shyamal
Daily Archives

ସେମିଲିଗୁଡାରେ ଡାକ୍ତର ମୌମିତାଙ୍କୁ ନ୍ୟାୟ ପାଇଁ କେଣ୍ଡେଲ୍‌ ଶୋଭାଯାତ୍ରା

କୋରାପୁଟ, (ବିକ୍ରାନ୍ତ କୁମାର ବେବର୍ତ୍ତା) : କୋରାପୁଟ ଜିଲ୍ଲା ସେମିଲିଗୁଡାରେ ଲିଭ୍‌ ପର୍‌ ଅଦର୍ସ ଅନୁଷ୍ଠାନ ତରଫରୁ କେଣ୍ଡେଲ୍‌ ରାଲି ଅନୁଷ୍ଠିତ ହୋଇଯାଇଛି । ଆର.ଜି.କର ମେଡିକାଲ କଲେଜ, କୋଲକାତାର ଟ୍ରେନି ଡାକ୍ତରଙ୍କ ପ୍ରତି ହୋଇଥିବା ଗଣ ଦୁଷ୍କର୍ମ ଓ ନିର୍ମମ ହତ୍ୟାର ପ୍ରତିବାଦରେ ତଥା
Read More...

ସଇଁତଲା ଭୁବନେଶ୍ୱର ବାବା ପୀଠରେ ମହା ଜଳାଭିଷେକ, ଶଙ୍ଖ ଧୂନିରେ କମ୍ପିଲା ମନ୍ଦିର

ସଇଁତଲା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଭୁବନେଶ୍ୱର ବାବା ପୀଠରେ ରବିବାର ସନ୍ଧ୍ୟା ଆଳତୀ କମିଟି ତରଫରୁ ମହା ଜଳାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଣ୍ଡିତ ବିକ୍ରମ କୁମାର ମିଶ୍ରଙ୍କ ତତ୍ତ୍ୱବଧାନରେ ମନ୍ଦିର ପୂଜକ ଜୟରାମ ବଡ଼ମାଳି ଓ ଶୁଭେନ୍ଦୁ
Read More...

ଆକ୍ସନ ମୋଡ଼ରେ ସଇଁତଲା ଥାନା ଅଧିକାରୀ

ଯୋଗଦାନର ସପ୍ତାହ ନପୂରୁଣୁ ୫ ବାଇକ୍‌ ଉଦ୍ଧାର ସହ ୬ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ, ସାମ୍ବାଦିକ ସମ୍ବିଳନୀରେ ଅପରାଧୀମାନଙ୍କୁ ପୋଲିସ କଡା ନଜର ରଖିଛି - ଟିଟିଲାଗଡ଼ ଏସ୍‌ଡିପିଓ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ବାଇକ୍‌ ଚୋରି ବୃଦ୍ଧି ଚାଲିଥିବା
Read More...

ଆସନ୍ତା ଅଗଷ୍ଟ ୨୧ ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାକୁ ସଫଳ କରିବା ଲାଗି ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ଖପ୍ରାଖୋଲ ଶାଖା ପକ୍ଷରୁ ଆହ୍ୱାନ କରାଯାଇଛି ।
Read More...

ହଳଦୀ ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ରମାରଞ୍ଜନ ସେଠ୍‌ଙ୍କୁ ଜେଲ୍‌

ଖବର ପ୍ରସାରଣକୁ ନେଇ ସାମ୍ବାଦିକମାନଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ ଅଭିଯୋଗଖଣ୍ଡା ସହ ବୁଲେଟ୍ ଜବତସରପଞ୍ଚଙ୍କ ଏକ ପାଲଟା ଅଭିଯୋଗ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତର ସରପଞ୍ଚ ସୌମିନା ସେଠ୍‌ଙ୍କ ସ୍ଵାମୀ ରମାରଞ୍ଜନ ସେଠ୍‌ ଏକ ଖବର
Read More...

ଘର ଖଣ୍ଡେ ପାଇଁ ହନ୍ତସନ୍ତ

ନୂଆପଡ଼ା, (ଅଜିତ ବେହେରା) : ଚଳିତ ବର୍ଷର ଲଘୁଚାପ ବର୍ଷାରେ ଅନେକ ପରିବାର ବେଘର ହୋଇ ଯାଇଛନ୍ତି । ଅନେକ ଗରିବ ପରିବାର ପକ୍କା ଘର ଖଣ୍ଡେ ପାଇ ନପାରି ଭଙ୍ଗା ଦଦରା ମାଟି ଘରେ ରହି ଆସୁଥିବା ବେଳେ ବର୍ଷାରେ ଘର ଭାଙ୍ଗି ଯାଉଛି । ଫଳରେ ସେମାନେ ଦୟନୀୟ ଜୀବନ ଯାପନ କରୁଛନ୍ତି । ସମସ୍ତଙ୍କୁ
Read More...

ମାହେଶ୍ୱରୀର ପ୍ରୟାସ – ସ୍ୱଚ୍ଛତା ଓ ସଂଯମତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ତରଫରୁ ସ୍ଥାନୀୟ ତୁଳସିନଗର ଠାରେ ଏକ ମହିଳା ସଚେତନତା ଧର୍ମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ କିଶୋରୀ ତଥା ମହିଳାମାନେ ଉପସ୍ଥିତ ଥିଲେ । ଋତୁସ୍ରାବ ଜନିତ ରୋଗ
Read More...

ଗୋଟିଏ ପରିବାର ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହିନ୍ଦୁ ଧର୍ମକୁ ଫେରିଲେ ଦମ୍ପତ୍ତି । କୌଣସି କାରଣରୁ ପୂର୍ବପୁରୁଷ ମାନେ ଖ୍ରୀଷ୍ଟଧର୍ମକୁ ଚାଲି ଯାଇଥିଲେ । ହେଲେ ସନାତନ ବା ହିନ୍ଦୁଧର୍ମ ପ୍ରତି ଆକୃଷ୍ଟ ହୋଇ ପୁଣି ହିନ୍ଦୁଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ
Read More...

ବ୍ରାହ୍ମଣ ସମାଜର ମାସିକ ବୈଠକ ଓ ନୁଆଁଖାଇ ଭେଟଘାଟର ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ରାହ୍ମଣ ସମାଜର ମହାସଭାରେ ମାସିକ ବୈଠକ ପଣ୍ଡିତ ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଚିରାଚରିତ ପ୍ରଥା ଅନୁଯାୟୀ ସଭା ପ୍ରାରମ୍ଭରେ ଓଁ ଉଚ୍ଚାରଣ କରାଯାଇ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ
Read More...

ରାସ୍ତାକଡରେ ଠିଆ ହୋଇ ଥିବା ବ୍ୟକ୍ତିକୁ ପିଟିଲା କାର୍‌ : ଜଣେ ମୃତ

କୋରାପୁଟ, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଚାଷ ଜମିରେ ଶଳା ୟୁରିଆ ସାର ମାରୁଥିବା ବେଳେ ରାସ୍ତାକଡରେ ବାଇକ୍‌ ରଖି ଜ୍ୱାଇଁ ଠିଆ ହୋଇଥିଲେ । ଏତିକି ବେଳେ ଏକ କାର୍‌ ଆସି ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ଜ୍ୱାଇ ଜଣକ ଗୁରୁତର ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଜୟପୁର ସ୍ଥିତ
Read More...