Daily Archives

ଶତାୟୁ ବିଚିତ୍ରାନନ୍ଦ ମହାକୁରଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ଦନ୍ଦରା ଗ୍ରାମର ଶତାୟୁ ବୃଦ୍ଧ ବିଚିତ୍ରାନନ୍ଦ ମହାକୁରଙ୍କ ରବିବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୪ବର୍ଷ ବୟସ ହୋଇଥିଲା । ସେ ମୁରିବାହାଲ ଚକ୍ ଷାଠିଏ ଘର ଡୁମାଳ ସମାଜର
Read More...

ଫକୀର ଚରଣ ପାଢ଼ୀଙ୍କ ‘କର୍ମ ଘେନି ଫଳ’ ପୁସ୍ତକ ଉନ୍ମୋଚନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ୱନାମଧନ୍ୟ ଶିଶୁସାହିତ୍ୟିକ ତଥା ବରିଷ୍ଠ ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କର ଶିଶୁ ସାହିତ୍ୟ ପୁସ୍ତକ 'କର୍ମ ଘେନି ଫଳ' ପଞ୍ଚସଖାଙ୍କ ସାଧନାପୀଠ ପୁରୀ ଜିଲ୍ଲାର ସତ୍ୟବାଦୀ ଠାରେ ଉନ୍ମୋଚନ ଓ ସମୀକ୍ଷାୟନ ତା ୧୦/୦୮/୨୦୨୪ ରିଖରେ ହୋଇଯାଇଛି ।
Read More...

ଗଞ୍ଜାମ ସହରରେ ବଚ୍‌ପନ୍ ପ୍ଲେ ସ୍କୁଲ ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ନୂତନ ଭାବେ କୁନି କୁନି ପିଲାମାନଙ୍କ ପାଇଁ ବଚ୍‌ପନ୍ ପ୍ଲେ ସ୍କୁଲ୍ ଉଦ୍‌ଘାଟିତ ହୋଇଛି । ସ୍କୁଲ ପ୍ରତିଷ୍ଠାତା ଇଂ. ବିନୋଦ କୁମାର ପାଢ଼ୀ ଓ ପ୍ରମୋଦ କୁମାର ବ୍ରହ୍ମଙ୍କ ମିଳିତ ସହଯୋଗ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...