Daily Archives

ପଦ୍ମାଦେବୀ ପବ୍ଲିକ ସ୍କୁଲ ପରିସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ବଲାଙ୍ଗିର,(କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ୍‌ ଘଷିଏନ ନିକଟସ୍ଥ ପଦ୍ମାଦେବୀ ପବ୍ଲିକ ସ୍କୁଲ ପରିସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଶୁଭ କରକାମଳରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଉଦଘାଟନ ହୋଇଥିଲା । ଏହି ସ୍ୱାସ୍ଥ୍ୟ
Read More...

ପାଟଣାଗଡ଼ ପୋଲିସକୁ ବଡ଼ ସଫଳତା : ଅନ୍ତଃରାଷ୍ଟ୍ରୀୟ ଚୋରଙ୍କୁ ଗିରଫ କଲା ପୋଲିସ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଶ୍ରୀ ବାଲାଜୀ ଜ୍ୱେଲରରୁ ଗତ ୧୪ ତାରିଖରେ ଗ୍ରାହକ ବେଶରେ ଆସି ସୁନା ଅଳଙ୍କାର ଦେଖିବା ବାହାନାରେ ଅଭିନବ ଉପାୟରେ ୧୧ହଳ କାନଫୁଲ ଓ କିଛି ରୁପା ଅଳଙ୍କାର ଚୋରି କରି ନେଇଥିବା ପାଟଣାଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ୭୮ତମ ସ୍ଵାଧୀନତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାମଚନ୍ଦ୍ରପୁରସ୍ଥ ଡେ଼ଲାଙ୍ଗ କୋଠବାଡ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫରୁ ୭୮ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ବ୍ୟାଙ୍କ ତରଫରୁ ମାନେଜର ସୁବ୍ରତ ଜେନାଙ୍କ ସହ ନିହାରକାନ୍ତ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ପ୍ରବୀଣ ଘଟୁଆରୀ, ବାନାମ୍ବର ପେଣ୍ଠୋଇ,
Read More...

କୁଶଙ୍ଗ ଡିଗ୍ରୀ କଲେଜରେ ମାଁ ନାମରେ ଗଛଟିଏ କାର୍ଯ୍ୟକ୍ରମ ଉଦଘାଟିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ ପରିସରରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିରର ମାଆଁ ନାମରେ ଗଛଟିଏ କାର୍ଯ୍ୟକ୍ରମ ଜିଲ୍ଲା ସଂଯୋଜକ ଡ.ଅଜିତ କୁମାର ଭୋଇଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି । ଏଥିରେ ପ୍ରାୟ ଷାଠିଏ ଜଣ
Read More...

ଆର୍ଜିପଲ୍ଲୀ ହାଇସ୍କୁଲ କୋଠା ଛାତରୁ ପଡ଼ି ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଆର୍ଜିପଲ୍ଲୀ ମେରାଇନ୍ ଥାନା ଅନ୍ତର୍ଗତ ସାନ-ଆର୍ଜିପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି । ଉକ୍ତ ଗ୍ରାମର ଭେଷଜ କୁମାର ନାୟକ (ସିମାଞ୍ଚଳ) (୨୧)ର ଗତକାଲି ରାତିରେ ଆର୍ଜିପଲ୍ଲୀ ହାଇସ୍କୁଲ ଛାତରୁ ପଡ଼ି ମୃତ୍ୟୁ
Read More...

ପାଇକମାଲରେ କୌଶଳ ରଥକୁ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ସରକାରଙ୍କ ଦ୍ୱାରା ଚାଳିଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କୌଶଳ ରଥକୁ ଶନିବାର ସକାଳ ୧୦ଟା ସମୟରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିସରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
Read More...

ମାୟାବର୍ହା ହାଇସ୍କୁଲ ଅଭିଭାବକ ସମ୍ମିଳନୀରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଯୋଗଦାନ

ଡୁଙ୍ଗୁରିପାଲି,(କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ମୟାବର୍ହା ଠାରେ ଚଳିତ ବର୍ଷର ଦ୍ଵିତୀୟ ଶିକ୍ଷକ ଓ ଅବିଭାବକ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଭିଭାବକ ଓ ଶିକ୍ଷକଙ୍କୁ ଏହି
Read More...

ଡାହାଣୀ ସନ୍ଦେହରେ ଦଳିତ ମହିଳାଙ୍କୁ ବିଚ୍‌ ବଜାରରେ ଆକ୍ରମଣ କରି ମାଡ ମାରିଥିବା ଅଭିଯୋଗ ନେଇ ମହିଳା ଆଗଲପୁର ଥାନାର…

ଆଗଲପୁର, (ସୁଶୀଲ କୁମାର ମିଶ୍ର) : ଆଜିକାର ବିଜ୍ଞାନ ଯୁଗରେ ମଧ୍ୟ ମଣିଷ ମନରୁ ଅନ୍ଧ ବିଶ୍ୱାସ ରହିଛି । ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ଦଳିତ ମହିଳାଙ୍କୁ ଆଜିର ଆଧୁନିକ ଯୁଗରେ ମଧ୍ୟ ଅକଥନୀୟ ଅତ୍ୟାଚାର, ନିର୍ୟାତନାର ଶିକାର ହେବାକୁ ପଡ଼ିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି
Read More...

ଯୋଗାଣ ବିଭାଗର ଚଢାଉ : ୬ କ୍ୱିଣ୍ଟାଲ କଣ୍ଟ୍ରୋଲ ଚାଉଳ ଜବତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଯୋଗାଣ ବିଭାଗ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲିଗୁଡା ନୁଆସାହି ରାସ୍ତାରେ ତେଜରାତି ଦୋକାନ କରିଥିବା ସୂର୍ଯ୍ୟ ପ୍ରସାଦ ପଣ୍ଡାଙ୍କ ଦୋକାନ ଉପରେ ଶନିବାର ଅଚାନକ ଚଢ଼ାଉ କରି ୬ କ୍ୱିଣ୍ଟାଲ ସରକାରୀ
Read More...

କୋସଲି ହକ୍‌ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ଅଷ୍ଟମ ସୂଚୀରେ ସାମିଲ ଓ ରାଜ୍ୟର ଦ୍ୱିତୀୟ ସରକାରୀ ଭାଷା ପାଇଁ ଦାବୀ ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଆଜି କୋଶଲ ଯୁବ ଶକ୍ତି, ବଙ୍ଗୋମୁଣ୍ଡା ଅନୁଷ୍ଠାନ ତରଫରୁ ବଙ୍ଗୋମୁଣ୍ଡା ବିଡିଓ ଜରିଆରେ ବଙ୍ଗୋମୁଣ୍ଡା ଠାରେ କୋସଲି ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବା ପାଇଁ
Read More...