Daily Archives

ପତ୍ନୀଙ୍କୁ ୬ ମାସର ଗର୍ଭବତୀ କରି ସ୍ୱାମୀ ଫେରାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗର୍ଭକୁ ହେଲାଣି ୬ ମାସ କିନ୍ତୁ ସ୍ୱାମୀ ଫେରାର୍‌ । ସ୍ୱାମୀକୁ ଖୋଜିବାକୁ ଚାରିଆଡ଼େ ବୁଲୁଛନ୍ତି ଜଣେ ଅନ୍ତଃସତ୍ତ୍ୱା ମହିଳା । ବଲାଙ୍ଗିର ଟାଉନ ଥାନାକୁ ଆସିଥିବା ଜଣେ ମହିଳା ଏଭଳି କିଛି କାହାଣୀ ବଖାଣିଥିଲେ । ଯାହାକୁ ମନର ମଣିଷ ଭାବି ହାତ ଧରିବାକୁ ଘର
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବଜେଟ୍‌ ୨୦୨୪-୨୫ ସଂପର୍କିତ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଦେଶ ତଥା ରାଜ୍ୟ ବଜେଟ୍‌ ସଂପର୍କିତ ଉପସ୍ଥାପନା ‘ଆନାଲିସିସ୍‌ ଅଫ୍‌ ବଜେଟ୍‌ ୨୦୨୪-୨୫’ ବିଷୟରେ ଏକ ଆଲୋଚନାଚକ୍ର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କମାର
Read More...

ରାଜ୍ୟସ୍ତରୀୟ ରାଙ୍କିଂ ରୋଲର ସ୍କେଟିଂ ରେସିଂ ପ୍ରତିଯୋଗିତା ଆରମ୍ଭ

କଣ୍ଟାବାଞ୍ଜି, (ଜୁଗଳ କିଶୋର ଶବର) : ଲକ୍ଷ୍ମୀ ଟେକନୋ ବିକାଶ ସ୍କୁଲ କଣ୍ଟାବାଞ୍ଜିରେ ରାଜ୍ୟସ୍ତରୀୟ ରାଙ୍କିଂ ରୋଲର୍‌ ସ୍କେଟିଂ ରେସିଂ ପ୍ରତିଯୋଗିତା ଆରମ୍ଭ । ଅଗଷ୍ଟ ୧୭ ରୁ ୧୮ ତାରିଖ ଦୁଇ ଦିନ ଧରି ଏହି ପ୍ରତିଯୋଗିତା ଚାଲିବ । ୯ଟି ଜିଲ୍ଲାର ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଭାଗ
Read More...

ଇସ୍ପାତ ନଗରୀ ରାଉରକେଲାରେ ଆନନ୍ଦ ଉଲ୍ଲାସରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସମଗ୍ର ଭାରତବର୍ଷ ୭୮ତମ ସ୍ୱାଧୀନତା ଦିବସ ପାଳନ କରିଥିବା ବେଳେ ଇସ୍ପାତ ନଗରୀ ରାଉରକେଲା ମଧ୍ୟ ଏଥିପାଇଁ ଉତ୍ସବ ମୁଖରିତ ହୋଇ ଉଠିଥିଲା । ସହରର ବିଭିନ୍ନ ସାଂସ୍କୃତିକ, ସାହିତ୍ୟିକ, ସାମାଜିକ ଅନୁଷ୍ଠାନ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଭିନ୍ନ ଅନୁଷ୍ଠାନର
Read More...

