Daily Archives

ବ୍ଲାକ୍‌ ଇଗଲ୍‌ ସିକ୍ୟୁରିଟୀ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାରା ଦେଶ ପାଳନ କରୁଛି ୭୮ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ବଲାଙ୍ଗିର ସହରର କଲେଜ ଛକ ସ୍ଥିତ ବ୍ଲାକ୍‌ ଇଗଲ୍‌ ସିକ୍ୟୁରିଟୀ ପକ୍ଷରୁ ୭୮ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏଥିରେ ବଲାଙ୍ଗିର ପୌର ପରିଷଦର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ
Read More...

ତୁରେକେଲା ସରକାରୀ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆରେ ସ୍ୱାଧୀନତା ଦିବସ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତୁରେକେଲା ଗ୍ରାମପଞ୍ଚାୟତ ସରପଂଚ ଜଳନ୍ଧର ମହାକୁଡ଼ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ
Read More...

ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ ତରଫରୁ ୭୮ତମ ସ୍ଵାଧୀନତା ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ତରଫରୁ ୭୮ତମ ସ୍ଵାଧୀନତା ଦିବସ ଆସୋସିଏସନ୍‌ର ଅସ୍ଥାୟୀ କାର୍ଯ୍ୟାଳୟଠାରେ ଗୁରୁବାର ପାଳିତ ହୋଇଯାଇଛି । ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ସଭାପତି ତଥା ବରିଷ୍ଠ
Read More...

ମାଧିଆପାଲି ଗ୍ରୀଡ୍‌ରେ ୭୮ତମ ସ୍ଵାଧୀନତା ଦିବସ ପାଳିତ

ମାଧିଆପାଲି, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ମାଧିଆପାଲି ୧୧/୩୩ ଗ୍ରୀଡ୍‌ରେ ଟିପିଡବ୍ଲୁଓଡିଏଲ୍ ଆର୍‌ଇସି ସେକ୍ସନ୍ ପକ୍ଷରୁ ୭୮ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ସକାଲ ୮ଟାରେ ଜାତୀୟ ସଂଗୀତ ସହିତ ସେକ୍ସନ୍ ଅଫିସର ରିଆଜୁଲ ହକ୍ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ କମର୍ସିଆଲ୍‌
Read More...

ବାଇକ୍‌କୁ ଧକ୍କା ଦେଲା ବସ୍‌ : ୨ ମୃତ

ସମ୍ବଲପୁର : ଶାସନ ଥାନା ଅନ୍ତର୍ଗତ କୁକୁଡ଼ାପାଲି ଓ ସିକ୍ରାପାଲି ମଝିରେ ଥିବା ମାର୍କେଟ ୟାର୍ଡ଼ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ସବିତା ନିଖଣ୍ଡିଆ ଓ ସରୋଜ ନାଏକ । ସୂଚନା ଅନୁସାରେ ଆଜି ସରୋଜ ତାଙ୍କ ବାଇକ୍‌ରେ ସବିତାଙ୍କୁ ବସାଇ ତାଙ୍କ
Read More...

ବୈପାରିଗୁଡା ଠାରେ ୭୮ତମ ସ୍ୱାଧୀନତା ଦିବସ ପାଳନ

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ବୈପାରିଗୁଡା ବ୍ଲକର ପ୍ରତ୍ୟେକ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ସ୍ୱାଧୀନତା ଦିବସ ଧୂମ୍‌ଧାମ୍‌ରେ ପାଳନ କରାଯାଇଥିବା ବେଳେ ଏହି ଅବସରରେ ବୈପାରିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ବ୍ଲକସ୍ତରୀୟ ୭୮ତମ
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ ୭୮ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ସବୁଠାରେ ୭୮ତମ ସ୍ଵାଧୀନତା ଦିବସ ମହାସମାରୋହର ସହ ପାଳିତ ହୋଇଯାଇଛି । ନିଜ ନିଜ କାର୍ଯ୍ୟାଲୟରେ ଦିବସକୁ ପାଳନ କରିବା ପରେ
Read More...

ବରିଷ୍ଠ ନାଗରିକଙ୍କ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ : ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ପ୍ରଦାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ୱାଧୀନତା ଦିବସ ଅବସରରେ ଲୋଇସିଂହା ସିନିୟର୍‌ ସିଟିଜନ୍‌ ଆସେମ୍ୱଲି ପକ୍ଷରୁ ସ୍ଥାନୀୟ ଡ଼ାକ୍ତରଖାନା ପରିସରରେ ରୋଗୀଙ୍କୁ ଫଳ ବିତରଣ କରାଯାଇଛି । ହସ୍ପିଟାଲ ଇନ୍‌ଚାର୍ଜ ଡା. ଶେଖରଲାଲ ପଧାନଙ୍କ ଉପସ୍ଥିତିରେ ଆସେମ୍ୱଲିର ଗଜାନନ ଅଗ୍ରୱାଲ, ବିଭୁତି ଭୂଷଣ
Read More...

ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାରେ ୭୮ତମ ସ୍ୱାଧିନତା ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଗୁଡଭେଲା ବ୍ଲକ୍ ତଥା ତୁଷୁରା ଏନ୍ଏସି ଅଧିନସ୍ଥ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ୭୮ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଜାତୀୟ ପତାକା ଉତ୍ତୋଳନ କରିବା ସହିତ
Read More...

ବଲାଙ୍ଗିର ପବ୍ଲିକ୍ ସ୍କୁଲ୍‌ରେ ୭୮ ତମ ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ପରିସରରେ ୭୮ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ
Read More...