Daily Archives

ଗନ୍ଧରେଲ୍‌ ଡେମ୍‌ର ଗେଟ୍‌ ଖୋଲା ରହିଥିବା ଯୋଗୁଁ ଡେମ୍‌ ପାଣି ମାଡ଼ି ଗଲାଣି ଜମିକୁ ବୋଲି ଚାଷୀଙ୍କ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗନ୍ଧରେଲ୍‌ ଡେମ୍‌ର ଗେଟ୍‌ ଖୋଲା ରହିଥିବା ଯୋଗୁଁ ଡେମ୍‌ ପାଣି ଆଉ ସଂରକ୍ଷିତ ହୋଇ ରହିପାରୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଡେମ୍‌ ତଳେ ରହିଥିବା ଚାଷୀମାନେ ବର୍ଷା ଅଭାବ ବେଳେ ଡେମ୍‌ ପାଣି ଉପରେ ନିର୍ଭର କରୁଥିବା ବେଳେ ଏବେ
Read More...

ବଲାଙ୍ଗିର ଟାଉନ ଥାନାରେ ଯୋଗଦେଲେ ନୂତନ ଆଇଆଇସି ଅବନୀ କୁମାର ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନାରେ ଯୋଗଦେଲେ ନୂତନ ଆଇଆଇସି ଅବନୀ କୁମାର ସାହୁ । ଏହା ପୂର୍ବରୁ ସେ ଟିଟିଲାଗଡ଼ ଧାନାରେ ଥାନା ଅଧିକାରୀ ଭାବରେ ଅବସ୍ଥାପିତ ଥିଲେ । ସେଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ କରିବା ଦିଗରେ ସେ ସଫଳତା ହାସଲ କରିଥିଲେ । ଏବେ
Read More...

ଜେଏସ୍‌ଏମ୍‌ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ପାଳନ ସହିତ ଷ୍ଟ୍ରିଟ୍‌ ସୋ’ ଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ସାରା ଭାରତରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହେଉଥିବା ବେଳେ ଏହି ଅବସରରେ ବଲାଙ୍ଗିର ସ୍ଥିତ ଜେଏସ୍‌ଏମ୍‌ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରେ ମଧ୍ୟ ଦେଶ ପ୍ରତି ସମ୍ମାନ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ସ୍ମରଣ କରିବା ସହିତ ଅତି
Read More...

ପଥରରେ ଛେଚି ସ୍ୱାମୀଙ୍କୁ ହତ୍ୟା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କାଶିବେଡା ଗାଁରେ ଅଭାବନୀୟ ଘଟଣା । ସ୍ୱାମୀକୁ ପଥରରେ ଛେଚି ହତ୍ୟା କଲା ସ୍ତ୍ରୀ । ମୃତ ସ୍ୱାମୀ ହେଲେ ସୁନାରାମ ମୁଣ୍ଡା । ସୁଚନାନୁଯାୟୀ ଗତକାଳି ସୁନାରାମ ମଦ ନିଶାରେ ଆସି ସ୍ତ୍ରୀ ସୁକୁମତି ମୁଣ୍ଡାଙ୍କୁ ମାରପିଟ୍ କରିବା ସହ ଗାଳି ଗୁଳଜ
Read More...

ଜଙ୍ଗଲ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କ ହରିଶଙ୍କର ଗସ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଗୁରୁବାର ହରିଶଙ୍କର ଗସ୍ତ କରିଛନ୍ତି । ପ୍ରଥମେ ବାଲାଙ୍ଗିର ଠାରେ ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହି
Read More...

୨୦ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏବେ ମୌସୁମୀ ଜନିତ ବର୍ଷା ସାରା ରାଜ୍ୟରେ ଜାରି
Read More...

୭୮ତମ ସ୍ୱାଧିନତା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସର୍ବ ଭାରତୀୟ କେନ୍ଦ୍ର ସରକାରୀ କର୍ମଚାରୀ ଅବସରପ୍ରାପ୍ତ ସଂଘ ବଲାଙ୍ଗିର ଶାଖା ବଲାଙ୍ଗିର, ଇନ୍ଦିରାନଗର କାର୍ଯ୍ୟାଳୟ ଠାରେ ୭୮ତମ ସ୍ୱାଧିନତା ଦିବସ ପାଳନ କରାଯାଇଛି । କାର୍ଯ୍ୟକାରୀ ସଭାପତି ମଧୁ ମିର୍ଦ୍ଧା ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରି ସମସ୍ତଙ୍କ
Read More...

ଜିଲ୍ଲା ସମୀକ୍ଷା ଅଧିକାରୀ ସ୍ଥାନୀୟ ପାଣ୍ଠି ସମୀକ୍ଷା କାର୍ଯ୍ୟାଳୟ ବଲାଙ୍ଗିର ଠାରେ ୭୮ତମ ସ୍ୱାଧିନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସମୀକ୍ଷା ଅଧିକାରୀ ସ୍ଥାନୀୟ ପାଣ୍ଠି ସମୀକ୍ଷା କାର୍ଯ୍ୟାଳୟ ବଲାଙ୍ଗିର ଠାରେ ୭୮ତମ ସ୍ୱାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଜିଲ୍ଲା ସମୀକ୍ଷା ଅଧିକାରୀ କ୍ଷମାନିଧି ପ୍ରଧାନ ପତାକା ଉତ୍ତୋଳନ କରିଥିଲେ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ହର୍ଷ ଉଲ୍ଲାସ ମଧ୍ୟରେ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପଡ଼ିଆ ଠାରେ ଆୟୋଜିତ ଗଞ୍ଜାମ ଜିଲ୍ଲାସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ହର୍ଷ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ରାଜ୍ୟ ପୂର୍ତ୍ତ, ଅବକାରୀ
Read More...

ଗ୍ୟାସ୍‌ଲିକ୍‌ ହୋଇ ଘରେ ଅଗ୍ନିକାଣ୍ଡ

ବୀରମିତ୍ରପୁର : ବୀରମିତ୍ରପୁର ବ୍ରାହ୍ମଣମରା ବସ୍ତିରରେ ଥିବା ଏକ ଘରେ ଦୋକାନରେ ନିଆଁ ଲାଗିଯାଇଥିଲା । କୁଆଁରମୁଣ୍ଡା ଅଗ୍ନିଶମ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳ ପ୍ରାୟ ୧୧ଟା ସମୟରେ ବୀରମିତ୍ରପୁର ବ୍ରାହ୍ମଣମରା
Read More...