Daily Archives

ସାଇଟ୍‌ କଲେଜ୍‌ରେ ୭୮ ତମ ସ୍ୱାଧିନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ସାଇଟ୍‌ କଲେଜ, ପଲ୍ଲିଶ୍ରୀ ଷ୍ଟଡିୟମ୍‌ ଠାରେ ୭୮ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ସୁଶ୍ରୀ ଶିକ୍ଷାନୁଷ୍ଠାନ ସମୂହ ସାଇଟ୍‌ ଡିପ୍ଲୋମା ଇଂଜିନିୟରିଂ, ସାଇଟ-ବି. ଏସ୍‌. ସି, ଜି. ଏନ୍‌. ଏମ୍‌, ଏ. ଏନ୍‌. ଏମ୍‌ ନର୍ସିଂ, ସୁଶ୍ରୀ ଆଇ. ଟି.
Read More...

ଘରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ଭାଇଭଉଣୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ବଳରାମପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି । ଏଥିରେ ଭାଇଭଉଣୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଘରେ ନିଆଁ ଲାଗି ଜୀବନ୍ତ ଜଳିଯାଇଛନ୍ତି ଭାଇଭଉଣୀ । ଏଥିରେ୧୧ ବର୍ଷୀୟା ଭଉଣୀ ଓ ୯ ବର୍ଷୀୟ ଭାଇର ମୃତ୍ୟୁ ହୋଇଛି ।
Read More...

ଜାତୀୟ ପତାକା ଉତ୍ତୋଳନ କଲେ ମୋହନ ଚରଣ ମାଝୀ

ଭୁବନେଶ୍ୱର : ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ଉତ୍ସବରେ ସେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚଳିତ ବର୍ଷ ୫୯ ଜଣ କଣ୍ଟିଜେଣ୍ଟ
Read More...

ବଲାଙ୍ଗିରରେ ୭୮ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ୭୮ ତମ ସ୍ୱାଧିନତା ଦିବସ ସାରା ଦେଶ ପାଳନ କରୁଛି । ଏହି ଅବସରରେ ବଲାଙ୍ଗିରର ମୋନାହରପୁର ପଡ଼ିଆରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ, ଶ୍ରମ ବିଭାଗ ଓଡ଼ିଶା
Read More...

ସିବିସି ପକ୍ଷରୁ ବୋଲଗଡ଼ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭୁବନେଶ୍ୱର ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ବୋଲଗଡଠାରେ ବିଭାଜନ ବିଭିଷୀକା ସ୍ମୃତି ଦିବସ ପାଳିତ ହୋଇଯାଇଛି । ବାଚସ୍ପତି ସୁରମା ପାଢୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଦେଶ ବିଭାଜନରେ
Read More...

ଛତ୍ରପୁର ସରକାରୀ ଆଇଟିଆଇରେ ନଶା ମୁକ୍ତି ଭାରତ ଅଭିଯାନ କର୍ମଶାଳା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନୀଳାଚଳ ସେବା ପ୍ରତିଷ୍ଠାନ, ଦୟାବିହାର, କଣାସ, (ପୁରୀ ଜିଲ୍ଲା) ସୌଜନ୍ୟରେ ଏବଂ ନିଶାନିବାରଣ କେନ୍ଦ୍ର(ନବଜୀବନ-୨) ଛତ୍ରପୁର ଆନୁକୁଲ୍ୟରେ ନଶା ମୁକ୍ତି ଭାରତ ଅଭିଯାନ କର୍ମଶାଳା ସୋମବାର ଆୟୋଜିତ ହୋଇଯାଇଛି । ଛତ୍ରପୁର ସରକାରୀ ଶିଳ୍ପ ଅନୁଷ୍ଠାନ
Read More...

କୋସଲୀ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ପାଇଁ ଶୋଭାଯାତ୍ରା

ତରଭା, (କେପିଏନ୍‌ଏସ୍‌) : ସ୍ଥାନୀୟ ଭାଷା ସଂସ୍କୃତିର ଅଗ୍ରଣୀ ଅନୁଷ୍ଠାନ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ନେତୃତ୍ୱରେ ମାଁ ପାଟଣେଶ୍ୱରୀ ମନ୍ଦିରରୁ ରଥପଡା, ସୁନାରୀପଡା, ମାରୱାଡ଼ି ପଡା, ଦୁର୍ଗା ମଣ୍ଡପ ଦେଇ ତରଭା ବ୍ଲକ୍ ଅଫିସକୁ କୋସଲୀ ଭାଷାକୁ
Read More...