଜ୍ଞାନ ଓ ବିଜ୍ଞାନ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱାତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାର ଉଦ୍‌ଘାଟନୀ ଉତ୍ସବରେ ପରିଚାଳନା ସମିତିର ସଭାପତି ପୃଥ୍ୱୀରାଜ ସାହୁ ଦୀପ ପ୍ରଜ୍ୱଳନ ପୂର୍ବକ ଜ୍ଞାନ ବିଜ୍ଞାନ ମେଳାକୁ ଶୁଭାରମ୍ଭ କରିଥିଲେ । ଏହି ଉତ୍ସବରେ ସଂକୁଳ
Read More...

ଅଜଣା ଭାଇରସ ଦ୍ୱାରା କୁକୁଡ଼ା ସଂକ୍ରମିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅଜଣା ଭାଇରସ ସଂକ୍ରମିତ ହେବା ଦ୍ୱାରା ପୁରୀ ଜିଲ୍ଲାରେ କୁକୁଡ଼ା ଚାଷ ସଙ୍କଟରେ । ସହସହ ବ୍ରଏଲର କୁକୁଡ଼ା ଫାର୍ମ ଭିତରେ ମରିଯାଉଥିବାରୁ ବିଚରା କୁକୁଡ଼ାଚାଷୀ ମୁଣ୍ଡରେ ଚଡକ ପଡିଛି । ମଲା କୁକୁଡ଼ାକୁ ବାହାରେ ଫିଙ୍ଗିବାରୁ କୁକୁର ଓ ବିଲୁଆ ବୋହିନେଇ
Read More...

ଭେଣ୍ଡିଆ ପୁଅର ଚିକିତ୍ସାରେ ଅର୍ଥ ସାଜିଛି ବାଧକ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ବ୍ଲକ ସିରୋଲ୍‌ ପଂଚାୟତର ପୋଢ଼ଖମ୍‌ ଗାଁର ସତ୍ୟବାନ୍‌ ଦେବଗୁରୁ ଦୀର୍ଘ ୨ ବର୍ଷରୁ ଘରେ ବସିରହିଛନ୍ତି । ସତ୍ୟବାନ୍‌ଙ୍କ ପରିବାର କହିଲେ ସେ ଓ ତାଙ୍କ ବୁଢ଼ୀ ମା’ । ସତ୍ୟବାନ୍‌ଙ୍କୁ ଯେତେବେଳ ୨୮ ବର୍ଷ, ସେତେବେଳେ ସେ ମଧୁମେହ ରୋଗରେ ପୀଡିତ ହେଲେ ।
Read More...

ବଜ୍ରପାତରେ କୃଷକ ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ତିଲେଇମାଲ ଗାଁରେ ବଜ୍ରପାତ ଯୋଗୁଁ ଜଣେ କୃଷକଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ ରବିବାର ତିଲେଇମାଲ ଗାଁ ହିମାଂଶୁ ମହାନନ୍ଦ (୫୨) ତଳି ରୁଆ କାର୍ଯ୍ୟ ପାଇଁ ଧାନ ବିଲକୁ ଯାଇଥିଲେ । ଦିନ ୨ଟା
Read More...

ପାତାଳଗଙ୍ଗାରେ ନୂଆପଡା ଡିଷ୍ଟ୍ରିକ ୟୁନିୟନ୍‌ ଅଫ ଜର୍ଣ୍ଣାଲିଷ୍ଟର ସାଧାରଣ ବୈଠକ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ତୀର୍ଥକ୍ଷେତ୍ର ପାତାଳଗଙ୍ଗା ଠାରେ ନୂଆପଡା ଜିଲ୍ଲା ଡିଷ୍ଟ୍ରିକ୍‌ ୟୁନିୟନ ଅଫ୍‌ ଜର୍ଣ୍ଣାଲିଷ୍ଟର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍କ ବୈଠକରେ ଜିଲ୍ଲା ସଭାପତି ସୁଶାନ୍ତ କରଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ
Read More...

ବାବା ବର୍ଫାନି କାୱଡିଆ ସେବା ମଣ୍ଡଲ ପକ୍ଷରୁ ବୋଲବମ୍‌ ଭକ୍ତଙ୍କୁ ଭଣ୍ଡାରା ସେବା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ଶ୍ରାବଣରେ ଗତ ଦୁଇଦିନ ଧରି ଆହୋରାତ୍ର ବଲାଙ୍ଗିର ସଦର ବ୍ଲକ ସ୍ଥିତ ବାରପୁଡୁଗିଆ ଠାରେ ବଲାଙ୍ଗିର ବାବା ବର୍ଫାନି କାୱଡିଆ ସେବା ମଣ୍ଡଲ ପକ୍ଷରୁ ଭଣ୍ଡାରା ଆୟୋଜନ କରାଯାଇଛି । ଗତ ୧୫ବର୍ଷ ହେଲା ଏହି ଅନୁଷ୍ଠାନର ମୂଖ୍ୟ ନରେନ୍ଦ୍ର କୁମାର ସାହୁଙ୍କ
Read More...

ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ପରଲୋକ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମ(୫୮)ଙ୍କ ବିୟୋଗ । ଗତକାଲି ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଝିଙ୍ଗିଆ । ଗତ ୯ ଦିନ ଧରି ଡେଙ୍ଗୁରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ସାରା ଓଡ଼ିଶାରେ
Read More...

ରାଜ୍ୟରେ ପ୍ରବଳ ବର୍ଷା : ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଆଗାମୀ ୨ ଦିନ ଭିତରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୱେଲମାର୍କଡ ଲୋ ପ୍ରେସରର ରୂପ ନେବାପରେ ବାଂଲାଦେଶ ଉପକୂଳ ମୁହାଁ ହେବ । ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୬
Read More...

ଡେଲିଭରି ବୟକୁ ଭୁଜାଲି ଆକ୍ରମଣ : ବନ୍ଧା ହେଲେ ଦୁଇ ଅଭିଯୁକ୍ତ

ଦେଓଗାଁ : ଦିନ ଦ୍ବିପ୍ରହରରେ ଜଣେ ଫ୍ଲିଫକାର୍ଡ ଡେ଼ଲିଭରି ବୟକୁ ନିଶାଖୋର ଯୁବକମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଘଟଣାରେ ଦେଓଗାଁ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନାନୁସାରେ ଦେଓଗାଁ ଥାନା ଅନ୍ତର୍ଗତ ସିକୁଆଁ ମୁରସିଂ ରାସ୍ତାରେ ସଇଁତଳାର ଫ୍ଲିଫକାର୍ଡ ଡେଲିଭରି
Read More...