Daily Archives

ଅଜୟ ପଲେଇଙ୍କ ଏକାଦଶାହ ଉତ୍ସବ ଓ ଶ୍ରଦ୍ଧାଞ୍ଜଳି ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ପାଲା ବ।ୟକ ତଥା ରାମଲୀଳାର ହନୁମାନ ଅଜୟ କୁମାର ପଲେଇଙ୍କ ଏକା ଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଗୁରୁବାର ଦିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଡେଲାଙ୍ଗ ବ୍ଲକ୍ର ବର୍ଷୀୟାନ ପାଲା ଗାୟକ ଅଭିମନ୍ୟୁ
Read More...

ପ୍ରଧାନଶିକ୍ଷକ ମାର୍କଣ୍ଡ ଜେନାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୋଗରାଇ, (ଶିବନାରାୟଣ ପାତ୍ର) : ଶିକ୍ଷକଙ୍କ ଅବସର ପରେ ମଧ୍ୟ ତାଙ୍କର ଜ୍ଞାନଦୀପ ବିଶ୍ୱବାତାୟନରେ କେବେ ଅସ୍ତମିତ ହୁଏନାହିଁ ବୋଲି ଆଜି ଆରୁହାବୃତ୍ତି -୧ ପଞ୍ଚାୟତ ଅନ୍ତର୍ଗତ ବାରବାଟିଆ ବିଦ୍ୟାଧର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାର୍କଣ୍ଡ ଚରଣ ଜେନାଙ୍କ ଅବସରକାଳୀନ
Read More...

ମାରୱାଡି ସେବା ସଦନରେ ସ୍ୱାଧିନତା ଦିବସ ପାଳିତ

ତ୍ରିରଙ୍ଗା ଉତ୍ତୋଳନ କଲେ ନରସିଂହସମାଜିକ ଏବଂ ଅର୍ଥନୈତିକ ଅସାମନତା ଗଣତନ୍ତ୍ର ପ୍ରତି ବିପଦ ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶବାସୀ ସାରା ଦେଶରେ ୭୮ତମ ସ୍ୱାଧିନତା ଦିବସ ପାଳନ କରୁଛନ୍ତି । ଏହି କ୍ରମରେ ଆଜି ବଲାଙ୍ଗିର ସହର ସ୍ଥିତ ମାରୱାଡି ସେବା ସଦନ ଠାରେ ସ୍ଥାନୀୟ ମାରୱାଡି ସମାଜ
Read More...

ସଇଁତଲା ବ୍ଲକର ବିଭିନ୍ନ ସ୍ଥାନରେ ୭୮ତମ ସ୍ୱାଧୀନତା ଦିବସ

ସଇଁତଲା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିଅମ୍‌ ଠାରେ ୭୮ତମ ବ୍ଲକସ୍ତରୀୟ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ସଇଁତଲା ବିଡ଼ିଓ ବିନୟ ଭୋଇଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବରେ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ ଯୋଗଦେଇ
Read More...

ସ୍ୱାଧୀନତା ଦିବସରେ ଭିନ୍ନକ୍ଷମ ବିଦ୍ୟାଳୟ ଓ ଡାକ୍ତରଖାନାକୁ ପରିଦର୍ଶନ କଲେ ବିଧାୟକ

ସଇଁତଲା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରେଡ଼କ୍ରସ ଭିନ୍ନକ୍ଷମ ବିଦ୍ୟାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ସିନ ଟିଟିଲାଗଡ଼ର ବିଧାୟକ ନବୀନ କୁମାର ଜୈନ ପରିଦର୍ଶନ ଯାଇ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଦୀର୍ଘ ସମୟ ଧରି ବିଭାଗୀୟ ଅଧିକାରୀମାନଙ୍କ
Read More...

ଦୟାନନ୍ଦ ପ୍ଲେ ସ୍କୁଲଠାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ଦେଶ ୭୮ତମ ସ୍ୱାଧୀନତା ଦିବସ ପାଳନ କରିଛି । ଏହି ଅବସରରେ ବଲାଙ୍ଗିର ପେଲେସ ଲାଇନ୍‌ ଦୟାନନ୍ଦ ପ୍ଲେ ସ୍କୁଲ ପକ୍ଷରୁ ନିଆରା ଢଙ୍ଗରେ ୭୮ତମ ସ୍ୱାଧୀନତା ଦିବସ ପାଳିତ କରିଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବେଲଖଣ୍ଡି କଲେଜର ଅଧ୍ୟାପକ ସଂଜୀବ କୁମାର
Read More...

ସଚେତନ ନାଗରିକ ମଞ୍ଚ ତରଫରୁ ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ତରଫରୁ ୭୮ତମ ସ୍ୱାଧୀନତା ଦିବସ ପାଳନ ଛେଣ୍ଡ ସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସାଧାରଣ ସମ୍ପାଦକ ପି. ପି ରାୟଙ୍କ ଆବାହକତ୍ଵ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ସମ୍ବିଧାନ ଛକ ଠାରେ ସମ୍ବିଧାନତା ଦିବସ ପାଳିତ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ସମ୍ବିଧାନ ଛକଠାରେ ଯୁବ ସାମାଜସେବୀ ଅନିଳ ସିପକାଙ୍କ ନେତୃତ୍ୱରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ଗୋବିନ୍ଦ
Read More...

ଅଭିରାମ ଆଶ୍ରିତ ପରିବାର ପକ୍ଷରୁ ଝୁଲଣ ଯାତ୍ରା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ପଣ୍ଡରାଣୀ ଗ୍ରାମ ଅଭିରାମ ଆଶ୍ରମ ଠାରେ ଶ୍ରାବଣ ଶୁକ୍ଲ ଦଶମୀ ଠାରୁ ଅଭିରାମ ଆଶ୍ରିତ ପରିବାର ପକ୍ଷରୁ ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଆସନ୍ତା ଶ୍ରାବଣ ପୂର୍ଣ୍ଣମୀ ଦିନ ଏହା ଉଦ୍‌ଯାପିତ ହେବ । ପ୍ରାୟ ତିନି ଏକର ପରିମିତ ସ୍ଥାନରେ ଗତ ୨୦୦୩
Read More...

ରାଷ୍ଟ୍ରୀୟ କବି ସଂଗମ ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ ‘ଏକ୍ ଶାମ୍ ତିରଂଗେ କେ ନାମ୍’ କାର୍ଯ୍ୟକ୍ରମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ କବି ସଂଗମ ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ 'ଏକ୍ ଶାମ୍ ତିରଂଗେ କେ ନାମ୍' କାର୍ଯ୍ୟକ୍ରମ ଅନୁଷ୍ଠାନର ମହାମନ୍ତ୍ରୀ ରାଜମଣି ସାହୁଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୧୫ ତାରିଖ ସଂଧ୍ୟା ୫ଟା ସମୟରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର
Read More...