shyamal
Daily Archives

ତରେଇପାଟପୁର ଠାରେ ରାଇଜିଂଷ୍ଟାର ସୌଜନ୍ୟରେ ଦୁଇ ଦିନିଆ ଭୋଲି-ବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ପଞ୍ଚାୟତର ତରେଇପାଟପୁର ଗ୍ରାମର ରାଇଜିଂଷ୍ଟାର ଭୋଲି-ବଲ୍ ଆସୋସିଏସନ୍ ପକ୍ଷରୁ ଦୁଇ ଦିନିଆ ଭୋଲି-ବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଛତ୍ରପୁର ସବ୍-ଜେଲ୍
Read More...

ଚୁଡାପାଲି ଶିଶୁମନ୍ଦିରରେ ସ୍ଵାଧୀନତା ଦିବସ ପାଳନ

ଚୁଡାପାଲି, (ରାଜେଶ ଦଣ୍ଡସେନା) : ଗୁରୁବାର ଦିନ ଆମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚୂଡ଼ାପାଲିରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ପରିଷଦର ପୂର୍ବତନ ସଭାପତି ଲୋକନାଥ କୁମୁରା ପତାକା ଉତ୍ତୋଳନ କରିଥିଲେ । ସମସ୍ତ
Read More...

ରାଉରକେଲାରେ ବିଜେପିର ତ୍ରିରଙ୍ଗା ବାଇକ୍‌ ରାଲି

ରାଉରକେଲା, (ସସ୍ମିତା ପ୍ରଧାନ) : ସମଗ୍ର ଦେଶରେ ୭୮ତମ ସ୍ୱାଧିନତା ଦିବସ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲୁ ଥିବା ଅବସରରେ ଆଜି ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ତରଫରୁ ଜିଲ୍ଲା ସମ୍ପାଦକ ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ରାୟଙ୍କ
Read More...

ଆରୋଗ୍ୟ ଜନ ସେବା କେନ୍ଦ୍ର ଓ ମାତୃ ଶକ୍ତି ମିଶନ ଆନୁକୁଲ୍ୟରେ ୭୮ତମ ସ୍ଵାଧିନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସମଗ୍ର ଦେଶରେ ୭୮ତମ ସ୍ୱାଧିନତା ଦିବସ ଧୁମ୍‌ଧାମରେ ପାଳନ କରାଯାଉଛି ଏହି ପରିପ୍ରେକ୍ଷୀରେ କୋଏଲ ନଗର ଡି -୧୪୭ରେ ଅବସ୍ଥିତ ଆରୋଗ୍ୟ ଜନ ସେବା କେନ୍ଦ୍ର ଓ ମାତୃ ଶକ୍ତି ମିଶନ ଆନୁକୁଲ୍ୟରେ ୭୮ତମ ସ୍ଵାଧିନତା ଦିବସ ପାଳନ କରାଯାଇଛି । ଭାରତୀୟ ଜନତା
Read More...

ହମିରପୁର ଉନ୍ନୟନ ପରିଷଦର ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଉନ୍ନୟନ ପରିଷଦର ସଭାପତି ଡ଼କ୍ଟର ସୁମନ ଦତ୍ତଙ୍କ ନେତୃତ୍ୱରେ ହମିରପୁରର ତାରିଣୀ ମନ୍ଦିର ନିକଟରେ ଅଠସ୍ତରୀତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟଅତିଥି ପ୍ରଶାନ୍ତ କୁମାର ସୋମ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବଳିଦାନକୁ ସ୍ମରଣ କରି ତାଙ୍କୁ
Read More...

ମହିଳାଙ୍କ ଆତ୍ମହତ୍ୟା : ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ବାପା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମରେ ଗୁରୁବାର ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ଗ୍ରାମର ହିମାଂଶୁ ସାହୁଙ୍କ ସ୍ତ୍ରୀ ରେଶମା ସାହୁ (୨୫) । ତେବେ ତାଙ୍କ ଝିଅକୁ ଶାଶୁଘର ଲୋକେ ହତ୍ୟା କରି
Read More...

ସ୍ୱାଧୀନତା ଦିବସ ଉପଲକ୍ଷେ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ ଫେନ୍ସି ଡ୍ରେସ୍‌ ପ୍ରତିଯୋଗିତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ କୁନି କୁନି ପିଲାମାନେ ସ୍ୱାଧୀନତା ସଂଗ୍ରାମୀଙ୍କ ବେଶ ପୋଷାକରେ ସୁସଜ୍ଜିତ ହୋଇ ତାଙ୍କର ବ୍ୟକ୍ତିତ୍ୱ ଓ ଜୀବନୀ ଉପରେ ବକ୍ତୃତା ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ଭାରତ
Read More...

ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ପାଟଣାଗଡ : ଆଜି ୭୮ତମ ସ୍ୱାଧୀନତା ଦିବସ । ଏହି ଅବସରରେ ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ପାଟଣାଗଡର ପୂର୍ବତନ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ସେହିପରି ଖପ୍ରାଖୋଲ ଓ ବେଲପଡା
Read More...

ଟିଟିଲାଗଡ଼ରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ପତାକା ଉତ୍ତୋଳନ କଲେ ଉପଜିଲ୍ଲାପାଳ ରିହାନ ଖେତ୍ରି ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ଼ ସହର ସ୍ଥିତ ହାଇସ୍କୁଲ ଖେଳ ପଡିଆରେ ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ମହାଆଡମ୍ବରର ସହିତ ପାଳିତ ହୋଇଯାଇଛି । ଟିଟିଲାଗଡ଼ ଉପଜିଲ୍ଲାପାଳ ରିହାନ ଖେତ୍ରୀ ମୁଖ୍ୟ
Read More...

ଟିଟିଲାଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନ, ଅନୁଷ୍ଠାନ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) ; ସାରା ଦେଶରେ ଆଜି ସ୍ଵାଧୀନତା ଦିବସ ପାଳନ କରାଯାଉ ଥିବା ବେଳେ ଟିଟିଲାଗଡ଼ ସହରର ହେଲୋ କିଡ୍ସ ସ୍କୁଲ, ଟିଟିଲାଗଡ଼ ବଣିକ ସଂଘ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ । ସେହିପରି
Read More...