ବୋଡ଼େନ ବ୍ଲକ ୭୮ତମ ମିଳିତ ସ୍ଵାଧୀନତା ଦିବସ ପ୍ୟାରେଡ୍‌ ପଡ଼ିଆରେ ବୈଷ୍ଣବ ଦୁରିଆ ସମ୍ବର୍ଦ୍ଧିତ

ନୂଆପଡା, (ଅଜିତ ବେହେରା) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌ର ନବନିର୍ବାଚିତ ରାଜ୍ୟ ଉପସଭାପତି ବୈଷ୍ଣବ ଦୁରିଆଙ୍କୁ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ ଅନୁଷ୍ଠିତ ହୋଇଥିବା ୭୮ତମ ସ୍ୱାଧୀନତା ଦିବସ ପାଳନ ପ୍ୟାରେଡ୍‌ ପଡ଼ିଆରେ ସମ୍ଵର୍ଦ୍ଧନା ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ
Read More...

ବିଶ୍ୱ ମହୁମାଛି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ବିଶ୍ୱ ମହୁମାଛି ଦିବସ' ପ୍ରତିବର୍ଷ ଅଗଷ୍ଟ ତୃତୀୟ ଶନିବାରରେ ପାଳନ କରାଯାଏ । ଆମ ପରିବେଶ ଏବଂ ଦୈନନ୍ଦିନ ଜୀବନରେ ମହୁମାଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପରିବେଶବିତ୍ ତଥା ମହୁମାଛି ବିଶେଷଜ୍ଞ ମାନେ ଏହି ଦିବସ ପାଳନ ମାଧ୍ୟମରେ
Read More...

କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (ଜୁଗଳ କିଶୋର ଶବର) : ବଡବାଙ୍କି ଗ୍ରାମର ଏକ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଯୁବକ ଜଣକ ହେଉଛନ୍ତି ବଡବାଙ୍କି ଗ୍ରାମର ଜଳନ୍ଧର ମାଝି (୧୯) । ନିର୍ମାଣଧୀନ ୫ଟି ସ୍କୁଲ ପାଖରେ ଥିବା କୂଅରୁ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ସନ୍ଦେହ ଘେରରେ
Read More...

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭାରତର ୭୮ତମ ସ୍ୱାଧୀନତା ଦିବସ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀପଶ୍ଚିମ ଏସିଆର୍‌ ସାମ୍ପ୍ରତିକ ସ୍ଥିତିକୁ ନେଇ ଆଲୋଚନା କଲେ ୨ ନେତାଉତ୍ତେଜନା ହ୍ରାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀବନ୍ଧକ ମୁକ୍ତ କରିବା, ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ମାନବିକ ସହାୟତା ପାଇଁ
Read More...

ଆଇଏନ୍ଏସ୍ ଚିଲିକାର ନୂଆ କମାଣ୍ଡିଂ ଅଫିସରଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର, (ପିଆଇବି) : ଭାରତୀୟ ନୌସେନାର ଆଇଏନ୍ଏସ୍ ଚିଲିକାରେ ୨୩ତମ କମାଣ୍ଡିଂ ଅଧିକାରୀ ଓ ଷ୍ଟେସନ୍ କମାଣ୍ଡର୍ ଭାବେ କୋମୋଡର୍ ବି ଦୀପକ ଅନୀଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସେ ବିଦାୟୀ କୋମୋଡର ଏନ୍‌.ପି ପ୍ରଦୀପଙ୍କ ଠାରୁ ଏକ ଆନୁଷ୍ଠାନିକ ପ୍ୟାରେଡ୍
Read More...

୨୦୨୨ ବର୍ଷ ପାଇଁ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

ଆତ୍ତମକୁ ମିଳିଲା ଶ୍ରେଷ୍ଠ ଫିଚର୍ ଚଳଚ୍ଚିତ୍ର ପୁରସ୍କାରଆୟେନା (ଆଇନା)କୁ ମିଲିଲା ଶ୍ରେଷ୍ଠ ଅଣଫିଚର୍ ଫିଲ୍ମ ପୁରସ୍କାରମର୍ମର୍ସ ଅଫ୍ ଦ ଜଙ୍ଗଲକୁ ସର୍ବଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର‘କାନ୍ତାରା’ରେ ମୁଖ୍ୟ ଭୂମିକା ପାଇଁ ରିଷଭ ସେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ
Read More...