Daily Archives

ମାସିକ ରଚନା ସନ୍ଧ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ସମାଜରେ କାୟାବିସ୍ତାର କରିଥିବା ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି । କେବଳ ଆମ ଦେଶରେ ନୁହେଁ ଅନେକ ବିକଶିତ ଓ ସମୃଦ୍ଧ ରାଷ୍ଟ୍ରର ଜନତା ମଧ୍ୟ ଏହି ଅନ୍ଧବିଶ୍ୱାସର ଶିକାର ହୋଇ ଧନଜୀବନ ହାନି କରିଥାନ୍ତି । ନିତି
Read More...

ମୋ’ ଜଙ୍ଗଲ ଜମି ଯୋଜନା ସମ୍ବନ୍ଧୀୟ ଦ୍ଵି-ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ତଥା ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱରଙ୍କ ଆନୁକୁଲ୍ୟରେ 'ମୋ' ଜଙ୍ଗଲ ଜମି ଯୋଜନା' ତଥା ଜଙ୍ଗଲ ଅଧିକାର ଆଇନ୍-୨୦୦୬ ସଂକ୍ରାନ୍ତୀୟ ଏକ
Read More...

ପାଇକମାଲରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନାରେ ନୂତନ ଅଧିକାରୀ ଭାବେ ସୁଶାନ୍ତ କୁମାର ପ୍ରଧାନ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ପ୍ରଧାନ ବଲାଙ୍ଗିର ଥାନାରେ କାର୍ଯ୍ୟରତ ଥିଲେ । ବର୍ତ୍ତମାନ ନୂଆ ଥାନା ଅଧିକାରୀଙ୍କ ପାଇକମାଲରେ ଯୋଗଦାନ ଦେବା
Read More...

ଶିକ୍ଷା ମୋର ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଝାରବନ୍ଧ ବ୍ଲକର ତିନୋଟି ଶିକ୍ଷାନୁଷ୍ଠାନରେ ବିଏଡୁକ୍ୟାଟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ସହାୟତା ପ୍ରଦାନ କାର୍ଯ୍ୟକ୍ରମ 'ଶିକ୍ଷା ମୋର ଅଧିକାର' ଅନୁଷ୍ଠିତ ହୋଇଯାଇଛି । ନୋଡାଲ
Read More...

ସ୍ୱସ୍ତି ସାହିତ୍ୟ ସଂସଦର ସାରସ୍ୱତ ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦ ଓ ଛେଣ୍ଡ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଡ. ବିଭୁତି ଭୂଷଣ ପଣ୍ଡାଙ୍କ ପୌରହିତ୍ୟ ଓ ଶିକ୍ଷାବିତ୍ ଶର୍ମିଷ୍ଠା କବିଶତପଥୀଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ଜିଲ୍ଲାରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଶତ ପ୍ରତିଶତ ସଫଳତା ପାଇଁ ଆଗେଇ ଆସିବାକୁ ଆହ୍ୱାନଅଗଷ୍ଟ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୬୨୨୦୦୦ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ ଔଷଧକେହି ଜଣେ ବି ଯୋଗ୍ୟ ଲୋକ ଯେପରି ବାଦ ନ ପଡ଼ିବେ ସେଥିପାଇଁ ଯତ୍ନବାନ ହେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ସୁବର୍ଣ୍ଣପୁର,
Read More...

ବାଲୁକାରେ ଖେଳିବା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ବାଲୁକାରେ ଖେଳିବା ଦିବସ' ହେଉଛି ବାଲୁକାରେ ସବୁକିଛି ଏକ ମଜାଳିଆ ସୃଜନଶୀଳ ଖେଳକୁ ନେଇ ଖୁସି ଆନନ୍ଦ ଉପଭୋଗ କରିବା ଦିନ । ପ୍ରତିବର୍ଷ ଅଗଷ୍ଟ ୧୧ ରେ, ପୃଥିବୀର ବିଭିନ୍ନ ପ୍ରାନ୍ତରେ ଲୋକମାନେ ବାଲିରେ ଖେଳିବାର ମଜା ଏବଂ ଆନନ୍ଦକୁ ଉପଭୋଗ କରନ୍ତି ।
Read More...

୧୪ରୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଘୂର୍ଣ୍ଣିବଳୟ ସହ ମୌସୁମୀର ସକ୍ରିୟତାକୁ ନେଇ ରାଜ୍ୟରେ ବର୍ଷା ଜାରି ରହିଛି । ଆସନ୍ତା ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, ମାଲକାନଗିରି ଓ କେନ୍ଦୁଝର
Read More...

ରସିକିଆ ପିଇଓଙ୍କୁ ବାନ୍ଧିଲା ସଇଁତଲା ପୋଲିସ

ସଇଁତଲା, (କେପିଏନ୍‌ଏସ୍‌) : ରସିକିଆ ପିଇଓଙ୍କୁ ବାନ୍ଧିଲା ସଇଁତଲା ପୋଲିସ । ରସିକିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ମହାନ୍ତି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ଗ୍ରାମ ପଂଚାୟତରେ କାର୍ଯ୍ୟରତ । ବାବୁ ଜଣେ ରସିକିଆ ଅଧିକାରୀ । ଅକ୍ଷୟ କୁମାର ମହାନ୍ତିଙ୍କ ଏକ
Read More...

ଏନ୍‌କାଉଣ୍ଟର୍‌ରେ ୨ ଯବାନ ସହିଦ

ଶ୍ରୀନଗର : ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନ୍‌କାଉଣ୍ଟରରେ ୨ ଯବାନ ସହିଦ ହୋଇଥିଲେ । ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଦକ୍ଷିଣ କାଶ୍ମୀର ଜିଲ୍ଲାର କୋକରନାଗ ଅଞ୍ଚଳର ଅହଲାନ ଗଡୋଲେରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ
Read More...