Daily Archives

୩ଟି ଚୋରି ଘଟଣାର ପର୍‌ଦାଫାସ୍‌ କଲା ପୋଲିସ

ସୁନାବେଡ଼ା/ସେମିଳିଗୁଡ଼ା, (ସୁନାମ ହନ୍ତାଳ) : ଗତ କିଛି ଦିନ ହେବ ସେମିଳିଗୁଡା ଓ ସୁନାବେଡା ସହରର ବିଭିନ୍ନ ଅଂଚଳରେ ହେଉଥିବା ଚୋରିକୁ ନେଇ ସୁନାବେଡା ଥାନାରେ ଏକାଧିକ ଅଭିଯୋଗ ହୋଇଥିଲା । ଏହାକୁ ଗୁରୁତ୍ୱର ସହ ନେଇ ସୁନାବେଡା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ
Read More...

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ସଂଗଠନ ତରଫରୁ ହର୍ଷ ଉଲ୍ଲାସର ସହ ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ସଂଯୋଜକ ତଥା
Read More...

ଡାକ୍ତରୀ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ଦୃଢ଼ ନିନ୍ଦା କରି ଛତ୍ରପୁର ଡ଼ାକ୍ତରଙ୍କ କଳାବ୍ୟାଜ୍ ପରିଧାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ ରାଜ୍ୟ କଲିକତାର ଆର.ଜି.କର ମେଡ଼ିକାଲ କଲେଜ ପରିସରରେ ମେଡ଼ିକାଲରେ ଟ୍ରେନିଂ ଡାକ୍ତରୀ ମହିଳାଙ୍କୁ କାର୍ଯ୍ୟରତ ଅବସ୍ଥାରେ ବଳାତ୍କାର ପରେ ହତ୍ୟା କରାଯାଇଛି । ଏହି ଘଟଣାକୁ ସାରା ଦେଶରେ ଡାକ୍ତରୀ ସଂଘ ପକ୍ଷରୁ
Read More...

ବ୍ରହ୍ମପୁରରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଐତିହାସିକ ସ୍ଥଳ ବ୍ରହ୍ମପୁର ମହାନଗରରେ ଉପଖଣ୍ଡସ୍ତରୀୟ ୭୮ତମ ସ୍ଵାଧୀନତା ଦିବସ ସମାରୋହ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶ ମଧ୍ୟରେ ପାଳିତ ହୋଇଯାଇଛି । ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ପଡିଆ ଠାରେ ଆୟୋଜିତ ସମ୍ମିଳିତ ପ୍ୟାରେଡରେ ଗଞ୍ଜାମ
Read More...

କ୍ଷେତ୍ରମୋହନ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ୭୮ତମ ସ୍ୱାଧିନତା ଦିବସ ଓ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ନରେନ୍ଦ୍ରପୁର ସ୍ଥିତ କ୍ଷେତ୍ରମୋହନ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ୭୮ତମ ସ୍ୱାଧିନତା ଦିବସ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭାପତି ଡ଼ଃ ସୁଶାନ୍ତ କୁମାର ମିଶ୍ର ପତକା ଉତ୍ତୋଳନ କରିଥିଲେ ।
Read More...

ଧନକଉଡ଼ା ବ୍ଲକସ୍ତରୀୟ ଆନ୍ତଃବିଦ୍ୟାଳୟ କୁଇଜ ପ୍ରତିଯୋଗିତା

ସମ୍ବଲପୁର, (ନିରୋଜ କୁମାର ପାଣୀ) : ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪ -୨୫ ଆନୁକୂଲ୍ୟରେ ଧନକଉଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ହାଇସ୍କୁଲ ସ୍ତରୀୟ ଆନ୍ତଃବିଦ୍ୟାଳୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ
Read More...

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଲକ୍ଷ୍ମୀବସ୍‌ ସୁଇପରଙ୍କ ଜୀବନ

ଲୋଇସିଂହା, (କେପିଏନ୍‌ଏସ୍‌) : ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ଠାରେ ଶନିବାର ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ଜୀବନ ଚାଲିଯାଇଛି । ମୃତକ ଜଣକ ହେଲେ ଲୋଇସିଂହା ଜଡ଼ାମୁଣ୍ଡାର ସୁମନ୍ତ ପଧାନ(୨୫) । ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା
Read More...

ଟ୍ରେନି ଡ଼ାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଡ଼ାକ୍ତରୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରେନି ଡ଼ାକ୍ତରୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବଲାଙ୍ଗିରରେ ବି ତେଜିଲା ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । କୋଲକତାର ଟ୍ରେନି ଡ଼ାକ୍ତରୀ ଛାତ୍ରୀ ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଆଜି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ
Read More...

ବଜ୍ରକାପ୍ତା ଜବତ : ଓଡ୍ରାପ୍ଟ କର୍ମଚାରୀ ସହ ୩ ଗିରଫ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲାରେ ପୁଲିସ ପରେ ଏବେ ଚର୍ଚ୍ଚାରେ ଓଡ୍ରାପ୍ଟ କର୍ମଚାରୀ । ରାଜ୍ୟ ଏସ୍‌ଟିଏଫ୍‌ ଦଳ ଚଢ଼ଉ କରି ନନ୍ଦପୁର ସେମିଳିଗୁଡା ରାସ୍ତା ବଡେଗାଁ ଗ୍ରାମ ନିକଟରୁ ବଜ୍ରକାପ୍ତା ସହ ଅଲ୍ଟୋକାର ଜବତ କରାଯାଇଛି । ଏହି ମାମଲାରେ ୩ ଜଣ ଗିରଫ ହୋଇଛନ୍ତି । ସେମାନେ
Read More...

ଟିପିଡବ୍ଲୁଓଡିଏଲ୍‌ ତରଫରୁ ନିୟମିତ ବିଦ୍ୟୁତ୍‌ ବିଲ୍‌ ପଇଠ କରୁଥିବା ବିଦ୍ୟୁତ୍‌ ଗ୍ରାହକଙ୍କୁ ଲକି ଡ୍ର ମାଧ୍ୟମରେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ଜୁଲାଇ -୨୦୨୪ ମାସରୁ ଟିପିଡବ୍ଲୁଓଡିଏଲ୍‌ ବିଦ୍ୟୁତ୍‌ ବିଭାଗ ତରଫରୁ ପେ ଇନ୍‌ ୱିନ୍‌ - ଖୁଲ ଯା ସିମ୍‌ ସିମ୍‌ର ସ୍କିମ୍‌ ଆରମ୍ଭ ହୋଇଛି । ଏହି ସ୍କିମ୍‌ ମାଧ୍ୟମରେ ଯେଉଁ ବିଦ୍ୟୁତ୍‌ ଉପୋଭୋକ୍ତା ମାନେ ନିୟମିତ ଅନୁସାରେ ବିଦ୍ୟୁତ୍‌ ବିଲ୍‌ ପଇଠ
Read More...