Daily Archives

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତାଙ୍କଠାରୁ ଟେଲିଫୋନ୍ କଲ୍ ପାଇଲେ ପ୍ରଧାନମନ୍ତ୍ରୀ

ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ତଥା ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ଦୋହରାଇଲେ ପ୍ରଧାନମନ୍ତ୍ରୀହିନ୍ଦୁ ତଥା ଅନ୍ୟ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ନିଶ୍ଚିତ କରିବାକୁ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀପ୍ରଫେସର ୟୁନୁସ୍ ବାଂଲାଦେଶର ହିନ୍ଦୁ ତଥା ସମସ୍ତ
Read More...

ପୃଥିବୀ ଅବଲୋକନ ଉପଗ୍ରହ ଇଓଏସ୍-୦୮ ପଠାଇଲା ଇସ୍ରୋ

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଗତକାଳି ସକାଳ ୯ଟା ୧୭ ମିନିଟ୍ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଲଘୁ ଉପଗ୍ରହ ଉତକ୍ଷେପଣ ଯାନ (ଏସ୍ଏସ୍ଏଲ୍‌ଭି)-ଡି୩ ଜରିଆରେ ନବୀନତମ ପୃଥିବୀ ଅବଲୋକନ ଉପଗ୍ରହ
Read More...

ମାରୱାଡି ସେବା ସଦନରେ ସ୍ୱାଧିନତା ଦିବସ ପାଳିତ : ତ୍ରିରଙ୍ଗା ଉତ୍ତୋଳନ କଲେ ନରସିଂହ

- ସମାଜିକ ଏବଂ ଅର୍ଥନୈତିକ ଅସାମନତା ଗଣତନ୍ତ୍ର ପ୍ରତି ବିପଦ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶବାସୀ ସାରା ଦେଶରେ ୭୮ତମ ସ୍ୱାଧିନତା ଦିବସ ପାଳନ କରୁଛନ୍ତି । ଏହି କ୍ରମରେ ଆଜି ବଲାଙ୍ଗିର ସହର ସ୍ଥିତ ମାରୱାଡି ସେବା ସଦନ ଠାରେ ସ୍ଥାନୀୟ ମାରୱାଡି ସମାଜ ତରଫରୁ ୭୮ତମ ସ୍ୱାଧିନତା ଦିବସ
Read More...

୭୮ତମ ସ୍ୱାଧିନତା ଦିବସ ଉପଲକ୍ଷେ ମାଁ ମାହେଶ୍ୱରୀ ସେନା ତରଫରୁ ଆୟୋଜିତ ହେଲା ମାଗଣା ଚକ୍ଷୁ ପରୀକ୍ଷା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଖଲିଆପାଲି (ସେମେଲିଆ) ଗ୍ରାମ ପଂଚାୟତରେ ୭୮ତମ ସ୍ୱାଧିନତା ଦିବସ ଉପଲକ୍ଷେ ମାଁ ମାହେଶ୍ୱରୀ ସେନା ତରଫରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଅର୍ଥାଭାବ ହେଉ କିମ୍ବା ଯୋଗାଯୋଗର ଅଭାବ ହେଉ ଅନେକ ଲୋକ ଚକ୍ଷୁର
Read More...

ଫାସଡ଼ରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ

ଲୋଇସିଂହା, (କେପିଏନ୍‌ଏସ୍‌) : ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ । ଆମ୍ବଲାନ୍ସ ନେଇଗଲା ଯୁବକଙ୍କ ଜୀବନ । ଏପରି ଏକ ଘଟଣା ବଲାଙ୍ଗିର ସମ୍ବଲପୁର ରୋଡ଼ ଫାସଡ଼ ଠାରେ ସକାଳୁ ସକାଳୁ ଘଟିଛି । ଲୋଇସିଂହା ପଟୁ ଫେରୁଥିବା ୧୦୮ ଆମ୍ବୁଲାନ୍ସ ବଲାଙ୍ଗିର ପଟୁ ଫେରୁଥିବା ଜଣେ ଯୁବକଙ୍କୁ ଧକ୍କା
Read More...

୭୮ତମ ସ୍ୱାଧିନତା ଦିବସ ଉପଲକ୍ଷେ ସୁଭାଷ ଚିନ୍ତନ ପରିବାର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ସ୍ୱାଧିନତା ଦିବସ ଉପଲକ୍ଷେ ତ୍ରୟିମାସିକ ସାମାଜିକ ପତ୍ରିକା ସୁଭାଷ ଚିନ୍ତନ ପରିବାର ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥଳିରେ ମାଲ୍ୟାର୍ପଣ
Read More...